You are currently viewing ଜ୍ଞାନ୍‌ ନୁରା
ଜ୍ଞାନ୍‌ ନୁରା

ଜ୍ଞାନ୍‌ ନୁରା

ପଢାଲେଖା କଲେଁ ଜ୍ଞାନ୍‌ ନୁରିହେସି
ମିଲ୍‌ସି ଘାଏ ଘାଏ
କେନ୍‌ସି ଶାସ୍ତ୍ର ଗ୍ରଂଥ ବହି ନ
ପୂରା ଜ୍ଞାନ୍‌ ନାଇଁ ଥାଏ

ଜ୍ଞାନର୍‌ ଝାରେଁ ଢୁଡ଼୍‌ମେଇ ହେଇ
ସାରି ଦଉଥିସୁଁ ବେଲ୍‌
ଭାଷା ସାଂଗେ ଲାଗି ଚଲେଇଥିସୁଁ
ଜ୍ଞାନ୍‌ ନୁରାଖୁଜା ଖେଲ୍‌

ଜ୍ଞାନ୍‌ ବଦ୍‌ଲିସି ବଢ୍‌ସି ଛିଡ଼୍‌ସି
ଯାଏସି ମନୁ ଲିଭି
କେତେ ଜ୍ଞାନ୍‌ ଅଛେ ସାରା ସଂସାରେ
କେହି ନାଇଁପାରି ଭାବି

ଯାହାର୍‌ ଯେତ୍‌କି ଦର୍‌କାର୍‌ ଥିସି
ସେ ସେତ୍‌କି ଖୁଜି
ଜ୍ଞାନର୍‌ ଝାରୁଁ ପତର୍‌ ବେଟି
ଆଏଁଖ୍‌ ଦେସି ମୁଜି

ଜ୍ଞାନ୍‌ ମାନିକରି ବୁତା ଉସ୍‌ରାଲେଁ
ମିଲ୍‌ସି ପର୍‌ଛା ସୁଖ୍‌
ଅଜ୍ଞାନ୍‌ ମୁନୁଷ୍‌ ଜିଇଁଥିସି ସିନା
ପାଉଥିସି ଚୁଛେଁ ଦୁଖ୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।