Read more about the article ସର୍ବନାରୀ
ସର୍ବନାରୀ

ସର୍ବନାରୀ

ବହୁ ଯୁଗ ଧରି, ହୋଇଥିଲା ନାରୀ କେବଳ ଜନୟିତ୍ରୀ ଏବେ ତ ହେଲାଣି, ଦେଖୁଛୁଁ ସଭିଏଁ ଛାତ୍ରୀ, ଧାତ୍ରୀ, ନେତ୍ରୀ କର୍ତ୍ରୀ, ବିଦ୍ୟାଦାତ୍ରୀ ତେବେ ବି ତା' ସହ କରୁନାହିଁ କେହି ମୈତ୍ରୀ ଦେଖୁଛି ମୂକ ଧରିତ୍ରୀ ଆଉ କେତେ ଯୁଗ…

Continue Readingସର୍ବନାରୀ
Read more about the article ବହଳ କୁହୁଡ଼ି
ବହଳ କୁହୁଡ଼ି

ବହଳ କୁହୁଡ଼ି

ଲୋକଂକ ସହିତ ଯିଏ ଜାଣେନାହିଁ ମିଶି ବହି ପଢ଼ି ପାଉଥାଏ ଭ୍ରମଭରା ଖୁସି ପୁରାଣର କଳ୍ପକଥା ତା' ମଥାରେ ପଶି ହୁଏ ନୂଆ ଚେତନାର ନୃଶଂସ ବିନାଶୀ ଖୁବ୍‌ ସହଜରେ ଏଠି ବହୁ ଶବ୍ଦଚାଷୀ ଯାଆଂତି ଚଳିତ ଏହି ସମୟରୁ ଖସି…

Continue Readingବହଳ କୁହୁଡ଼ି
Read more about the article ଭାଷାର ରକ୍ଷକ
ଭାଷାର ରକ୍ଷକ

ଭାଷାର ରକ୍ଷକ

କୁଶଳୀ ରାକ୍ଷସ ଆଉ ଅଭିଜ୍ଞ ଘାତକ ସ୍ୱୈରିଣୀ ଯୋଗିନୀ ସହ ସୁଜ୍ଞାନୀ ସ୍ତାବକ ସ୍ୱାର୍ଥାଂଧ ନେତୃସକଳ, ଶୁଆ ପରି ବକ୍ତା ହୋଇଛଂତି ସ୍ୱଭାଷାରେ ବୃକ୍ଷ ପରି ମୂକ ବଢ଼ୁଅଛି ଏମାନଂକ ସଂଖ୍ୟା ଦେଇଥିଲା କିଏ ଶିକ୍ଷା ହୋଇଥିଲା କିପରି ପରୀକ୍ଷା? ସମୟ…

Continue Readingଭାଷାର ରକ୍ଷକ
Read more about the article ଶବ୍ଦସ୍ୱତ୍ୱ
ଶବ୍ଦସ୍ବତ୍ବ

ଶବ୍ଦସ୍ୱତ୍ୱ

ଶବ୍ଦ ଉପରେ ମାଲିକାନା କେବେ ବି କାହାର ଥାଏନା ଶବ୍ଦ ଆମର କି ତାଂକର ଏ ଚିଂତା ଅଟେ ଅବାଂତର ଯେ କହେ, ଶବ୍ଦ ହୁଏ ତାର ଶବ୍ଦ ଉପରେ ଅଧିକାର ସର୍ବଦା ରହେ ସଭିଂକର କରିବା ଏ ସତ୍ୟ ସ୍ୱୀକାର…

Continue Readingଶବ୍ଦସ୍ୱତ୍ୱ
Read more about the article ସତୀ ଗୁଡ଼ି
ସତୀ ଗୁଡ଼ି

ସତୀ ଗୁଡ଼ି

ମେଛେଲ୍‌ଲୁ ବୁଢାକେ ସଭେ ଜାନିଥିଲେ ଧରୁଥିଲା ଗୁଟେ ବାଡ଼ି ମୁଡ଼େଢ଼ଁ ରଂଗିନ୍‌ ପଗ୍‌ଡ଼ି ନିଜର୍‌ ବହର୍‌ ସାଂଗେ ଲଟର୍‌ ପଟର୍‌ ଧରା ପଡ଼୍‌ଲାକି ରାଏତ୍‌ ଅଧିଆ କିରାସିନି ରୁକି ମାରିଦେଲା ନିଆଁଖାଡ଼ି ବହ ଛାଡ଼ୁଥଲା ରଡ଼ି ପୂରା ଘର୍‌ ଗଲା ପୁଡ଼ି…

Continue Readingସତୀ ଗୁଡ଼ି