You are currently viewing ମନର୍‌ ଫସଲ୍‌
ମନର୍ ଫସଲ୍

ମନର୍‌ ଫସଲ୍‌

ସେମାନ୍‌କର୍‌ ସବୁ ମିଛ୍‌ମିଶା କଥା
ଶୁନି ହଁସ୍‌ବାର୍‌ ସାହସ୍‌
ପୁଷିଛେଁ ବଲି ତ ସତ୍‌ କହୁଥିସିଁ
ନାଇଁହୁଏଁ କେଭେଁ କର୍କଶ୍‌

ଶୁନି ସାର୍‌ଲେଁ ଶହେ ପଦ୍‌ କଥା
କହିଦେସିଁ ପଦେ ଅଧେ
କିଏ ପାଏସି ତହଁକ୍‌ ସେଠାନୁ
କାହାକେ ସେଟା ବାଧେ

ନାଇଁକରି କେଭେଁ ହିସାବ୍‌ ତାର୍‌
କଥା ଗନି ନାଇଁଜାନେ
ଭାବ୍‌ନା ଫୁଟ୍‌ଲେ ହୁରୁଦ୍‌ ଭିତ୍‌ରେ
ନାଇଁଟାକେଁ ଆର୍‌ ଛନେ

ମନର୍‌ ଫସଲ୍‌ ଯେତେ ବି ହେସି
ଦେସିଁ ସବୁଯାକ ବାଁଟି
ଉସତ୍‌ ହେଇ ଶିଖ୍‌ଲିନ ଜିଇଁ
ଉହାତ୍‌ ନି ହୁଏଁ ଘାଁଟି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।