Read more about the article ନିଆରା ପରୀ
Odia Poem Niara Pari (ନିଆରା ପରୀ) by Saroj Kumar Sahoo

ନିଆରା ପରୀ

ଘନ କଳାକେଶେ ଗଜରା ବାନ୍ଧିଣ ଚାଲିଗଲେ ଏଇ ବାଟେ ମଲ୍ଲୀ ଜୁଇଜାଇ ହେନା ମାଳତୀର ବାସରେ ମହକ ଛୁଟେ । ରକ୍ତଜବା ପରି ଅଧରରୁ ଯେବେ ଝରି ପଡ଼େ ମିଠା ମହୁ କେଜାଣେ କାହିଁକି ନିଜ ଅଜାଣତେ ଖୋଲିଦିଏ ଦୁଇ ବାହୁ…

Continue Readingନିଆରା ପରୀ
Read more about the article ବାଡ଼ି ବରକୋଳି
Odia Poem Badi Barakoli (ବାଡ଼ି ବରକୋଳି) by Saroj Kumar Sahoo

ବାଡ଼ି ବରକୋଳି

ଖଟା ସିନା ଲାଗେ ବାଡ଼ି ବରକୋଳି ରସାଳ ସେଇଟି ଭାରି ପ୍ରତିଟି ବରଷ ଶୀତ ସାଥେସାଥେ ଫୁଲଫଳ ଆସେ ଭରି । ଦୂର ଦୂରାନ୍ତର କେତେ ଟିକି ପକ୍ଷୀ ଡାଳରେ ବସନ୍ତି ନିତି କେତେଯେ ଭଅଁର କେତେ ମହୁମାଛି ଖେଳୁଥାନ୍ତି ପ୍ରଜାପତି…

Continue Readingବାଡ଼ି ବରକୋଳି
Read more about the article ସନ୍ଧ୍ୟା
Odia Poem Sandhya (ସନ୍ଧ୍ୟା) by Saroj Kumar Sahoo

ସନ୍ଧ୍ୟା

ପକ୍ଷୀ ଫେରିଲେଣି ନୀଡ଼କୁ ସରବେ ଅସ୍ତଗାମୀ ସୂର୍ଯ୍ୟ ଦେଖି କମନୀୟ ତା'ର କି ଅପୂର୍ବ ଶୋଭା ଆଖି ଯାଏ ସତେ ଲାଖି । ଗାଇଆଳ ଫେରେ ଗୋଧୂଳି ସଞ୍ଜରେ କଅଁଳା ବାଛୁରୀ ଧରି ଗାଆଁ କୁନିପିଲା ଫେରନ୍ତି ସଙ୍ଗତେ ଖେଳକୁଦ ଶେଷ…

Continue Readingସନ୍ଧ୍ୟା
Read more about the article ଧୁତୁରା ଫୁଲ
Odia Poem Dhutura Phula (ଧୁତୁରା ଫୁଲ) by Saroj Kumar Sahoo

ଧୁତୁରା ଫୁଲ

ଜଗତେ ଫୁଟିଛି କେତେଜାତି ଫୁଲ ଅଛନ୍ତି ତୋ' ସହୋଦର କି ଗୁଣ ଭରିଛି ତୋରି ଦେହରେ ପାଉଛୁ ଏତେ ଆଦର । ଶଙ୍କରଙ୍କ ଲାଗି ତୁହି ଅଟୁ ପ୍ରିୟ ତୋ' ନାମ ରହଛି ଜଗତେ ଭକତି ଭାବରେ ହୋଇଛନ୍ତି ପ୍ରୀତ ପୂଜୁବୋଲି…

Continue Readingଧୁତୁରା ଫୁଲ
Read more about the article ଘାସ
Odia Poem Ghasa (ଘାସ) by Saroj Kumar Sahoo

ଘାସ

ତୁ ଯେବେ ଯେବେ ମାଟି ବିଦାରି ଉଠୁ ମୋ ସ୍ୱପ୍ନର କିଆରିରେ, ମୁଁ ବିଛାଇଦିଏ... ଦି ହାତର ଅଙ୍ଗୁଳି ତୁ ଶକ୍ତ ହେଉ ଚେର ବିଛାଉ ଲଢ଼ିବାକୁ ସୀମାହୀନ ଯୁଦ୍ଧଟେ ଯେମିତିକି ମୁଁ ତୋ'ର ଚିରଶତ୍ରୁ । ମାଟି ସହ ତୋ'ର…

Continue Readingଘାସ