Karmaphala

କର୍ମଫଳ

– ଲୀନା, ଲୀନା, ଲୀନା ଆରେ ସୁମି, ଲୀନା କୁଆଡ଼େ ଗଲା? କେତେବେଳୁ ଡାକପକଉଛି ଅଥଚ ସୋର ଶବଦ କିଛି ବି ନାହିଁ । – ପଢ଼ା ଘରେ ଦେଖିବ ଯାଅ । ଅଲିଅଳି କନ୍ୟାରତ୍ନ ତମର ସକାଳ ପହରୁ ମୁହଁ ଶୁଖେଇ ବସିଛି ଯେ, ଉଁ କି ଚୁଁ କିଛି ବି ନାହିଁ । ତମେ ବାପ–ଝିଅ ବୁଝାବୁଝି ହୁଅ । ପଢ଼ାଘରେ ଲୀନା ଆଉ ତା‘ ବାପା ଅଭିଜିତ ସାମନ୍ତରାୟ । କାନ୍ଦି କାନ୍ଦି…

ଅଧିକ ପଢ଼ନ୍ତୁ
nababarsara-naksha

ନବବର୍ଷର ନକ୍ସା

୧ ~ ଡାଏରୀ ପୁରୁଣା ଡାଏରୀର ବା କି ଦୋଷ? ତା’ ଦେହରେ ପାପ-ପୂଣ୍ୟର କାହାଣୀ ଟିପୁଥିବା ମଣିଷଟାତ ବଦଳୁନି, ସେ କାହିଁକି ବଦଳି ଯିବ? ୨ ~ ମୂଲ ନୂଆବର୍ଷରେ ନୂଆଗରାଖ ଖୋଜୁଛି ମିସ୍ ମାୟା ! ତା’ର ପରିବର୍ଦ୍ଧିତ ମୂଲ ଦେବାପାଇଁ ରୋକଠୋକ୍ ମନାକରିଛନ୍ତି ପୁରୁଣାଗୋଷ୍ଠୀ ! ଛି ଛି… ବାକିଖିଆ ଗୁଡାକ ! ୩ ~ ଭେକ ଭୋବନିଶର ଡ୍ୟାନ୍ସକୁଇନ୍ “ମୋନାଲିସା”ର ବୋଉ ଆମାଜନରୁ ବଢ଼ିଆ ଡ୍ରେସଟେ ମଗେଇଛି ନୂଆବର୍ଷ ଇଭେଣ୍ଟସ ପାଇଁ, ତା’ ବାପା ରାଗୁଛି-କହୁଛି…

ଅଧିକ ପଢ଼ନ୍ତୁ