Read more about the article ମୋ କାଳିଆ ସୁନା
Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ, ତୋ' ଅପାର ମହିମା ବିଶ୍ୱ ବିଖ୍ୟାତ । କାହାପାଇଁ ମିଛ କାହାପାଇଁ ସତ, ଭାବରେ ବନ୍ଧା ତୁ ଭକତର ମିତ । ତୋ'ରି ପାଇଁ ମୁଁ ଆଜି ଜୀଇଁଛି ସିନା, ମୋ କାଳିଆ ସୁନା,…

Continue Readingମୋ କାଳିଆ ସୁନା
Read more about the article ଗରିବ
Odia Poem Gariba (ଗରିବ) by Janmajaya Nayak

ଗରିବ

ଯନ୍ତ୍ରଣାର ଜତୁଶାଳେ ଜଳିବାରେ ମୋତେ ମିଳିଥାଏ ଆନନ୍ଦ ଆଖିରେ ଲୁହ ଜକେଇ ଆସିଲେ ଭାଙ୍ଗିନପଡ଼ି ମୁଁ ଦେଖାଏ ସାହସ, ପିଲାଦିନୁ ଆଜିଯାଏ ଦୁଃଖଦାରିଦ୍ର୍ୟର କଷଟି ପଥରରେ ପେଷି ହୋଇ ଜାରି ରଖିଛି ମୋର ସଂଘର୍ଷ, ଦୁନିଆକୁ ଚିହ୍ନିବାରେ ସୁଯୋଗ ପାଉଛି ହଁ…

Continue Readingଗରିବ
Read more about the article ଟୋପାଏ ସିନ୍ଦୂର
Odia Story Topae Sindura (ଟୋପାଏ ସିନ୍ଦୂର) by Janmajaya Nayak

ଟୋପାଏ ସିନ୍ଦୂର

ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, "ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ…

Continue Readingଟୋପାଏ ସିନ୍ଦୂର
Read more about the article ସେହି ବୁଢ଼ୀ ମାଉସୀର କଥା
Odia Story Sehi Budhi Mausi Katha (ସେହି ବୁଢ଼ୀ ମାଉସୀର କଥା) by Janmajaya Nayak

ସେହି ବୁଢ଼ୀ ମାଉସୀର କଥା

ଦିନକୁ ଦୁଇ ବା ତିନିଥର ସାମନାସାମନି ହେଇଯାଉଥାଏ ସେହି ବୁଢ଼ୀ ମାଉସୀ ସହ । ବିଦ୍ୟାଳୟ ହତା ମଧ୍ୟକୁ ପ୍ରବେଶ କରୁକରୁ ଫାଟକ କଡ଼ରେ ବସି ରହିଥିବା ସେହି ବୃଦ୍ଧା ମହିଳାଙ୍କ ଉପରେ ନଜର ପଡ଼େ ସମସ୍ତଙ୍କର । ଲୋଚାକୋଚା ହେଇ…

Continue Readingସେହି ବୁଢ଼ୀ ମାଉସୀର କଥା
Read more about the article ଭଙ୍ଗା ସିଲଟ
Odia Story Bhanga Silata (ଭଙ୍ଗା ସିଲଟ) by Janmajaya Panda

ଭଙ୍ଗା ସିଲଟ

ଅଦିନିଆ ବର୍ଷାଯୋଗୁଁ ନୁଆଁଣିଆ ଚାଳଘର ଭିତରେ ଚାରିଆଡ଼େ ପାଣି ପଡ଼ୁଥାଏ କାରଣ ୩ ବର୍ଷହେବ ଘର ଛାଆ ହୋଇନି । କାନ୍ଥରୁ ବି ମାଟି ଖସୁଛି ବର୍ଷାରେ ଭିଜି ଭିଜି । ଏପରି ବିପଦସଙ୍କୁଳ ସ୍ଥାନରେ ଛୁଆ ଦୁଇଟାକୁ ଧରି ରାତି…

Continue Readingଭଙ୍ଗା ସିଲଟ