ସାଇ ସ୍ମିତା ଦାସ

ସାଇ ସ୍ମିତା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Aparajita (ଅପରାଜିତା) by Sai Smeeta Das

ଅପରାଜିତା

ନୀଳ ଆକାଶର ଛାୟା ନେଇ, ହସୁଛି ଅପରାଜିତା ଫୁଲଟି ଧୀରେଧୀରେ । ଲତାର କୋଳେ ଦୋଳି ଦୋଳି, ସୁଗନ୍ଧ ଭରେ ପ୍ରଭାତ ବେଳି । ନାହିଁ ତାହାର ଗର୍ବ କିଛି, ସରଳତାରେ ରହେ ସେ ମିଶି । ଛୋଟ ହେଲେ ବି ଶିଖାଏ ଆମକୁ, ଦୃଢ଼ତା ରଖି ଜିତିବାକୁ । ଝଡ଼ ବର୍ଷା ଆସୁ ଯେତେ, ଫୁଟି ରହେ ସେ ହସିହସି ତେତେ । “ଅପରାଜିତା” ନାମର ଅର୍ଥ, ପରାଜୟ ନାହିଁ ତା’ର ପଥ । ଭକ୍ତି,…

ଅଧିକ ପଢ଼ନ୍ତୁ