Odia Story Mo Gaon Galimunda (ମୋ ଗାଆଁ ଗଳି ମୁଣ୍ଡ) by Manas Ranjan Nayak

ମୋ ଗାଆଁ ଗଳି ମୁଣ୍ଡ

ବେସ୍ ସହଜ, ସରଳ, ସାବଲୀଳ ପରିଚୟଟିଏ ତା’ର; ମୋ ଗାଁ ଗଳି ମୁଣ୍ଡ । କେଉଁ ବାପ ଗୋସବାପ କାଳରୁ ଗାଁ’ଟିର ପୀଢ଼ି ପରେ ପୀଢ଼ି ଅଳିକ ଜୀବନର ସକଳ ସାକ୍ଷୀ ହୋଇ ଏଯାବତ୍ ବଞ୍ଚିରହିଛି । ବହୁରୂପୀ ଏଣ୍ଡୁଅ ପରି ବଦଳିଛି ତା’ର ପାରିପାର୍ଶ୍ୱିକ ଅବୟବ, ହେଲେ ସାଇତି ରଖିଛି ସେ ମନ ସିନ୍ଦୁକରେ ରାଶି ରାଶି ହସ ଲୁହର ଅପାଶୋରା ଅନୁଭୂତିକୁ ସ୍ମୃତିର ଫାସ ପକେଇ । ଆଜିବି ଆକାଶରେ ରଙ୍ଗର ଫୁଆରା, ମୁହୂର୍ମୁହୂ ମହକାଇ ତା’ ପଥ…

ଅଧିକ ପଢ଼ନ୍ତୁ
Odia Story Manisha (ମଣିଷ) by Sudhanshu Shekhar Diwedi

ମଣିଷ

ରବିବାର ସକାଳ, ଛୁଟି ଦିନ । କାଲୁ ମିଆଁ ମାଂସ ଦୋକାନରେ ବସି ନିର୍ଜୀବ ଛେଳି ଦେହରୁ ଛାଲ ଉତାରୁଥାଏ । ରବିବାରରେ ବେଶୀ ମାଂସ ବିକ୍ରିହୁଏ ବୋଲି ଆଉ ୪ଟି ଛେଳି ନିକଟସ୍ଥ କଣ୍ଟାଯୁକ୍ତ ତାର ବାଡ଼ ନିକଟରେ ବାନ୍ଧି ରଖିଛି । ଆଗତ ମୃତ୍ୟୁର ଭୟରେ କିଏ କାଲୁ ମିଆଁ ମାଂସ ଦୋକାନକୁ ଚାହିଁ ଦୁଃଖରେ ଭାଙ୍ଗି ପଡ଼ୁଥାଏ ତ କିଏ ପୁଣି ବାଦ ବିବାଦ ମଧ୍ୟରେ ଠେଲାପେଲା ହେଉଥାଆନ୍ତି । ପଶୁ ପ୍ରକୃତି; ଯେତେ ଶାସନ କଲେ ବି…

ଅଧିକ ପଢ଼ନ୍ତୁ
Odia Story 2 Prakara Manisha (୨ ପ୍ରକାର ମଣିଷ) by Biswanath Kinkar Rout

୨ ପ୍ରକାର ମଣିଷ

ସକାଳୁ ସକାଳୁ ପ୍ରବଳ ବର୍ଷା । କିନ୍ତୁ କ’ଣ କରିବା । ମେଡ଼ିକାଲ ତ ଯିବାକୁ ହେବ । ଅଟୋଟିଏ ଡାକି କେତେ ଟଙ୍କା ନେବ ପଚାରିଲି । ୧୫୦ ଟଙ୍କା ଶୁଣି ମଧ୍ୟବିତ୍ତ ଅହଂକାରକୁ ଧକ୍କା ଲାଗିଲା । ଛତାଟେ ଧରି ବସ୍ ଷ୍ଟାଣ୍ଡ ଅଭିମୁଖେ ଚାଲିଲି । ଯାହା ହେଉ ଅଧା ଓଦା ହୋଇ ମେଡିକାଲ୍‌ରେ ପହଞ୍ଚିଲି । କାମ ସରିଲା ବେଳକୁ ଦିନ ଗୋଟାଏ । କଳିଙ୍ଗ ହସପିଟାଲ ଛକରୁ ୧୩ ନମ୍ବର ଧରିଲି । ବସ୍ ଭିତରେ ପ୍ରବଳ ଭିଡ଼ । ବର୍ଷା ଯୋଗୁଁ କେହି…

ଅଧିକ ପଢ଼ନ୍ତୁ
Odia Story Story 2 tankara Mulya (୨ଟଙ୍କାର ମୂଲ୍ୟ) by Biswanath Kinkar Rout

୨ଟଙ୍କାର ମୂଲ୍ୟ

ମଉସା ଉଠିଲେ ୟୁନିଟ୍ ୬ ଛକରୁ । ଯିବେ ଏ.ଜି. ଛକ ପର୍ଯ୍ୟନ୍ତ । ୫ ଟଙ୍କାଟିଏ ବଢ଼େଇ ଦେଲେ ମହିଳା କଣ୍ଡକ୍ଟରକୁ । ସେ କହିଲେ, “ମଉସା ୮ ଟଙ୍କା ଦିଅ ।” “କାହିଁକି? ମୁଁ ତ ସବୁଦିନେ ୫ ଟଙ୍କା ଦିଏ !” “ମଉସା ଏଇଟା ଏସି ବସ୍ । ୧୦‌ ଟଙ୍କା ସର୍ବନିମ୍ନ ଭଡ଼ା । କିନ୍ତୁ ଆପଣ ୬୦ ବର୍ଷରୁ ଉର୍ଦ୍ଧ୍ୱ; ତେଣୁ ୮ ଟଙ୍କା ।” ଅନେକ ଯୁକ୍ତି ତର୍କ କଲା ପରେ ସେ ୧୦ ଟଙ୍କିଆ ମୁଦ୍ରାଟିଏ ବଢ଼େଇ ଦେଲେ ।…

ଅଧିକ ପଢ଼ନ୍ତୁ
Odia Short story Gotie Dinara Raja (ଗୋଟିଏ ଦିନର ରାଜା) by Chinmaya Mahapatra

ଗୋଟିଏ ଦିନର ରାଜା

୧୦/୧୨ ବର୍ଷର ପିଲାଟିଏ, ଗୋଟେ ଛୋଟ ହୋଟେଲରେ କାମ କରେ । ତା’ର କ’ଣ ମନ ହେଲା ଯେ ସେ ଗୋଟେ ଦିନ ଛୁଟି ନେଲା… ସେଦିନ ସକାଳୁ ଦୋକାନରୁ ଗୋଟେ ୨ ଟଙ୍କିଆ ସାମ୍ପୁ କିଣି ଭଲକରି ଗାଧୋଇଲା । ପୂର୍ବ ଦିନରୁ ଆଇରନ୍ କରି ରଖିଥିବା ତା’ର ମାତ୍ର ଗୋଟେ ହଳ ପ୍ୟାଣ୍ଟସାର୍ଟ ପିନ୍ଧିଲା । ପକେଟରେ ଦରମା ଟଙ୍କା ତକ ରଖି ବୁଲିବାକୁ ବାହାରିଲା । ପାର୍କ ବୁଲିଲା, ବଜାର ବୁଲିଲା, ସିନେମା ଦେଖିଲା, ପପକର୍ଣ୍ଣ ଖାଇଲା, କୋଲ୍ଡ୍…

ଅଧିକ ପଢ଼ନ୍ତୁ