Read more about the article ଦୂର ହେବ ଦୁରବସ୍ଥା
Odia Poem Dura Heba Durabastha (ଦୂର ହେବ ଦୁରବସ୍ଥା) by Prafulla Kumar Tripathy

ଦୂର ହେବ ଦୁରବସ୍ଥା

ପ୍ରଭୁ ମୋତେ କରିଛଂତି ବିଶ୍ୱକୁ ଅର୍ପଣ ଭୃତ୍ୟ ହୋଇ କରୁଥିବି ବିଶ୍ୱର କଲ୍ୟାଣ ଦରକାରୀ ନୁହେଁ ଏତେ ଭଜନ, କୀର୍ତନ ଏକାଗ୍ର ହୋଇ କାମରେ ଲଗାଇବି ମନ ମିଳିଯିବ ସମସ୍ୟାର ବହୁ ସମାଧାନ ଏତେ ବେଶି କହି ତାଂକୁ କଲେ ହଇରାଣ…

Continue Readingଦୂର ହେବ ଦୁରବସ୍ଥା
Read more about the article ଯେ ଯାହା କହଂତୁ
Odia Poem Je Jaha Kahantu (ଯେ ଯାହା କହଂତୁ) b Prafulla Kumar Tripathy

ଯେ ଯାହା କହଂତୁ

ଯେ ଯାହା କହଂତୁ ପାରିଲେ ସହି ସଂସାରରେ ସୁଖେ ପାରିବା ରହି ବୃଥା ବିବାଦରେ ସାରିଲେ ବେଳ କରିଲେ କାମ ବି ମିଳେନି ଫଳ ସମୟ କରେନି କେବେ ପ୍ରତୀକ୍ଷା ଯେତେ ମିଳେ ତାହା କରିଲେ ରକ୍ଷା ମଣିଷଟେ କରି ବିବିଧ…

Continue Readingଯେ ଯାହା କହଂତୁ
Read more about the article ନିଜକୁ ପାରେନି ମାନି
Odia Poem Nijaku Pareni Mani (ନିଜକୁ ପାରେନି ମାନି) by Prafulla Kumar Tripathy

ନିଜକୁ ପାରେନି ମାନି

ମନେ ଉପୁଜାଇ ଡର ଅକାରଣେ ବାସ୍ତବତାକୁ ଭୁଲି ସ୍ୱାନୁଭୂତିକୁ ବିଶ୍ୱାସ ନ କରି ଯିଏ ଯାଉଥାଏ ଚଳି ଜୀବନ ତା' ପାଇଁ ତୁଚ୍ଛ ଘଟନା ସ୍ୱେଚ୍ଛାର ନାହିଁ ସ୍ଥାନ ଜିଇଁବା ନାଆଁରେ ସର୍ବଦା ସ୍ୱାଗତ କରେ ଇଚ୍ଛାର ମରଣ ନିଜକୁ ସଂଦେହ…

Continue Readingନିଜକୁ ପାରେନି ମାନି
Read more about the article ମାଟିଲଗ୍ନ ଭାଷା ସୁସଂପନ୍ନ
ମାଟିଲଗ୍ନ ଭାଷା ସୁସଂପନ୍ନ

ମାଟିଲଗ୍ନ ଭାଷା ସୁସଂପନ୍ନ

ମାତୃଭାଷାକୁ ଭାବି ନ୍ୟୂନ ନ କଲେ ପଠନ ଲିଖନ କ'ଣ ହୁଏ ଯେ ଭାଷାବସ୍ଥା ଦେଖିଲେ ବି ପଶେନି ଚେତା ଏପରି ମନୋଭାବ ପୋଷି ଲେଖକମାନେ ଏଠି ଖୁସି ନ ବୁଝି ସ୍ୱଭାଷାର ସ୍ଥିତି ଚାହାଂତି ବିଶ୍ୱବ୍ୟାପୀ ଖ୍ୟାତି ନିଜ ମାଟିର…

Continue Readingମାଟିଲଗ୍ନ ଭାଷା ସୁସଂପନ୍ନ
Read more about the article ଲକ୍ଷପତି ପୁଅ
ଲକ୍ଷପତି ପୁଅ

ଲକ୍ଷପତି ପୁଅ

ଅନେଶତ ହଜାର ନଅ ଶହ ଅନେଶତ ଟଂକା କରିସାରି ପୁଅ ଜମା କହିଲା 'ଶୁଣ୍‌ ଗୋ ମା ଦେ ମୋତେ ଗୋଟେ ଟଂକା ତାହା ପାଇଲେ ମୁଁ ହେବି ଲକ୍ଷପତି ମନୁ ପଳାଇବ ଶଂକା' ପାକୁଆ ପାଟିରେ ମାଆ ଦେଲା ହସି…

Continue Readingଲକ୍ଷପତି ପୁଅ