Featured posts

ଭ୍ରମଣ କାହାଣୀ

ଆମ ରୋଷେଇ

Odia Poem Uttara Pidhi (ଉତ୍ତର ପିଢ଼ି) by Shakti Prasad Badajena

ଉତ୍ତର ପିଢ଼ି

ଭଗ୍ନ ମୁଖଶାଳା, ଭବନ ଲାଞ୍ଛିତ ବିସ୍ମୃତ ବୀର କୀରତି ଶବ୍ଦ ଆଡ଼ମ୍ବରେ ବିଲୁପ୍ତ ଅସ୍ମିତା ଲୁଣ୍ଠିତ କଳିଙ୍ଗ ଛାତି ଶୁଭୁ ନାହିଁ ଆଉ ରଣହୁଙ୍କାର ଧରାଭେଦି ଗରଜନ ଆଖି ଖୋଲା କରି ସୋଇଛି ମୋ ଜାତି ସୁପ୍ତ ଗର୍ବ ଅଭିମାନ କି ଲାଭ ସଞ୍ଚିତ ଥିଲେ ଘରେ ଖଡ୍ଗ, ହାତରେ ନଥିଲେ ଦମ୍ଭ? ଭଗିନୀ ନିର୍ବସ୍ତ୍ର, ମା’ ମୋ ଲଜ୍ଜିତ ଧ୍ୱସ୍ତ ଗରିମାର ସ୍ତମ୍ଭ ! ମିଛ ପ୍ରମାଣିତ ନ ହେଉ ପୁରୁଣା ପ୍ରସ୍ତର ବିଦିତ ବାଣୀ ହାଥି…

ଅଧିକ ପଢ଼ନ୍ତୁ
Odia Poem Kande Mo Hrudaya (କାନ୍ଦେ ମୋ ହୃଦୟ) by Tania Patel

କାନ୍ଦେ ମୋ ହୃଦୟ

କାନ୍ଦେ ମୋ ହୃଦୟ, ଥରିଉଠେ ପ୍ରତ୍ୟେକ ଲୋମକୂପ, ପଢ଼ିଲେ ପ୍ରତି ପ୍ରଭାତେ ଏହି ରକ୍ତରଞ୍ଜିତ ଖବର କାଗଜ । କେଉଁଠି ଲଞ୍ଛିତା ନାରୀର କରୁଣ ଆର୍ତ୍ତନାଦ ଭାସେ, କେଉଁଠି ଗଣଦୁଷ୍କର୍ମର ପିଶାଚୀୟ ଉଲ୍ଲାସ ହସେ । ନିର୍ଯାତିତାର ନିଷ୍ପାପ ନୟନେ ଅଶ୍ରୁର ଅବିରତ ଧାରା, ମାନବତାର ଶବପେଟିକାରେ ଲୁଚିଯାଏ ଆଜି ସତ୍ୟର ତାରା । କେଉଁଠି ରାଜନୀତିର କୁଟିଳ କୌଶଳ, କେଉଁଠି ଦୁର୍ନୀତିର ମହୋତ୍ସବ, ଧର୍ମ, ନ୍ୟାୟ, ନୀତି ସବୁ ହୋଇଯାଏ ନିରବ ନିଷ୍ପ୍ରଭ । ଚୋରି,…

ଅଧିକ ପଢ଼ନ୍ତୁ