Read more about the article ଜୟ ଶିବ ଶଙ୍କର
Odia Poem Jaya Shiba Sankara (ଜୟ ଶିବ ଶଙ୍କର) by Mamta Sahu

ଜୟ ଶିବ ଶଙ୍କର

ଜୟ ଶିବ ଶଙ୍କର ହେ ଜୟ ଉମାପତି ତୁମ ପାଦ ସ୍ମରଣରେ ଯାଉ ଦିନବିତି । ଜୟ ଜଟାଧାରି ପ୍ରଭୁ ଜଗତ ତାରଣ ଭକତ ଜନଙ୍କ ଦୁଃଖ ନିବାର ବହନ । ଜୟ ମହାଦେବ ନାଥ ଅନଳ ନୟନ ଶ୍ମଶାନ ବିହାରି…

Continue Readingଜୟ ଶିବ ଶଙ୍କର
Read more about the article ତୁ ଆସୁଛୁ
Odia Poem Tu Asuchhu (ତୁ ଆସୁଛୁ) by Madhumita Mishra For Nabaratri (ନବରାତ୍ରୀ)

ତୁ ଆସୁଛୁ

ତୁ ଆସୁଛୁ… ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…! ତୁ ଆସୁଛୁ… ତେଣୁ ତ ସେ ଆଜି ହସି ପାରୁଛି ଏତେ…! ତୁ ଆସୁଛୁ… ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!! ତୁ ଆସୁଛୁ… ତେଣୁ ମଳୟ ବଦଳାଇଛି ନିଜ…

Continue Readingତୁ ଆସୁଛୁ
Read more about the article ବିଘ୍ନ ବିନାଶକ
Odia Poem Bighna Binashaka (ବିଘ୍ନ ବିନାଶକ) by Bapini Singh for Ganesha Puja

ବିଘ୍ନ ବିନାଶକ

ଦିଅ ଦିବ୍ୟଜ୍ଞାନ ଦିଅ ଶୁଭବୁଦ୍ଧି ଆହେ ସିଦ୍ଧି ବିନାୟକ ସଞ୍ଜ ଆଳତୀରେ ପ୍ରାର୍ଥନା ସଭାରେ ତୁମେ ହିଁ ପ୍ରଥମ ଶ୍ଳୋକ । ତୁମ ଆଶିଷରୁ ବିଦ୍ୟା ମହାଧନ ସହଜେ ଲାଭ ହୁଅଇ ମହାଜ୍ଞାନୀ ବୋଲି ସାରା ସଂସାରରେ ପ୍ରଶଂସା ସିଏ ଲଭଇ…

Continue Readingବିଘ୍ନ ବିନାଶକ
Read more about the article ଆହେ ଗଜାନନ
Odia Poem Ahe Gajanana (ଆହେ ଗଜାନନ) by Janmajaya Nayak on Ganesha Puja

ଆହେ ଗଜାନନ

ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଙ୍ଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି । ମୂଷିକ ବାହନେ ବସିଥିବ…

Continue Readingଆହେ ଗଜାନନ
Read more about the article ତୁମେ ହିଁ ତୁମେ
Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ ତୁମେ ବିଶ୍ୱାସର ବିଦେହୀ ସଂକେତ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ । ତୁମେ ଆବୃତ୍ତ ପୁଣି ଅନାବୃତ୍ତ ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ । ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ ତୁମେ…

Continue Readingତୁମେ ହିଁ ତୁମେ