Odia Story Sahasi Suta (ସାହାସୀ ସୁତା) written by Prabhati Dash

ସାହାସୀ ସୁତା

ଦିନକର କଥା, ଅପରାହ୍ଣ ଗୋଟେ କି ସାଢ଼େଗୋଟେ ହେବ, ମୁଁ ରୋଷେଇ ଘରେ ଥାଏ । ପିଲାମାନଙ୍କ ମାଧ୍ୟାହ୍ନ ଭୋଜନ ସମୟ ହେଲା, ମୋ ଝିଅ ଭକ୍ତି ତୃତୀୟ ଶ୍ରେଣୀରେ ପଢ଼ୁଥିଲା । ଦୌଡ଼ିଦୌଡ଼ି ଆସି କହିଲା, ବୋଉ ଆମ ସାର୍ କହିଛନ୍ତି ଗପ ଲେଖି ନେବାପାଇଁ ସେ ପୁଣି ବହିରେ ଛପା ହୋଇ ବାହାରିବ । ସାର୍ କହିଛନ୍ତି ସବୁ ପିଲା ଲେଖି ଆଣିବାକୁ ବାଧ୍ୟ । ତେଣୁ ତୁ ଗୋଟେ ଗପ ଲେଖିଦେ ମୁଁ…

ଅଧିକ ପଢ଼ନ୍ତୁ
Rakhira Sajna by Swati Swagatika Lenka

ରାକ୍ଷୀର ସଂଜ୍ଞା

ସମୟ ରାତି ନ’ଟା ପନ୍ଦର ପାଖାପାଖି ହେବ । ଅଫିସରୁ ଛୁଟି ନେଇ ଆଭା ଘରକୁ ଯିବ ବୋଲି ଟ୍ରେନ୍‌ରେ ତରବର ହେଇ ଚଢ଼ିଲା । ଯିବନି ବି କେମିତି, ରାକ୍ଷୀ ପୁନେଇଁ ପରା ଗୋଟେ ଦିନ ପରେ । ନିଜ ସିଟ୍‌ରେ ବସି ବ୍ୟାଗପତ୍ର ରଖିଦେଇ ଘରକୁ ଫୋନ୍ କରି ଜଣେଇଦେଲା । ଆଉ ସେ ଆସୁଛି ବୋଲି ଭାଇକୁ ନ ଜଣେଇବାକୁ ବି ମାଆଙ୍କୁ କହି ଫୋନ୍ କାଟିଦେଲା । ତା’ପରେ ଭାଇ ପାଇଁ ଯେଉଁ ସୁନ୍ଦର ରାକ୍ଷୀଟେ ଆଣିଥିଲା ତାକୁ…

ଅଧିକ ପଢ଼ନ୍ତୁ
Rakhi by Amrita Dash

ରାକ୍ଷୀ

“ଆଲୋ ହେ ପୋଡ଼ାମୁହିଁ ତୋର ସେ ଭିକାରୀ ଭାଇକୁ କହିଦେବୁ ଟିଭି, ପ୍ରିଜ୍ ନ ଦେବା ଯାଏଁ ତୁ ତୋ ବାପଘର ଦୁଆର ମାଡ଼ି ପାରିବୁନି କି ସେ ବି ଏ ଘର ଦୁଆରକୁ ଉଠି ପାରିବ ନାହିଁ । କହିଲା କ’ଣ ନା ଆଜି ରାକ୍ଷୀପୂର୍ଣ୍ଣିମା…..! ଉଁ ସତେ ଯେମିତି ଭାଇ ପାଟଶାଢ଼ୀ ନହେଲେ ସୁନାଚୁଡ଼ି ନହେଲେ ବିଡ଼ାବିଡ଼ା ଟଙ୍କା ଦେଇଦେବ ! ରଖ୍ ବେ ତୋ ରାକ୍ଷୀ । ମୋ ଝିଅମାନେ ଆସିବେ…. ସକେଇ ନହେଇ ଯାଆ ଭଲରେ ରନ୍ଧାବଢ଼ା…

ଅଧିକ ପଢ଼ନ୍ତୁ
Odia Short Story College Gate (କଲେଜ୍ ଗେଟ୍) by Kalyana Kaushik Dash

କଲେଜ୍ ଗେଟ୍

ସେଦିନ ସକାଳୁ ସକାଳୁ ନିତଦିନ ପରି ଦିନଚର୍ଯ୍ୟା ପୂର୍ବରୁ ତାକୁ ଦେଖା କରିବାର ଲାଳସାରେ ଶୀଘ୍ର ଗାଧୋଇ ପଡ଼ି ବାହାରିଲି କଲେଜ ଗେଟ୍ ପାଖକୁ, ସାଙ୍ଗମାନଙ୍କ ସହିତ ଖଟି ଚାଲୁଥାଏ କିନ୍ତୁ ନଜର ଖୋଜୁ ଥାଏ ତା’ର ପ୍ରଥମ ଝଲକ୍‌ର ଝାପସାରେ ଆଖି ପଖାଳିବା ପାଇଁ… କିନ୍ତୁ ଏ କ’ଣ??? ଗୋଟେ ପରେ ଗୋଟେ କଲେଜ ବସ୍ ଧସେଇ ଆସିଲା, ହେଲେ ସେ କାଇଁ?? ସେଦିନ ତା’ ବସ୍ ଟିକେ ଡେରିକରି ଆସିଲା ! ବସ୍‌ର କାଚ ଝରକାରେ…

ଅଧିକ ପଢ଼ନ୍ତୁ
Odia Translated Story Khan Joutuka (ଖାସ୍ ଯୌତୁକ) by Binay Kumar Das

ଖାସ୍ ଯୌତୁକ

ନବ ବିବାହିତା ବଧୂଟି ମୁଣ୍ଡରେ ଓଢ଼ଣା ଦେଇ ଚୁପ୍ ଚାପ୍ ବସି ରହିଛି ବୈଠକ ଖାନାରେ । ପାଖ ପଡ଼ୋଶୀ ସମ୍ପର୍କୀୟମାନେ ତାକୁ ଦେଖିବାକୁ ଆସୁଛନ୍ତି । କିଏ କେତେ ପ୍ରକାରର ଟିପ୍ପଣୀ ଦେଇ ଚାଲିଛନ୍ତି । ସେ ଉଚ୍ଚ ଶିକ୍ଷିତା, ପୁଣି ପିଲାଟି ଦିନରୁ ସ୍ପଷ୍ଟବାଦିନୀ । ଠିକ୍ କଥାରେ ସେ ଠିକ୍ ଜବାବ ଦିଏ । ହେଲେ ବାପା ଆଉ ମାଆ ତାକୁ ବୁଝାଇ କରି କହିଛନ୍ତି ସବୁ କ୍ଷେତ୍ରରେ ଏମିତି ସ୍ପଷ୍ଟ କଥା କହିବା ଉଚିତ ନୁହେଁ । ଶାଶୁ ଘରେ…

ଅଧିକ ପଢ଼ନ୍ତୁ