ବନଷ୍ପତି
ଧୂଳି ମାଟି କଙ୍କରିତ ଏଇ ଧୁସର ଧରିତ୍ରୀକୁ ତୁମେଇ ତ, ସବୁଜିମାରେ ଭରିଦେଲ । ଏ ଧୂସର ଧରିତ୍ରୀକୁ ତୁମରି ରଙ୍ଗରେ ରଙ୍ଗେଇ ଦେଲ, ତୁମରି ନବ କିଶଳୟ, ତୁମରି ପୁଷ୍ପ ସମ୍ଭାରରେ କେତେଯେ ରଙ୍ଗ ବିଛାଡିଗଲ, ପ୍ରାଣେ ପ୍ରେମ ତୁମେଇ…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ଧୂଳି ମାଟି କଙ୍କରିତ ଏଇ ଧୁସର ଧରିତ୍ରୀକୁ ତୁମେଇ ତ, ସବୁଜିମାରେ ଭରିଦେଲ । ଏ ଧୂସର ଧରିତ୍ରୀକୁ ତୁମରି ରଙ୍ଗରେ ରଙ୍ଗେଇ ଦେଲ, ତୁମରି ନବ କିଶଳୟ, ତୁମରି ପୁଷ୍ପ ସମ୍ଭାରରେ କେତେଯେ ରଙ୍ଗ ବିଛାଡିଗଲ, ପ୍ରାଣେ ପ୍ରେମ ତୁମେଇ…
ଆସୁଅଛି ନୂଆ ବର୍ଷ, ନୂଆ ସମୟ ଚକ୍ର ସ୍ୱୀକାର କରିବା ସହର୍ଷ । ଜୀବନରେ ଖୋଲିବା ନୂତନ ଅଧ୍ୟାୟ, ଚାଲିବ ଅନେକ ଅନେକ ପର୍ଯ୍ୟାୟ । ଭଲ ମନ୍ଦ ଅନେକ ପୃଷ୍ଠା, ଶ୍ରୀଜୀଉଙ୍କ ପ୍ରତି ରହୁ ସମସ୍ତଙ୍କ ନିଷ୍ଠା । ଯାଉଥିବା…
ନୂଆ ବର୍ଷ ତମେ ଆସୁଛ ସବୁ ପୁରୁଣା ସ୍ମୃତିକୁ ଫିଙ୍ଗି ଦେଇ, ବାରମାସୀ ଚଢ଼େଇ ଭଳି କେତେ ରଙ୍ଗରେ ନିଜକୁ ସଜାଇ, ତମେ ଆସୁଛ । ଆକାଶରେ ମେଘହୀନ ଗୀତର ରାଗିଣୀ ଶୁଣାଉଛି ତମ ଆଗମନୀର ବାର୍ତ୍ତା, ତମେ ଆସୁଚ ପୌଷ…
ସମୟ ସ୍ରୋତରେ ଭାସମାନ ଆମେ ଗତି ଯେ ସମ୍ମୁଖ ଦିଗକୁ, ଆଗାମୀ ଭବିଷ୍ୟ ଶୁଭେଚ୍ଛା ସ୍ୱାଗତେ ପାସୋରିଦେବୁ ଅତୀତକୁ । କାଳର କରାଳ ଗତି ବଳୀୟାନ ଶାସନ କରେ ସେ ସଭିଙ୍କୁ, ସୁଖ-ଦୁଃଖ ହାନି-ଲାଭ ଭଲ-ମନ୍ଦ ନକରେ ଅପେକ୍ଷା କାହାକୁ ।…
ଆସ ଗାଇବା ଓଡ଼ିଆ ଗୀତ, ଓଡ଼ିଶା ଦର୍ଶନରେ କିଛି ସମୟ କରିବା ଅତିବାହିତ । ଜୀବନର ଅମୂଲ୍ୟ କ୍ଷଣ ହେଉ ଅଭୁଲା ଅତୀତ, ଓଡ଼ିଶା ଅଦ୍ୱିତୀୟ ବୋଲି କରିବା ମନୋନୀତ । ପ୍ରବାହ ହେଉଛି ମହାନଦୀର ଅମୃତ ଧାରା, କଳିଙ୍ଗ ପ୍ରଦେଶର…