ଅପରାଜିତା
ଅନୁପମ ଅରୁଣିମା ତନୁଧାରୀ ପୁଷ୍ପ ମଧ୍ୟେ ଅପରାଜିତା ! ତୁମେ ଦିପ୍ତିମୟୀ ପ୍ରତିମାଟିଏ ଯଦି ରୂପଦେଖି ପୃଥିବୀକୁ କେହି କେବେ ବଖାଣେ ତୁମ ରୂପ ଶୋଭା ପାଇ ମେଦିନୀ ବି ଗର୍ବ କରେ ଜର୍ଜରିତ ଘନ ବାଦଲ, ଘଡ଼ଘଡ଼ି, ବିଜୁଳି ସାଥେ ମାଆ କୁହେ ଜନ୍ମ କାଳେ ତୁମର ବରଷାର ଆଗମନେ ମାଟିର ବକ୍ଷ ଚିରି ପ୍ରକୃତିର କୋଳ ପରେ ନୀଳିମା ଅସରନ୍ତି ଢାଳିଦିଅ ବିନା ଦ୍ୱିଧାରେ ଜନ୍ମ ଯାର ମଞ୍ଜୁଳ ମରୀଚିକା ସୃଷ୍ଟିର ବିନାଶ ବେଳାରେ…

