ପ୍ରଭାତି ଦାଶ

ପ୍ରଭାତି ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Sahasi Suta (ସାହାସୀ ସୁତା) written by Prabhati Dash

ସାହାସୀ ସୁତା

ଦିନକର କଥା, ଅପରାହ୍ଣ ଗୋଟେ କି ସାଢ଼େଗୋଟେ ହେବ, ମୁଁ ରୋଷେଇ ଘରେ ଥାଏ । ପିଲାମାନଙ୍କ ମାଧ୍ୟାହ୍ନ ଭୋଜନ ସମୟ ହେଲା, ମୋ ଝିଅ ଭକ୍ତି ତୃତୀୟ ଶ୍ରେଣୀରେ ପଢ଼ୁଥିଲା । ଦୌଡ଼ିଦୌଡ଼ି ଆସି କହିଲା, ବୋଉ ଆମ ସାର୍ କହିଛନ୍ତି ଗପ ଲେଖି ନେବାପାଇଁ ସେ ପୁଣି ବହିରେ ଛପା ହୋଇ ବାହାରିବ । ସାର୍ କହିଛନ୍ତି ସବୁ ପିଲା ଲେଖି ଆଣିବାକୁ ବାଧ୍ୟ । ତେଣୁ ତୁ ଗୋଟେ ଗପ ଲେଖିଦେ ମୁଁ…

ଅଧିକ ପଢ଼ନ୍ତୁ