କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ସମ୍ପର୍କର ଉଷ୍ମତା
Odia Poem Samparkara Usmata (ସମ୍ପର୍କର ଉଷ୍ମତା) by Manas Ranjan Nayak

ସମ୍ପର୍କର ଉଷ୍ମତା

ସ୍ପର୍ଶ ବି ସଞ୍ଚରିଯାଏ ବିଶ୍ୱାସଟେ ହୋଇ ପିତାର ପାପୁଲିଟି ତା' ମସ୍ତକରେ ପାଇ ସବୁ ବିସର୍ଣ୍ଣତା ଯାଏ ନିମିଷେ ମିଳାଇ ଶତ ସିଂହ ବଳ ମିଳେ ପିତା ହେଲେ ଛାଇ । (୧) ଉତ୍ତପ୍ତ ନିଦାଘେ ମିଳେ ଏକ ସ୍ନିଗ୍ଧ ଶୀତଳ…

Continue Readingସମ୍ପର୍କର ଉଷ୍ମତା
Read more about the article ସନ୍ଧ୍ୟା
Odia Poem Sandhya (ସନ୍ଧ୍ୟା) by Saroj Kumar Sahoo

ସନ୍ଧ୍ୟା

ପକ୍ଷୀ ଫେରିଲେଣି ନୀଡ଼କୁ ସରବେ ଅସ୍ତଗାମୀ ସୂର୍ଯ୍ୟ ଦେଖି କମନୀୟ ତା'ର କି ଅପୂର୍ବ ଶୋଭା ଆଖି ଯାଏ ସତେ ଲାଖି । ଗାଇଆଳ ଫେରେ ଗୋଧୂଳି ସଞ୍ଜରେ କଅଁଳା ବାଛୁରୀ ଧରି ଗାଆଁ କୁନିପିଲା ଫେରନ୍ତି ସଙ୍ଗତେ ଖେଳକୁଦ ଶେଷ…

Continue Readingସନ୍ଧ୍ୟା
Read more about the article ଶ୍ରୀ ରାଧା
Odia Poem Sri Radha (ଶ୍ରୀ ରାଧା) by Nirupama Hota

ଶ୍ରୀ ରାଧା

ଫେରିବାର ପଥ ଭୁଲିକି ଗଲ ଗୋବିନ୍ଦ ଗୋପର ଗୋପୀ ଗୋପାଳ ଝୁରୁଛି ରାଧିକା ଝୁରୁଛି କଦମ୍ବ ଝୁରୁଛି ଯମୁନା ଜଳ ଯେଣେ ଅନଉଛି ଲଳନା ଦେଖେ କଳା ଶ୍ରୀମୁଖ ଭାବୁକ ଲାଗଇ ତାହାକୁ ଅବନୀ ଆକାଶ ନବ ଦୁର୍ବାଦଳ ନିଷ୍ପ୍ରଭ ଦିଶିଲା…

Continue Readingଶ୍ରୀ ରାଧା
Read more about the article ଶୀତ
Odia Poem Sita (ଶୀତ) by Rama Chandra Pradhan

ଶୀତ

ରଙ୍ଗ ବେରଙ୍ଗର ଫୁଲର ସମ୍ଭାରେ ଥିରି ଥିରି ଆସେ ଶୀତ ଶୀତ ଆଗମନେ ମୋ ଗାଆଁ ହସଇ ଚାଷୀ ପୁଅ ଗାଏ ଗୀତ । ପ୍ରକୃତି ପଲ୍ଲୀର ଶୀତ ସକାଳଟା ଭାରି ମନୋହର ଦିଶେ ଫୁଲଫଳ ଭରା ବାଡ଼ି ବଗିଚାଟା ଖୁସିରେ…

Continue Readingଶୀତ
Read more about the article ବିରହର ଦହନରେ
Odia Poem Birahara Dahanare (ବିରହର ଦହନରେ) by Prashant Pradhan

ବିରହର ଦହନରେ

ମିଛ ଭରସାରେ ଆଜିବି ବଞ୍ଚିଛି ଲେଉଟିବ ତୁମେ ବୋଲି ଚିରସ୍ରୋତା ହେଲା ଆଖିର ଶ୍ରାବଣ ଯେବେଠାରୁ ଗଲ ଚାଲି ॥ ଝାଉଁଳିଗଲାଣି ଏ ଦେହ ଯୌବନ ବିରହର ଦହନରେ ସ୍ପନ୍ଦନର ବେଗ ଥମି ତ ଗଲାଣି ଆଶାତୀତ ଅପେକ୍ଷାରେ ॥ କାରାଗାରର…

Continue Readingବିରହର ଦହନରେ