Read more about the article ମଠଗାଥା
ମଠଗାଥା

ମଠଗାଥା

ଅନୁରାଗ ଡା. ରୋଶନୀଙ୍କୁ ତୁରନ୍ତ ଉଡ଼ିଆସିବାକୁ ହେଲା ଜର୍ମାନୀରୁ । ଆମ୍ରିରେ ଶେଷସମୟ ଠାକୁରମାଆଙ୍କର । ଗୋଟାକିଆ ପକାଉଛନ୍ତି କହିଲେ ଚଳେ । ବିମାନବନ୍ଦରରୁ ତରବରହୋଇଯାଇ ହାସପାତାଳ କେବିନରେ ପାଦଦେଉଦେଉ ଡାକିଦେଲେ, "ଠାକୁ'ମା'!" ସେପଟୁ ଶୁଭିଲା, "ଆ'ଲୋ ଚଣ୍ଡୀ ।" ବାସ୍…

Continue Readingମଠଗାଥା
Read more about the article ଅପ୍ରାପ୍ତି
ଅପ୍ରାପ୍ତି

ଅପ୍ରାପ୍ତି

କେବେ ମୁଁ ଥିଲି ଗଳ୍ପ, ତୁଥିଲୁ ମୋ ଗୀତି ଏବେ ମୁଁ ପାପଟିଏ, ତୁ ବହୁଦୂରେ ପ୍ରାପ୍ତି ଦିନେ ମୁଁ ଥିଲି ସ୍ୱାଦ, ତୁ ଥିଲୁ ମୋ ଶାନ୍ତି ଏବେ ମୁଁ ଦୋଷଟିଏ, ତୁ ବହୁଦୂରେ ଦୀପ୍ତି ଦିନେ ମୁଁ ଥିଲି…

Continue Readingଅପ୍ରାପ୍ତି
Read more about the article ଅନ୍ଧବିଶ୍ୱାସର ନ‌କ୍ସା
ଅନ୍ଧବିଶ୍ୱାସର ନ‌କ୍ସା

ଅନ୍ଧବିଶ୍ୱାସର ନ‌କ୍ସା

ଗିନାଚାମଚ ରାଜସ୍ଥାନୀ ହେଲେବି ଶାଶୁକୁ ସବୁ ଓଡ଼ିଆ ଚାଲିଚଳଣୀ ଓ ଆଦବକାଇଦା ଜଣା । ବଡ଼ବୋହୂ ବେଳକୁ ସିନା ଭୁଲିଗଲାବୋଲି ଦିନଗଡ଼ି ଅସମୟରେ ପିଲାଟି ପେଟରେ ଚାଲିଗଲା, ହେଲେ ଏଥର ସାନବେଳକୁ ରାତିଅଧରେ ପିଲା ବୁଲୁନି ବୋଲି ଶୁଣିଦେଲାରୁ ଗିନାଚାମଚ ପେଟଉପରେ…

Continue Readingଅନ୍ଧବିଶ୍ୱାସର ନ‌କ୍ସା
Read more about the article ନିଶାର୍ଦ୍ଧର ଆତ୍ମଗ୍ଳାନୀ
ନିଶାର୍ଦ୍ଧର ଆତ୍ମଗ୍ଳାନୀ

ନିଶାର୍ଦ୍ଧର ଆତ୍ମଗ୍ଳାନୀ

୧ ନିଶାର୍ଦ୍ଧରେ କଷ୍ଟଲାଗେ କାନ୍ଥଘଣ୍ଟା ଟିକ୍ ଟିକ୍ ଶବ୍ଦ । ସତେଅବା, କୋଣାର୍କର ଚୂଡ଼ାଦେଶେ ଯାଯାବର ବଢ଼େଇର ନିଶାଣ ପ୍ରହାର ଆଜି ପ୍ରମତ୍ତ ପ୍ରଲୁବ୍ଧ ॥ ୨ ନିଶାର୍ଦ୍ଧରେ କଷ୍ଟଦିଏ ମଶକର ଗୁଣୁଗୁଣୁ ଗୀତ । ସତେଅବା, ନକ୍ସଲର ପ୍ରାଦୁର୍ଭାବେ ଉପଦ୍ରୁତ…

Continue Readingନିଶାର୍ଦ୍ଧର ଆତ୍ମଗ୍ଳାନୀ
Read more about the article ନବବର୍ଷର ନକ୍ସା
ନବବର୍ଷର ନକ୍ସା

ନବବର୍ଷର ନକ୍ସା

୧ ~ ଡାଏରୀ ପୁରୁଣା ଡାଏରୀର ବା କି ଦୋଷ? ତା' ଦେହରେ ପାପ-ପୂଣ୍ୟର କାହାଣୀ ଟିପୁଥିବା ମଣିଷଟାତ ବଦଳୁନି, ସେ କାହିଁକି ବଦଳି ଯିବ? ୨ ~ ମୂଲ ନୂଆବର୍ଷରେ ନୂଆଗରାଖ ଖୋଜୁଛି ମିସ୍ ମାୟା ! ତା'ର ପରିବର୍ଦ୍ଧିତ…

Continue Readingନବବର୍ଷର ନକ୍ସା