Odia Story Aparajita (ଅପରାଜିତା) by Subrat Kumar Senapati

ଅପରାଜିତା

ଝର୍କା ଖୋଲିଦେଲେ ଦେଖାଯାଏ ଧାଡ଼ି କି ଧାଡ଼ି ଘର । ଘର ଉପରେ ଛନ୍ଦାଛନ୍ଦି ହୋଇ ଯାଇଥିବା ଇଲେକ୍ଟ୍ରି ତାର ସବୁ । ଦେଖାଯାଏ ବି ଅନତିଦୂରରେ ଛିଡ଼ା ହୋଇଥିବା ସେ କୃଷ୍ଣଚୂଡ଼ା ଗଛଟି, ଯାହା ଅପ୍ରେଲର ଡହଡ଼ହ ଖରାରେ ବି ଖୁବ ଚମକୁଥାଏ ଯେମିତି ଏବେ ବି ଚମକେ ବୋଉ ମଥାର ସିନ୍ଦୂର ଆଉ ବାପାଙ୍କ ସୁନ୍ଦର ମୁହଁରେ ସେ ପରିତୃପ୍ତିର ହସ ଯାହାକୁ ଦୂରରେ ଥାଇ ଖୁବ୍ ଝୁରେ ସାଗରିକା । ମାଆ ମଥାର ସେ ଆଠଣିକିଆ ସିନ୍ଦୂର…

ଅଧିକ ପଢ଼ନ୍ତୁ
Odia Story Aparajitara Gajara (ଅପରାଜିତାର ଗଜରା) by Sunita Patel

ଅପରାଜିତାର ଗଜରା

ସମସ୍ତେ ମଲ୍ଲୀ, ମାଳତୀ ଫୁଲର ଗଜରା ଲାଗନ୍ତି ହେଲେ ସିଏ ଅପରାଜିତାର ଗଜରା ଲଗେଇବା ପାଇଁ ଜିଦ୍ କଲା । ଟାଉନ୍ ମାର୍କେଟରେ ମନ୍ଦିର ପାଖରେ ଗୋଟିଏ ହିଁ ଫୁଲ ଦୋକାନ, ଯେଉଁଠାରେ ପ୍ରାୟ ଫୁଲ ମିଳିଯାଏ ପୂଜା, ବ୍ରତଠାରୁ ଆରମ୍ଭ କରି ବାହାବେଦି ସଜାଇବା ପାଇଁ ଆଉ ତାହା ମତେ ଜଣା ନଥାଏ । ସେଠିକୁ ଯାଇ ପଚାରିଲି, “ଭାଇ ଅପରାଜିତା ଫୁଲର ଗଜରା ହେବ କି??” ସିଏ କହିଲେ, “ହେଁ…” ବୋଧେ ସିଏ ଭୁଲ୍ ଶୁଣିଥିବେ ଭାବି…

ଅଧିକ ପଢ଼ନ୍ତୁ
Odia Story Laxmi Ubacha (ଲକ୍ଷ୍ମୀ ଉବାଚ) by Madhumita Mishra

ଲକ୍ଷ୍ମୀ ଉବାଚ

ମା’ ମାଲୋ ଲକ୍ଷ୍ମୀ ମା’ ତୋତେ କୋଟି କୋଟି ପ୍ରଣାମ । ମା’ ମୁଁ ଲକ୍ଷ୍ମୀ । ମାନେ ମୋ’ ନାଁ ଲକ୍ଷ୍ମୀ । ତୁ ତ ନିଶ୍ଚୟ ଜାଣିଥିବୁ । ତୁ ସବୁ ଜାଣିଛୁ । ତୋଠୁ କେଉଁ କଥା ଅଛପା ଅଛି କହିଲୁ?ହେଲେ ମୋର ମଧ୍ୟ ପୁରୁଣା ଅଭ୍ୟାସ ଅଛି ନା । ତେଣୁ ନିଜ ପରିଚୟଟା ଟିକେ ଦେଇଦେଲି । ପରିଚୟ ମାନେ । ମୁଁ ବାପଘରେ ଅନ୍ୟ ଗୋତ୍ରରେ ପରିଚିତ ଥିଲି । ଆଉ ବିବାହ ପରେ ମୋର ଅନ୍ୟ ଗୋଟିଏ ଗୋତ୍ର ହୋଇଗଲା ।…

ଅଧିକ ପଢ଼ନ୍ତୁ
Odia Story Chumban (ଚୁମ୍ବନ) by Saroj Kumar Sahoo

ଚୁମ୍ବନ

ଛାତ ଉପରୁ ଶୁଖାଇ ଥିବା ଲୁଗା ଆଣି ଫେରିଲା ଭିତରେ ବର୍ଷା ଯୋଗୁଁ ଅଧାରୁ ଅଧିକ ଓଦା ହୋଇ ଯାଇଥିଲା ମୀରା । କଅଁଳ ତୂଳାପରି ଗୋରା ତକତକ ଦେହଟା ତା’ର ଗୋଟାପଣେ ଥରିବାକୁ ଲାଗିଲା । ହାତେ ଲମ୍ବାର ବହଳ ବେଣୀ ଏକରକମ ଭିଜିଗଲା ଝିପିଝିପି ବର୍ଷାରେ । ସେ ଲୁଗାତକ ଖଟ ଉପରେ ସେମିତି ଫିଙ୍ଗିଦେଇ କବାଟକୁ ଆଉଜେଇ ଦେଲା ଭିତରପଟୁ । ଛାତି ଉପରୁ ଲୁଗା କାଢ଼ି ବଦଳିବାକୁ ଯାଇଛି ତ କାହାର ହାତ ସ୍ପର୍ଶରେ ଚମକି ପଡି…

ଅଧିକ ପଢ଼ନ୍ତୁ
Odia Story Asampurna (ଅସମ୍ପୂର୍ଣ୍ଣ) b Sarmistha Sahoo

ଅସମ୍ପୂର୍ଣ୍ଣ

ଖୁବ୍ ଖୁସି ହେଇଥିଲା ସେଦିନ ସ୍ୱାଗତ ଯୋଉ ଦିନ ସେ ମୀରାର ଫ୍ରେଣ୍ଡ ରିକ୍ୱେଷ୍ଟ, ଫେସବୁକ୍‌ରେ ପାଇ ଥିଲା । ତା’ ଗୋଡ଼ ଖୁସିରେ ତଳେ ଲାଗୁ ନ ଥାଏ । ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଆଜି ପ୍ରଥମ ଥର ସେ ମୀରା ସହିତ କଥା ହେଉଛି । ତା’ର ସେହି ପିଲା ଦିନର ସାଙ୍ଗ ଯାହା ସହିତ ସେ କେତେ ଲୁଚାଲୁଚି ଖେଳିଛି, କେତେ ରାଗ ରୁଷା ହେଇଛି, କେତେ ଥର ଛାତ ଉପରକୁ ଯାଇ ଦୌଡ଼ା…

ଅଧିକ ପଢ଼ନ୍ତୁ