Read more about the article ଏଇ ବୋଧେ ପ୍ରେମ
Odia Poem Ae Bodhe Prema (ଏଇ ବୋଧେ ପ୍ରେମ) by Janmajaya Nayak

ଏଇ ବୋଧେ ପ୍ରେମ

ସେ ଅଛି ମୋ ଭିତରେ ମୁଁ ବି ଅଛି ତା' ଭିତରେ ହେଲେ ବି କାହିଁ ବୁଝେନି ମନ ସତେ କି ଯୋଜନ ଯୋଜନ ଦୂରେ ସେ... ଲାଜ ଜୁଡ଼ୁବୁଡ଼ୁ ତା' ମହୁଆ ହସରେ ମାଦକତା ମନେ ଭରେ, ପ୍ରଣୟ ନିଶାରେ…

Continue Readingଏଇ ବୋଧେ ପ୍ରେମ
Read more about the article ଗୁରୁଙ୍କ ପାଇଁ ପଦେ
Odia Poem Gurunka Pain Pade (ଗୁରୁଙ୍କ ପାଇଁ ପଦେ) by Janmajaya Nayak for Teahcers' Day (Gurudibasa)

ଗୁରୁଙ୍କ ପାଇଁ ପଦେ

ଜୀବନୁ କଳୁଷ ହେବ ନାଶ, ଲଭିଣ ଗୁରୁଙ୍କ ଶୁଭାଶିଷ, ଗୁରୁ ପାଦ ପୂଜି ଭକତିରେ ଭିଜି ପାଳିବା ଆମେ ଗୁରୁଦିବସ । କୋଟି ଜୁହାର ତାଙ୍କ ଚରଣେ, ତାଙ୍କୁ ଭୁଲିବା ନାହିଁ ଜୀବନେ, ଗୁରୁ ପଦରଜ ମୁକତିର ବୀଜ ଏକଥା ଆମେ…

Continue Readingଗୁରୁଙ୍କ ପାଇଁ ପଦେ
Read more about the article ଆହେ ଗଜାନନ
Odia Poem Ahe Gajanana (ଆହେ ଗଜାନନ) by Janmajaya Nayak on Ganesha Puja

ଆହେ ଗଜାନନ

ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଙ୍ଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି । ମୂଷିକ ବାହନେ ବସିଥିବ…

Continue Readingଆହେ ଗଜାନନ
Read more about the article ଘାଣ୍ଟ ତରକାରୀ
Odia Story Ghanta Tarakari (ଘାଣ୍ଟ ତରକାରୀ) by Janmajaya Nayak

ଘାଣ୍ଟ ତରକାରୀ

(୧) ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ…

Continue Readingଘାଣ୍ଟ ତରକାରୀ
Read more about the article ଗରବେ କହିବା ଆମେ ସ୍ୱାଧୀନ
Odia Poem Garabe Kahiba Ame Swadhina (ଗରବେ କହିବା ଆମେ ସ୍ୱାଧୀନ) by Janmajaya Nayak

ଗରବେ କହିବା ଆମେ ସ୍ୱାଧୀନ

ପରାଧୀନତାର ସିକୁଳି ଛିଡ଼ିଲା ମୁକତି ପାଇଲୁ ଆମେ, ସ୍ୱାଧୀନତାର ମହୁ ଚାଖି ସରବେ ଭିଜିଗଲେ ଦେଶପ୍ରେମେ । କେତେ ଶୋଷଣ ଦୁର୍ନୀତି କଷଣ ସହିଲେ ଆମ ଜନତା, ଶେଷରେ ବିଦେଶୀ ଗୋରା ସରକାର ନଇଁଲେ ତାଙ୍କରି ମଥା । କେତେ ବୀର…

Continue Readingଗରବେ କହିବା ଆମେ ସ୍ୱାଧୀନ