Odia Poem Aparajita (ଅପରାଜିତା) by Sai Smeeta Das

ଅପରାଜିତା

ନୀଳ ଆକାଶର ଛାୟା ନେଇ, ହସୁଛି ଅପରାଜିତା ଫୁଲଟି ଧୀରେଧୀରେ । ଲତାର କୋଳେ ଦୋଳି ଦୋଳି, ସୁଗନ୍ଧ ଭରେ ପ୍ରଭାତ ବେଳି । ନାହିଁ ତାହାର ଗର୍ବ କିଛି, ସରଳତାରେ ରହେ ସେ ମିଶି । ଛୋଟ ହେଲେ ବି ଶିଖାଏ ଆମକୁ, ଦୃଢ଼ତା ରଖି ଜିତିବାକୁ । ଝଡ଼ ବର୍ଷା ଆସୁ ଯେତେ, ଫୁଟି ରହେ ସେ ହସିହସି ତେତେ । “ଅପରାଜିତା” ନାମର ଅର୍ଥ, ପରାଜୟ ନାହିଁ ତା’ର ପଥ । ଭକ୍ତି,…

ଅଧିକ ପଢ଼ନ୍ତୁ
Odia Story Aparajita (ଅପରାଜିତା) by Subrat Kumar Senapati

ଅପରାଜିତା

ଝର୍କା ଖୋଲିଦେଲେ ଦେଖାଯାଏ ଧାଡ଼ି କି ଧାଡ଼ି ଘର । ଘର ଉପରେ ଛନ୍ଦାଛନ୍ଦି ହୋଇ ଯାଇଥିବା ଇଲେକ୍ଟ୍ରି ତାର ସବୁ । ଦେଖାଯାଏ ବି ଅନତିଦୂରରେ ଛିଡ଼ା ହୋଇଥିବା ସେ କୃଷ୍ଣଚୂଡ଼ା ଗଛଟି, ଯାହା ଅପ୍ରେଲର ଡହଡ଼ହ ଖରାରେ ବି ଖୁବ ଚମକୁଥାଏ ଯେମିତି ଏବେ ବି ଚମକେ ବୋଉ ମଥାର ସିନ୍ଦୂର ଆଉ ବାପାଙ୍କ ସୁନ୍ଦର ମୁହଁରେ ସେ ପରିତୃପ୍ତିର ହସ ଯାହାକୁ ଦୂରରେ ଥାଇ ଖୁବ୍ ଝୁରେ ସାଗରିକା । ମାଆ ମଥାର ସେ ଆଠଣିକିଆ ସିନ୍ଦୂର…

ଅଧିକ ପଢ଼ନ୍ତୁ
Odia Story Aparajitara Gajara (ଅପରାଜିତାର ଗଜରା) by Sunita Patel

ଅପରାଜିତାର ଗଜରା

ସମସ୍ତେ ମଲ୍ଲୀ, ମାଳତୀ ଫୁଲର ଗଜରା ଲାଗନ୍ତି ହେଲେ ସିଏ ଅପରାଜିତାର ଗଜରା ଲଗେଇବା ପାଇଁ ଜିଦ୍ କଲା । ଟାଉନ୍ ମାର୍କେଟରେ ମନ୍ଦିର ପାଖରେ ଗୋଟିଏ ହିଁ ଫୁଲ ଦୋକାନ, ଯେଉଁଠାରେ ପ୍ରାୟ ଫୁଲ ମିଳିଯାଏ ପୂଜା, ବ୍ରତଠାରୁ ଆରମ୍ଭ କରି ବାହାବେଦି ସଜାଇବା ପାଇଁ ଆଉ ତାହା ମତେ ଜଣା ନଥାଏ । ସେଠିକୁ ଯାଇ ପଚାରିଲି, “ଭାଇ ଅପରାଜିତା ଫୁଲର ଗଜରା ହେବ କି??” ସିଏ କହିଲେ, “ହେଁ…” ବୋଧେ ସିଏ ଭୁଲ୍ ଶୁଣିଥିବେ ଭାବି…

ଅଧିକ ପଢ଼ନ୍ତୁ
Odia Premara Durata by Swagat Misrha

ପ୍ରେମର ଦୂରତା

ରାତିକ ଭିତରେ ବଦଳି ଯାଉଛି ସ୍ମୃତି ଚିହ୍ନ ସଂପର୍କର, ରାତି ପାହିଲେ ଲେଖା ହୋଇଯାଏ ନାମ ଏକ ନୂଆ ବରଷର । ଗୋଟେ କ୍ୟାଲେଣ୍ଡର ହୁଏ ଅଲୋଡ଼ା ଡିସେମ୍ବର ଶେଷ ରାତିରେ, ଯୋଡ଼ି ହୋଇଯାଏ ଭିନ୍ନ ଏକ ବର୍ଷ ଜାନୁଆରୀ ପ୍ରଥମ ପୃଷ୍ଠାରେ । ଡିସେମ୍ୱରକୁ ଜାନୁଆରୀ ସିନା ମିଳିଯାଏ ହାତ ପାହାନ୍ତାରେ, ହେଲେ ତତେ ମୁଁ ପାଇବା ପାଇଁ ଗୋଟିଏ ବରଷ ଅପେକ୍ଷା କରେ । ତୁ ଡିସେମ୍ବରର ଶେଷରାତି ମୁଁ ପହିଲି ସକାଳ ଜାନୁଆରୀର,…

ଅଧିକ ପଢ଼ନ୍ତୁ
1st English Novel The Year She Disappeared by Sangram Keshari Senapati

ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍‌ଡ୍’ ଉନ୍ମୋଚିତ

ବାଲେଶ୍ୱର (୫ ଅପ୍ରେଲ ୨୦୨୬): ଆଜି ବାଲେଶ୍ୱର ଆଜିମାବାଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍‌ଡ୍’ ଉନ୍ମୋଚିତ ହୋଇଯାଇଛି । ମିଶନ୍ ସକ୍ସେସ୍‌ଠାରେ ଆୟୋଜିତ ଅଭିଳାଷା ଓପନ୍ ମାଇକ୍ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ କବୀ ଅଭିଲିପ୍ସା ପାଢ଼ୀ, ଉତ୍କଳିକା ରାଉତ ଓ ଏପି ଶୁଭକାନ୍ତ ସାମଲ । କଲେଜ ସମୟର ପ୍ରେମ କାହାଣୀ ଆଧାରରେ ଏହି ଉପନ୍ୟାସଟି ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ…

ଅଧିକ ପଢ଼ନ୍ତୁ