You are currently viewing ସତୀ ଗୁଡ଼ି
ସତୀ ଗୁଡ଼ି

ସତୀ ଗୁଡ଼ି

ମେଛେଲ୍‌ଲୁ ବୁଢାକେ ସଭେ ଜାନିଥିଲେ
ଧରୁଥିଲା ଗୁଟେ ବାଡ଼ି
ମୁଡ଼େଢ଼ଁ ରଂଗିନ୍‌ ପଗ୍‌ଡ଼ି

ନିଜର୍‌ ବହର୍‌ ସାଂଗେ ଲଟର୍‌ ପଟର୍‌
ଧରା ପଡ଼୍‌ଲାକି ରାଏତ୍‌ ଅଧିଆ
କିରାସିନି ରୁକି ମାରିଦେଲା ନିଆଁଖାଡ଼ି

ବହ ଛାଡ଼ୁଥଲା ରଡ଼ି
ପୂରା ଘର୍‌ ଗଲା ପୁଡ଼ି

ଇଲାକାର୍‌ ସେ ବଡ଼୍‌ଖା ପଏସାବାଲା
ପାଢ଼ଁଚ୍‌ଟା ଗାଆଁର୍‌ ମଝା ଠାନ୍‌କେ ବାଛ୍‌ଲା
ଜମିନ୍‌ ଘିନି ଜଲ୍‌ଦି ବନେଇଦେଲା
ସୁଂଦର୍‌ ସତୀ ଗୁଡ଼ି

ଆଖର୍‌ ପାଖର୍‌ ମାଏଝି ଗୁହୁଡ଼ି
ଲମେଇ ଥିସନ୍‌ ଧାଡ଼ି
କବାର୍‌ ବୁତା ଛାଡ଼ି
ସତୀ ପାହା ତଲେ
ଲାଂଗ୍‌ଛାଟ୍‌ ହେଇ ପଡ଼ି
ଛାତି ପିଟି ଗର୍‌ଗଡ଼ି
‘ମାଆଁ ଗୋ ମାଆଁ ଗୋ’
ଗଗାସନ୍‌ ଟଁଟି ଫାଡ଼ି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।