Read more about the article ହଜିଗଲାଣି ସେ ଦିନ
Odia Poem Hajigalani Se Dina (ହଜିଗଲାଣି ସେ ଦିନ) by Saroj Kumar Sahoo

ହଜିଗଲାଣି ସେ ଦିନ

ନାହିଁ ସେ ଅଗଣା ନାହିଁ ଚାଳଘର ଗାଈ ଗୋବରର ଲିପା ଛପିଗଲାଣି ସେ ମାଟିକାନ୍ଥ ଝୋଟି ହାତେ ମଞ୍ଜୁଆତି ଟିପା । ବାଜୁନାହିଁ କାନେ ସଞ୍ଜସକାଳର କୋଇଲିର କୁହୂତାନ ପାହନ୍ତିସକାଳେ କୁକୁଡ଼ା ଡାକର ହଜିଲାଣି ସେହି ଦିନ । ବାନ୍ଧୁନି ଗଛରେ…

Continue Readingହଜିଗଲାଣି ସେ ଦିନ
Read more about the article ମିଠା ଶିହରଣ
Odia Pome Mitha Siharana (ମିଠା ଶିହରଣ) bySroj Kumar Sahoo

ମିଠା ଶିହରଣ

ମେଘ ଝରିଆସେ ବଉଦ ଫାଙ୍କରୁ ରିମିଝିମି ଗୀତ ଗାଇ ତମେ ଭିଜୁଥାଅ ଭାବନା ଭିତରେ ମିଠା ଶିହରଣ ପାଇ । ସତ ପରି ଲାଗେ ହୃଦୟର ଛବି ତମେଅଛ ବୋଲି ପାଶେ, ରାତିର ସପନ କରି ଝିଲିମିଲି ପଲକରେ ମୁହଁ ଦିଶେ…

Continue Readingମିଠା ଶିହରଣ
Read more about the article ଛଡ଼ା ରୁମାଲ
Odia Poem Chhada Rumal (ଛଡ଼ା ରୁମାଲ) by Saroj Kumar Sahoo

ଛଡ଼ା ରୁମାଲ

ଜାଣତରେ ନା ଅଜାଣତରେ ଲାଇବ୍ରେରୀର ପଛ ସିଟରେ ଛାଡ଼ି ଆସିଥିବା ରୁମାଲକୁ ଫେରାଇଲାବେଳେ, ଅଜାଡ଼ି ଦେଇଥିବା ଲାଜ ସବୁକୁ ସଯତ୍ନରେ ସାଉଁଟି ନେଇଥିଲି ମୋର ଅଣଓସାରିଆ ଛାତି ପକେଟରେ । ସେବେଠୁ ଦେହସାରା ଶିହରଣର ବାସ୍ନା, ଶରୀରର ପ୍ରତିଟି ଲୋମକୂପରେ ତୋଳି…

Continue Readingଛଡ଼ା ରୁମାଲ
Read more about the article ସନ୍ଧ୍ୟା ପରିବେଶ
Odia Poem Sandhya Paribesha (ସନ୍ଧ୍ୟା ପରିବେଶ) by Saroj Kumar Sahoo

ସନ୍ଧ୍ୟା ପରିବେଶ

କିଃ ସୁନ୍ଦର ଦିଶେ ସନ୍ଧ୍ୟା ପରିବେଶ ଗାଇଗୋଠ ସାଥେ ଧୂଳି, ପକ୍ଷୀ ଫେରୁଥାନ୍ତି ନୀଳ ଆକାଶରେ ଶାବକର ସାଥେ ଖେଳି । ପାହାଡ଼ କୋଳରେ ସୂରୁଜ ଲୁଚଇ ରକ୍ତିମ ଆଭାର ବେଶେ, ନାଲି ପାଟଶାଢ଼ୀ ପିନ୍ଧିକି ଧରଣୀ କ୍ଷଣିକରେ ମନ ତୋଷେ…

Continue Readingସନ୍ଧ୍ୟା ପରିବେଶ
Read more about the article ମାଟିକାନ୍ଥ
Odia Poem Mati Kantha (ମାଟିକାନ୍ଥ) by Saroj Sahoo

ମାଟିକାନ୍ଥ

ମାଟିକାନ୍ଥ ମୋର ଲାଗଇ ସୁନ୍ଦର ଗାଏ ଅତୀତର ଗାଥା ପୂନେଇ ପରବ ଅବା ଶୁଭଦିନେ ପଡ଼ୁଥିଲା ଝୋଟିଚିତା । ଭାସି ବୁଲୁଥିଲା ମାଟିର ମହକ ଗୋବରରେ ଭରା ଦେହ ସହି ଅଛି ସିନା ଦୁଃଖର ଯନ୍ତ୍ରଣା ଢାଳିନାହିଁ ଟୋପେ ଲୁହ ।…

Continue Readingମାଟିକାନ୍ଥ