Odia Story Gachha (ଗଛ) by Sudhanshu Dwibedy

ଗଛ

“ଆରେ ମାନୁ ସେ ଗଛ କାହିଁକି କାଟୁଛୁ?” ୭୦ ବର୍ଷର ବୃଦ୍ଧ ଆଦିକନ୍ଦ ତାଙ୍କ ପୁଅକୁ ପଚାରୁଥାନ୍ତି । “ଗଛଟା ତ ଏତେ ବୁଢ଼ା ହୋଇଗଲାଣି ତାକୁ ରଖି ଲାଭ କ’ଣ?” ମାନୁ ଗଛପ୍ରତି ଉପେକ୍ଷା କରି କହୁଥାଏ । “ହେଲେ ଏଇ ଆମ୍ୱ ଗଛ ଆମର କେତେ ପିଢ଼ିକୁ ଫଳ ଦେଇଛି । ତା’ ପତ୍ର କେତେ କେତେ ପୂଜା ପାର୍ବଣରେ ଲାଗିଛି । ତା’ ଡାଳରେ କେତେ ପକ୍ଷୀ ବସା କରି ରହିଛନ୍ତି । ତା’ର ଏତେ ଉପକାର ସତ୍ତ୍ୱେ ବି…

ଅଧିକ ପଢ଼ନ୍ତୁ
Odia Story Abaidha Samparka (ଅବୈଧ ସମ୍ପର୍କ) by Swatismita Barik

ଅବୈଧ ସମ୍ପର୍କ

ବାପା ଆଉ ବୋଉଙ୍କ ସମ୍ପର୍କର ବୈଧତା ବୋଧେ ମୋ ଜନ୍ମ ଯାଏ ଥିଲା । ନହେଲେ ବାପା କାହିଁକି ମୋତେ ଆଉ ବୋଉକୁ ଏକା କରି ଚାଲି ଯାଇଥାନ୍ତେ ! ଏମିତି କିଛି ବସି ଭାବୁଥାଏ ସମିତା । ସମିତା ଏବେ ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାସାୟନ ବିଜ୍ଞାନ ବିଭାଗରେ ପାଠ ପଢ଼ୁଛି । ସେଥିରୁ କିଛି ସମୟ କାଢ଼ି ଦୁଇ ପ୍ରାଣୀ ପୋଷିବା ପାଇଁ କିଛି କାମ କରୁଛି । ସକାଳୁ ଉଠି ଝିଅକୁ କଲେଜ୍ ବାହାରିବା ପାଇଁ ପ୍ରସ୍ତୁତ କରେ ମାଆ…

ଅଧିକ ପଢ଼ନ୍ତୁ
Odia Poem Tela (ତେଲ) by Bijay Choudhury

ତେଲ

ଆଜ୍ଞା, ଭାବୁଛନ୍ତି ନା ତେଲ ମାନେ ପେଟ୍ରୋଲ ଡିଜେଲ ! ହଁ ନଭାବିବେ କାହିଁକି? ତେଲର ତାତି ଯେତେବେଳେ ଦିଲ୍ଲୀରୁ ପଲ୍ଲୀ, ପାର୍ଲିଆମେଣ୍ଟରୁ ଗାଁ ଚଉପାଢ଼ି ପର୍ଯ୍ୟନ୍ତ ମାଡ଼ିଗଲାଣି, ଚିତ୍କାର ହୋହଲ୍ଲା ଫୋଟ ନାଟ, ଆପଣ ବି ଭାବିବା ସ୍ୱାଭାବିକ । କିନ୍ତୁ ସମସ୍ତେ ଜାଣନ୍ତି ତେଲ ବୃଦ୍ଧିର ସଠିକ କାରଣ । ଯଦିଓ କେନ୍ଦ୍ର ରାଜ୍ୟକୁ ଓ ରାଜ୍ୟ କେନ୍ଦ୍ରକୁ ନିନ୍ଦା କରନ୍ତି ଓ ଚୁପ ରହନ୍ତି । କଥା ହେଲା ଦୁହେଁ ଏଥିରୁ ଯେଉଁ ଟିକସ ପାଆନ୍ତି ସେଇଟା ତେଲ…

ଅଧିକ ପଢ଼ନ୍ତୁ
Odia Story Niara Prema (ନିଆରା ପ୍ରେମ) by Sarmistha Malla

ନିଆରା ପ୍ରେମ

ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର, ଚିର ସବୁଜ ବନାନୀ, ମନୋରମ ମଧୁଶାଳା । ଏ ସବୁର ସୌନ୍ଦର୍ଯ୍ୟରେ ବିମୋହିତ ରୀନି ଓ ରୌନକ । ସ୍କୁଲ ଜୀବନରୁ ଦୁହେଁ ଦୁହିଁଙ୍କ ଅତି ପରିଚିତ । ଦୁଇ ଜଣଙ୍କ ପରିବାର ଏକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମୟ ଚକ୍ରରେ ଦୁହେଁ ବଡ଼ ହେଲେ । ଦୂର ବିଦେଶରେ ଉଚ୍ଚଶିକ୍ଷା ସମାପନ କରି ଏବେ ଦୁହେଁ ସମାଜରେ ଲବ୍ଧ ପ୍ରତିଷ୍ଠିତ । କିନ୍ତୁ କିଛି ବର୍ଷ ତଳର ଏକ ଘଟଣା ଆଜି ବି ଦୁହିଁଙ୍କ ରୋମ ଟାଙ୍କୁରାଇ…

ଅଧିକ ପଢ଼ନ୍ତୁ
Odia Story Ae Ta Jibana (ଏଇ ତ ଜୀବନ) by Samyajit Patra

ଏଇ ତ ଜୀବନ

ଦିବସର ଆରମ୍ଭ ହୋଇସାରିଥିଲା ସୂର୍ଯ୍ୟଙ୍କଠାରେ ସୃଷ୍ଟି ହେଉଥିବା ହାଇଡ୍ରୋଜେନ ଗ୍ୟାସ, ହିଲିୟମ ଗ୍ୟାସରେ ପରିଣତ ହେବାରେ । ପତ୍ନୀ କହୁଥିଲେ, ତୁମ ଟିଫିନ୍ ଡବା ଓ ପାଣି ବୋତଲ ଟେବୁଲ ଉପରେ ରଖିଛି ଗଲାବେଳେ ନେଇଯିବ । କାମ ନ କଲେ ପୁଅକୁ ପଢ଼େଇବ କେମିତି? ରାଜୁ ବିଛଣାରେ ପ୍ରାଣାୟାମ ସାରି ଦାନ୍ତକାଠି ନେଇ ପୋଖରୀକୁ ଚାଲିଗଲା । ଶୌଚ ଓ ସ୍ନାନ କାର୍ଯ୍ୟ ସାରି ବାହାରି ପଡ଼ିଲା କଳକାରଖାନା, ତା’ ନିତିଦିନିଆ କର୍ମ ସଂସ୍ଥାନ ଅଭିମୁଖେ । ସେଠି ସେ ଦିନ…

ଅଧିକ ପଢ଼ନ୍ତୁ