ଭାଷାର ବିପତ୍ତି
ଲୋକଂକ ବାଣୀ ନିୟଂତ୍ରଣ ପ୍ରଚେଷ୍ଟା ଅଟେ ଅକାରଣ ଶବ୍ଦକୋଷ କି ବ୍ୟାକରଣ ନ ହୋଇପାରେ ସର୍ବମାନ୍ୟ ନିର୍ଦିଷ୍ଟ କାଳେ ସ୍ଥଳେ ଭାଷା ଯେମିତି ସୁଦଶା ଦୁର୍ଦଶା ଭୋଗେ, ତହିଁର ବିବରଣ ଲିଖିତ ବହି ବ୍ୟାକରଣ ଭୁଲ୍ କି ଠିକ୍ ନିରୂପଣ କରିବା…
ଲୋକଂକ ବାଣୀ ନିୟଂତ୍ରଣ ପ୍ରଚେଷ୍ଟା ଅଟେ ଅକାରଣ ଶବ୍ଦକୋଷ କି ବ୍ୟାକରଣ ନ ହୋଇପାରେ ସର୍ବମାନ୍ୟ ନିର୍ଦିଷ୍ଟ କାଳେ ସ୍ଥଳେ ଭାଷା ଯେମିତି ସୁଦଶା ଦୁର୍ଦଶା ଭୋଗେ, ତହିଁର ବିବରଣ ଲିଖିତ ବହି ବ୍ୟାକରଣ ଭୁଲ୍ କି ଠିକ୍ ନିରୂପଣ କରିବା…
ଏହାର ତାହାର, ଆମର ତାଂକର ଭିତର ବାହାର ଶବ୍ଦ ଜଣା ପଡ଼େନାହିଁ ସହଜେ ଲୋକଂକୁ କିପାଇଁ ବୃଥା ବିବାଦ ଯେଉଁ ଶବ୍ଦ ଯେଉଁଠାରୁ ଆସିଥାଉ ପଡ଼ିଲେ ଲୋକଂକ କାନେ ତାହା ବଦଳାଇ ସୁବିଧାନୁସାରେ ସାଇତି ରଖଂତି ମନେ କାଳେ ଦରକାର ପଡ଼ିଯାଇପାରେ…
ନିଶୁଆ ବୁଢାକୁ ଲୋକେ ଜାଣିଥିଲେ ଧରୁଥିଲା ଗୋଟେ ବାଡ଼ି ମୁଂଡରେ ରଂଗିନ ପଗଡ଼ି ନିଜ ବୋହୂ ସଂଗେ ହୋଇ ଯୋଡ଼ାଯୋଡ଼ି ଧରା ପଡ଼ିଗଲା ଅଧ ରାତିରେ କିରୋସିନ୍ ଢାଳି ଜାଳିଦେଲା ନିଆଁଖାଡ଼ି ବୋହୂ ଛାଡ଼ୁଥିଲା ରଡ଼ି ପୂରା ଘର ଗଲା ପୋଡ଼ି…
ଚମତ୍କାର୍ ଇ ତିହାର୍ ନୁରା ନାଇଁ ଉପହାର୍ କାହାର୍ ଯାହାର୍ ତାହାର୍ ମନ୍ଘିନା ବ୍ୟବହାର୍ ଭେଦ୍ ଭାବ୍ ସଂହାର୍ ଖାଲି ଜିତ୍, ନାଇଁ ହାର୍ ନାଇଁ ଚାଂଦା ଭେଦା ଭାର୍ ସଭେ ସପରିବାର୍ ପୂର୍ବାପାତିର୍ ସଂସ୍କାର୍ ମାନସିକ୍ ଉପଚାର୍ ନାଇଁ ଶୁଭେ…
ପଢାଲେଖା କଲେଁ ଜ୍ଞାନ୍ ନୁରିହେସି ମିଲ୍ସି ଘାଏ ଘାଏ କେନ୍ସି ଶାସ୍ତ୍ର ଗ୍ରଂଥ ବହି ନ ପୂରା ଜ୍ଞାନ୍ ନାଇଁ ଥାଏ ଜ୍ଞାନର୍ ଝାରେଁ ଢୁଡ଼୍ମେଇ ହେଇ ସାରି ଦଉଥିସୁଁ ବେଲ୍ ଭାଷା ସାଂଗେ ଲାଗି ଚଲେଇଥିସୁଁ ଜ୍ଞାନ୍ ନୁରାଖୁଜା ଖେଲ୍…