ଅପରାଜିତାର ଗଜରା
ସମସ୍ତେ ମଲ୍ଲୀ, ମାଳତୀ ଫୁଲର ଗଜରା ଲାଗନ୍ତି ହେଲେ ସିଏ ଅପରାଜିତାର ଗଜରା ଲଗେଇବା ପାଇଁ ଜିଦ୍ କଲା । ଟାଉନ୍ ମାର୍କେଟରେ ମନ୍ଦିର ପାଖରେ ଗୋଟିଏ ହିଁ ଫୁଲ ଦୋକାନ, ଯେଉଁଠାରେ ପ୍ରାୟ ଫୁଲ ମିଳିଯାଏ ପୂଜା, ବ୍ରତଠାରୁ ଆରମ୍ଭ କରି ବାହାବେଦି ସଜାଇବା ପାଇଁ ଆଉ ତାହା ମତେ ଜଣା ନଥାଏ । ସେଠିକୁ ଯାଇ ପଚାରିଲି, “ଭାଇ ଅପରାଜିତା ଫୁଲର ଗଜରା ହେବ କି??” ସିଏ କହିଲେ, “ହେଁ…” ବୋଧେ ସିଏ ଭୁଲ୍ ଶୁଣିଥିବେ ଭାବି…

