You are currently viewing ଚମତ୍କାର୍‌ ଇ ତିହାର୍‌
ଚମତ୍କାର୍‌ ଇ ତିହାର୍‌

ଚମତ୍କାର୍‌ ଇ ତିହାର୍‌

ଚମତ୍କାର୍‌ ଇ ତିହାର୍‌
ନୁରା ନାଇଁ ଉପହାର୍‌
କାହାର୍‌ ଯାହାର୍‌ ତାହାର୍‌
ମନ୍‌ଘିନା ବ୍ୟବହାର୍‌

ଭେଦ୍‌ ଭାବ୍‌ ସଂହାର୍‌
ଖାଲି ଜିତ୍‌, ନାଇଁ ହାର୍‌
ନାଇଁ ଚାଂଦା ଭେଦା ଭାର୍‌
ସଭେ ସପରିବାର୍‌

ପୂର୍‌ବାପାତିର୍‌ ସଂସ୍କାର୍‌
ମାନସିକ୍‌ ଉପଚାର୍‌
ନାଇଁ ଶୁଭେ ହାହାକାର୍‌
ଉଭାନ୍‌ ସବୁ ଅନାଚାର୍‌

ଖୁଲା ମେଲା ଘର୍‌ ଦୁଆର୍‌
ସମ୍‌କୁଁ ସମାନ୍‌ ସତ୍କାର୍‌
ମାଟି ମାଆଁକେ ଜୁହାର୍‌
ଦେଇଚାଲିଛେ ଆହାର୍‌

କର୍‌ସି ଆଶା ସଂଚାର୍‌
କିଛି ନାଇଁହୁଏ ନାର୍‌ଖାର୍‌
ଫଏଲିବା ନୂଆଁ ବିଚାର୍‌
ଦର୍‌କାର୍‌ ନାଇଢ଼ଁ ପ୍ରଚାର୍‌

ଘର୍‌ ହଉ କି ବାହାର୍‌
ସଭେ କରୁଢ଼ଁ ଛିନୁ ଜୁହାର୍‌
ଅଏନ୍‌ ହଉ ଇ ସଂସାର୍‌
ବାକି ସବୁ କଥା ଅସାର୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।