Read more about the article ଆସିଛି ରଜ
Odia Poem Asichhi Raja (ଆସିଛି ରଜ) by Mamata Sahu

ଆସିଛି ରଜ

ବରଷକେ ଥରେ ଆସିଛି ରଜ, ଆଣିଛି ତା' ସାଥେ କେତେ ମଉଜ । ନୂଆ ଆଷାଢ଼ ମୌସୁମୀ ଆଜି, କହିଦିଏ ରଜ ଆସିଛି ଆଜି । ଗାଆଁରୁ ସହର ସଭିଏଁ ସଜ, ପାଳିବେ ବୋଲିକି ପରବ ରଜ । ମହକି ଉଠୁଚି…

Continue Readingଆସିଛି ରଜ
Read more about the article ନମସ୍ତେ ମା’ ସରସ୍ୱତୀ
Namaste Maa Saraswati (ନମସ୍ତେ ମା' ସରସ୍ୱତୀ) by Mamata Sahu

ନମସ୍ତେ ମା’ ସରସ୍ୱତୀ

ନମସ୍ତେ ନମସ୍ତେ ଭଗବତୀ ଗୋ ଭାରତୀ ନମସ୍ତେ ନମସ୍ତେ ବିଦ୍ୟାବତୀ ସରସ୍ୱତୀ ॥ ବାଲମିକ ମୁନିଙ୍କୁ ମା' କରିଲୁ ସୁଦୟା ସପ୍ତକାଣ୍ଡ ରାମାୟଣ ଲେଖିଲେ ଅନନ୍ୟା ॥ ବୀଣା ନାଦେ ବିଷ୍ଣୁଙ୍କର ମନକୁ ମୋହିଲୁ ବିଷ୍ଣୁ ମୋହିନୀ ନାମରେ ପରିଚିତ ହେଲୁ…

Continue Readingନମସ୍ତେ ମା’ ସରସ୍ୱତୀ
Read more about the article ନିରବ
Odia Poem Niraba (ନିରବ) by Mamata Sahu

ନିରବ

ନିରବି ଯାଇଛି ନିରବ ଆଖି ମୋ ନିରବେ ଝରାଏ ଲୁହ, ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା ଦିଶେ ଖାଲି ତୁମ ମୁହଁ ॥ ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ ସତ୍ୟର ଆଇନା ପାଖେ, ଅଟକି ଯାଇଚି ଭାଗ୍ୟ…

Continue Readingନିରବ
Read more about the article ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା
Odia Poem on Akshaya Trutiya (ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା) by Mamata Sahu

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା ଏକ ମହାନ ପରବ କୃଷି ଭିତ୍ତିକ ଓ ଧାର୍ମିକ ପର୍ବ ସେ ଗଣା ଶ୍ରେଷ୍ଠ ପର୍ବ ଭାବ ॥ ବୌଶାଖ ଶୁକ୍ଳ ପକ୍ଷ ତୃତୀୟାରେ ଏହି ପର୍ବଟି ପାଳିତ ସତ୍ୟ ଯୁଗର ପ୍ରଥମ ଦିବସ ବୋଲି…

Continue Readingଆମ ସଂସ୍କୃତିରେ ଅକ୍ଷୟ ତୃତୀୟା
Read more about the article କୁଆଁର ପୁନେଇ ଜହ୍ନ
Odia Poem Kuanra Punei Janha (କୁଆଁର ପୁନେଇ ଜହ୍ନ) by Mamata Sahu

କୁଆଁର ପୁନେଇ ଜହ୍ନ

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ ଶରତ ଆକାଶେ ଜହ୍ନ ହସୁଥାଏ କେଡ଼େ ଶୋଭା ଦିଶେ ପୁଣି ॥ କୁଆଁରୀ ମନରେ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନ ଆହୁରି ସୁନ୍ଦର ସଜାଇ ହୁଅନ୍ତି ପିନ୍ଧନ୍ତି ନୂଆଁ ବସନ…

Continue Readingକୁଆଁର ପୁନେଇ ଜହ୍ନ