Read more about the article ଜୟ ଶିବ ଶଙ୍କର
Odia Poem Jaya Shiba Sankara (ଜୟ ଶିବ ଶଙ୍କର) by Mamta Sahu

ଜୟ ଶିବ ଶଙ୍କର

ଜୟ ଶିବ ଶଙ୍କର ହେ ଜୟ ଉମାପତି ତୁମ ପାଦ ସ୍ମରଣରେ ଯାଉ ଦିନବିତି । ଜୟ ଜଟାଧାରି ପ୍ରଭୁ ଜଗତ ତାରଣ ଭକତ ଜନଙ୍କ ଦୁଃଖ ନିବାର ବହନ । ଜୟ ମହାଦେବ ନାଥ ଅନଳ ନୟନ ଶ୍ମଶାନ ବିହାରି…

Continue Readingଜୟ ଶିବ ଶଙ୍କର
Read more about the article ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର
Odia poem Astami Anichhi Enduri Bhara (ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର) by Mamta Sahu

ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର

ଜ୍ୟେଷ୍ଠ ସନ୍ତାନର ମଙ୍ଗଳ ପାଇଁ ଅଷ୍ଟମୀ ଆସିଛି ଆନନ୍ଦ ନେଇ ॥ ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଷଠି ଦେବୀ ପୂଜା ଦୃଦେ ଭକତି ॥ କରେ ପରିଧାନ ନୂଆଁ ବସନ ହରଷ ଚିତ୍ତରେ ଜ୍ୟେଷ୍ଠ ସନ୍ତାନ ॥ ବସି ସୁଆସନେ…

Continue Readingଅଷ୍ଟମୀ ଆଣିଛି ଏଣ୍ଡୁରି ଭାର
Read more about the article ଜୟମା’ ମହାଲକ୍ଷ୍ମୀ
Odia Poem Jay Maa Laxmi (ଜୟମା' ମହାଲକ୍ଷ୍ମୀ) by Mamata Sahu

ଜୟମା’ ମହାଲକ୍ଷ୍ମୀ

ନମସ୍ତେ ମା' ମହାଲକ୍ଷ୍ମୀ ସତ୍ୟ ସନାତନୀ ପରବ୍ରହ୍ମ ସ୍ୱରୁପିଣୀ ଜଗତ ଜନନୀ ॥ ତୋହର ଆଜ୍ଞାରେ ଚାଲେ ଏ ସାରା ଜଗତ ଦୁଃଖିଙ୍କର ଦୁଃଖ କଷ୍ଟ ନଦେଖୁ କିଞ୍ଚିତ ॥ ପଡ଼ିଦାତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନାରାୟଣୀ ପଦ୍ମାଳୟା ଯୋଗେଶ୍ଵରୀ ବିପଦ ଭଞ୍ଜନୀ…

Continue Readingଜୟମା’ ମହାଲକ୍ଷ୍ମୀ
Read more about the article ଶୁଭ ଦୀପାବଳି
Odia Poem Shubha Deepavali (ଶୁଭ ଦୀପାବଳି) by Mamata Sahu

ଶୁଭ ଦୀପାବଳି

ଆଲୋକର ପର୍ବ ଏହି ଦୀପାବଳି ବରଷକେ ଥରେ ଆସିଛି ଫେରି ॥ କାର୍ତ୍ତିକ ମାସର ଅମାବାସ୍ୟା ଦିନ ଶୁଭ ଦିପାବଳୀ ହୁଅଇ ପାଳନ ॥ ପ୍ରଦୀପ ମାଳରେ ପୁରିତ ଏ ଧରା ଉଜ୍ଜଳ ଆଲୋକ ଆନନ୍ଦ ପସରା ॥ ପଲ୍ଲୀରୁ ସହର…

Continue Readingଶୁଭ ଦୀପାବଳି
Read more about the article ପଳାଶ
Odia Poem Palash (ପଳାଶ) Mamata Sahu

ପଳାଶ

ନ ଥିଲେ ନ ଥାଉ ବାସ ଲୋ ପଳାଶ ଅପୂର୍ବ ତୋ' ଲାସ୍ୟରତା ରଙ୍ଗ ଫଗୁଣରେ ଆବାହନି ତୋ'ର କଳ୍ପନାର ତୁ କବିତା ॥ ସର୍ବାଙ୍ଗ ସୁଷମା ରୂପ ତିଲୋତ୍ତମା ବୋଲି ଅଛି ତୋ'ର ଅଙ୍ଗେ ନ ଗୁଞ୍ଜେ ଭଅଁର ସଦ୍ୟ…

Continue Readingପଳାଶ