ଜରୁରୀ ସୂଚନା...

ପ୍ରଥମ ସଂସ୍କରଣ
ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ଜାନୁଆରୀ, ୨୦୧୮ରେ...
ଡାଉନଲୋଡ଼ କରନ୍ତୁ
ଦ୍ୱିତୀୟ ସଂସ୍କରଣ
ଦ୍ଵିତୀୟ ସଂସ୍କରଣ ପ୍ରକାଶ ପାଇଥିଲା ଅପ୍ରେଲ, ୨୦୧୮ରେ...
ଡାଉନଲୋଡ଼ କରନ୍ତୁ
ତୃତୀୟ ସଂସ୍କରଣ
ତୃତୀୟ ସଂସ୍କରଣ ପ୍ରକାଶ ପାଇଥିଲା ଜୁଲାଇ, ୨୦୧୮ରେ...
ଡାଉନଲୋଡ଼ କରନ୍ତୁ
ଚତୁର୍ଥ ସଂସ୍କରଣ
ଚତୁର୍ଥ ସଂସ୍କରଣ ପ୍ରକାଶ ପାଇଥିଲା ଅକ୍ଟୋବର, ୨୦୧୮ରେ...
ଡାଉନଲୋଡ଼ କରନ୍ତୁ
ପଞ୍ଚମ ସଂସ୍କରଣ
ପଞ୍ଚମ ସଂସ୍କରଣ ପ୍ରକାଶ ପାଇଥିଲା ଜାନୁଆରୀ, ୨୦୧୯ରେ...
ଡାଉନଲୋଡ଼ କରନ୍ତୁ
ଷଷ୍ଠ ସଂସ୍କରଣ
ଷଷ୍ଠ ସଂସ୍କରଣ ପ୍ରକାଶ ପାଇଛି ୨୦୧୯ ଉତ୍କଳ ଦିବସ ସମୟରେ...
ଡାଉନଲୋଡ଼ କରନ୍ତୁ
ସପ୍ତମ ସଂସ୍କରଣ
୭ମ ସଂସ୍କରଣ ପ୍ରକାଶ ପାଇଥିଲା ୨୦୧୯ ମସିହାର ନୀଳାଦ୍ରୀବିଜେ ସମୟରେ...
ଡାଉନଲୋଡ଼ କରନ୍ତୁ
ଅଷ୍ଟମ ସଂସ୍କରଣ
୮ମ ସଂସ୍କରଣ ପ୍ରକାଶ ପାଇଥିଲା ୨୦୧୯ ମସିହାର ଦୀପାବଳି ସମୟରେ...
ଡାଉନଲୋଡ଼ କରନ୍ତୁ
ନବମ ସଂସ୍କରଣ
୯ମ ସଂସ୍କରଣ ପ୍ରକାଶ ପାଇଥିଲା ୨୦୧୯ର ଏକ ବିଶେଷ ସଂସ୍କରଣ ଭାବରେ...
ଡାଉନଲୋଡ଼ କରନ୍ତୁ
ଦଶମ ସଂସ୍କରଣ
ଦଶମ ସଂସ୍କରଣ ପ୍ରକାଶ ପାଇଥିଲା ୨୦୨୦ ମସିହାର ଜାନୁଆରୀ ମାସରେ...
ଡାଉନଲୋଡ଼ କରନ୍ତୁ
ଏକାଦଶ ସଂସ୍କରଣ
୧୧ଶ ସଂସ୍କରଣ ପ୍ରକାଶ ପାଇଥିଲା ୨୦୨୦ ମସିହାର ଫେବୃଆରୀ ମାସରେ...
ଡାଉନଲୋଡ଼ କରନ୍ତୁ

ଆମ ବିଷୟରେ

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।

ଏହି ସପ୍ତାହର ବଛା ଗପ...

କରୋନା !

କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍‌କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି ଦେଇ, ତାଙ୍କ ପିଠିରେ ବଜ୍ରକାପ୍ତାର ଷ୍ଟିକର ମରା ହୋଇଛି । ଛୁଆ ତିନୋଟି ମା’ଠାରୁ କ୍ଷୀର ପିଉଛନ୍ତି, ଆଉ ମାଆ କୁକୁରଟି ଶୋଇକି ନିଜ ଛୁଆଙ୍କୁ ଚାଟୁଚି । କିଛି ଯୁବକ କହୁଛନ୍ତି, ହେ ଦେଖନ୍ତୁ, ଏ ବ୍ରଜକାପ୍ତା କରୋନା ଭାଇରସର ମୁଖ୍ୟ କାରଣ । ଏମିତି କହି ମଝିରେ ମଝିରେ ମା’ କୁକୁରକୁ ଖେଞ୍ଚି ଦେଉଛନ୍ତି । ଲୋକମାନେ ମଧ୍ୟ ବେଶ୍ ମଜାରେ ଏହାକୁ ଉପଭୋଗ କରୁଛନ୍ତି । ଏସବୁ ଦେଖି ଏଭଳି ଆଚରଣ କରୁଥିବା ଯୁବକମାନଙ୍କୁ “ଭାଇ କାହିଁକି ଏମିତି କରୁଛ, ଛୋଟ କୁକୁର ଆଖି ଫିଟି ନାହିଁ, ଛାଡ଼ି ଦିଅନ୍ତୁ ନା” କହିବା ପରେ, ଯୁବକମାନେ କହିଲେ,

ଅଧିକ ପଢ଼ନ୍ତୁ »

ଏହି ସପ୍ତାହର ବଛା କବିତା...

ଶତାବ୍ଦୀର ଶଙ୍ଖ ନାଦ

ବିପ୍ଳବୀ କବି ତୁମ କଲମ ଶାଣିତ, ମୂର୍ମୂଷେ ଭରି ଦିଏ ଉତ୍ତପ୍ତ ଶୋଣିତ । ଶତାବ୍ଦୀର ଶଙ୍ଖନାଦ ରବି ସିଂ ତୁମେ, ଭକ୍ତି ପୁଷ୍ପାଞ୍ଜଳୀ ଦେଇ ସୁଦୂରୁ ପ୍ରଣମେ । ଅସତ୍ୟ, ଅଧର୍ମ ପୁଣି ହେଉ ବା ନଗ୍ନତା, କବିତାରେ ରହୁଥିଲା କଟାକ୍ଷ ବାରତା । ନିଃସଙ୍ଗ ପଦାତିକ ଶ୍ରେଷ୍ଠ ଉପହାର, ବିଧର୍ମୀ ମାନବେ ଦେଲ ପାଜିର ପ୍ରହାର । ଚବିଶ ଘଣ୍ଟାରେ ଖାଲି କର ସିଂହାସନ, ଚରମ ପତ୍ର ତୁମକୁ ଦେଲି ଭଗବାନ । ପ୍ରତିଟି ଲେଖାରେ ଅଛି ଝଡ଼ର ସଂକେତ, ଗଢିବାର କଳା ସାଥେ ଯୋଡିବା ମହତ୍ତ୍ୱ ହେ ମହା ମାନବ ଦିଅ ଆଶିଷ ଆମକୁ, ଭୁଲିବୁନି କେବେ ଆମେ ମାନବ ଧର୍ମକୁ । – ପଦ୍ମିନୀ ବାରିକ

ଅଧିକ ପଢ଼ନ୍ତୁ »

ଶ୍ରଦ୍ଧାଞ୍ଜଳୀ...

Biraja Prasad Mohanty

ବିରଜା ପ୍ରସାଦ ମହାନ୍ତି

ଦିନ ଚାଲିଯାଏ, ହେଲେ କଥା ରହିଯାଏ କାଳକାଳକୁ । ଲେଖକଟିର ଚାଲିଗଲାପରେ କିନ୍ତୁ ତାଙ୍କର ଲେଖା ଲିପିବଦ୍ଧ ହେଇଯାଏ ପାଠକମାନଙ୍କର ମନ ଭିତରେ । ସମସ୍ତଙ୍କୁ ତ ଦିନେ ଯିବାକୁ ହେବ, କିନ୍ତୁ ଆପଣ ଏତେ ଶୀଘ୍ର ଚାଲିଯିବେ ଆମେ କେବେ ତା'ର ଆଶା କରିନଥିଲୁ । ଏହି ସଂସ୍କରଣରେ ଆପଣଙ୍କର ଲେଖାଟି ଦେଖିବା ଆଗରୁ ଆପଣ ଆମକୁ ଛାଡ଼ି ଚାଲିଗଲେ, କିନ୍ତୁ ଯିବା ଆଗରୁ ଦେଇଗଲେ ଅନେକ ମିଠା ମିଠା ସ୍ମୃତି, ସୁନ୍ଦର ରଚନା ଆଉ ବହୁତସାରା ସ୍ନେହ ।
ଆପଣଙ୍କର ଅମର ଆତ୍ମା ନିକଟରେ ଆମର ଶତ ଶତ ଶ୍ରଦ୍ଧାଞ୍ଜଳୀ ।

ଆଗକୁ ବିଶ୍ଵକର୍ମା ପୂଜା, ସେଥିପାଇଁ ବୋଧହୁଏ ଇନ୍ଦ୍ରଧନୁ ମାର୍କେଟ୍ ଥିଲା ଟିକେ ଜନଗହଳପୂର୍ଣ୍ଣ । ଆକ୍ଟିଭା ନେଇ ସେଇ ଭିଡ଼ ଭିତରୁ ବିବ୍ରତ ହେଇ ବାହାରିଲା ବେଳକୁ ଦେଖା ହେଲେ ସାର୍ । ହୋଣ୍ଡା ୟୁନିକର୍ନ, ଟୋପି ଆଉ ମୁଁହରେ ହସ ଠିକ୍ ସେମିତି ଥିଲା ଯେମିତି ବାର ବର୍ଷ ତଳେ ମୁଁ ଦେଖିଥିଲି । ହାତ ଯୋଡ଼ି ନମସ୍କାର କରିବାର ସୁଯୋଗ ମିଳିଲାନି, ଖାଲି ଯାହା ପାଟିରେ ସାର୍ ନମସ୍କାର କହିବା କଥା, ସାର୍ କହିଲେ, କେମିତି ଅଛ ପଦ୍ମଲୋଚନ? ଉତ୍ତରରେ କହିଥିଲି ଭଲ ଅଛି ସାର୍। ଉଭୟଙ୍କ ଗାଡ଼ିଥିଲା ଗତିଶୀଳ, ଟିକେ ସମୟ ଅଟକି ଥିଲେ ବୋଧହୁଏ ପଛପଟୁ ହେଇଯାଇଥାନ୍ତା ହର୍ଣ୍ଣର ବର୍ଷା । ସମସ୍ତେ ବ୍ୟସ୍ତ, କାହା ପାଖରେ ଅଛି ଅଟକିବା ପାଇଁ ସମୟ ! ୩୦ ସେକେଣ୍ଡରୁ ବି କମ୍ ସମୟର ବାର୍ତ୍ତାଳାପକୁ ମିଳୁନାହିଁ ସୁଯୋଗ । ସେଇଠୁ ଫେରିଲା ବେଳେ ସେଇ ପୁରୁଣା ଦିନ ଆଖି ଆଗରେ ନାଚି ଉଠୁଥିଲା, ମାନେ ପଡ଼ିଯାଉଥିଲା କିଛି ସ୍ମୃତି । ସମୟ କେତେ ଗତିଶୀଳ ! କାଲି ପରି ଲାଗୁଥିବା ଦିନଗୁଡ଼ିକୁ ବିତି ଯାଇଛି ୧୦

ଅଧିକ ପଢ଼ନ୍ତୁ »
6th Edition Editorial
ସମ୍ପାଦକୀୟ
ସଂଗ୍ରାମ କେଶରୀ ସେନାପତି

✍ ଷଷ୍ଠ ସମ୍ପାଦକୀୟ

ଏ ଦୁନିଆର ପ୍ରାୟତଃ ସଭିଏଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଆଉ ଏ ବ୍ୟସ୍ତବହୁଳ ଦୁନିଆରୁ ତାଙ୍କୁ ଟିକିଏ ଦୂରେଇ ଯିବାକୁ ହେଲେ ଅଧିକାଂଶ ମନୋରଞ୍ଜନ କରିବାକୁ ଗୀତ ଶୁଣନ୍ତି, ନାଟକ, ଫିଲ୍ମ

ଅଧିକ ପଢ଼ନ୍ତୁ »
Editorial 5
ସମ୍ପାଦକୀୟ
ତାପସ ରଞ୍ଜନ

✍ ପଞ୍ଚମ ସମ୍ପାଦକୀୟ

ସମ୍ପୂର୍ଣ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପ୍ରକାଶ କରିବାର ପ୍ରଚେଷ୍ଟା କରିଯାଇଛି । ନୂଆ କରି

ଅଧିକ ପଢ଼ନ୍ତୁ »
Editorial 4
ସମ୍ପାଦକୀୟ
ତାପସ ରଞ୍ଜନ

✍ ଚତୁର୍ଥ ସମ୍ପାଦକୀୟ

“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।” ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା

ଅଧିକ ପଢ଼ନ୍ତୁ »
ସାଙ୍ଗ ହେବ ତ ଏମିତି
ଗଳ୍ପ
ଦେବବ୍ରତ ବାରିକ

ସାଙ୍ଗ ହେବ ତ ଏମିତି

୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ୍ ଗୋଟେଇ ତା’ ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା’ ପେଟ

ଅଧିକ ପଢ଼ନ୍ତୁ »
ସବୁପୁଅ ଏମିତି ନା
କ୍ଷୁଦ୍ର ଉପନ୍ୟାସ
ପଦ୍ମଲୋଚନ ପାଢ଼ୀ

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି

ଅଧିକ ପଢ଼ନ୍ତୁ »
daradi-bandhu
କବିତା
ନିର୍ମଳ ନାୟକ

ଦରଦୀ ବନ୍ଧୁ

ଏମିତି ତ ତୁମେ ହସୁଛ… ଛାତିତଳେ କଷ୍ଟ ଲୁଚେଇଛ… ସଭିଙ୍କୁ ଦର୍ଶାଅ ଖୁସିରେ ଅଛ… ଦୁଃଖ, ଯନ୍ତ୍ରଣାରେ ଖେଳୁଛ !! ଏମିତି ତ ତୁମେ ଗୀତ ଗାଉଛ… ବିରହର ରାଗିଣୀ କାହୁଁ ପାଉଛ.. କଷ୍ଟର

ଅଧିକ ପଢ଼ନ୍ତୁ »
Kape Cha
କବିତା
ଧୀରେନ ବାଗ

କପେ ଚା’

ତମ କପେ ଚା’ରେ ମୋ ନିସ୍ତେଜ ଶରୀରଟା ଯନ୍ତ୍ର ପରିକା ଚିହିଁକି ଉଠେ ଏଇଠି ଥାଏ ତମ ରାଗ ରୁଷା ଅଭିମାନ ମିଶା ପ୍ରେମର ଅଗାଧ ପରଷ । ଏଇଠି ବଖାଣ ତମ ଶହ

ଅଧିକ ପଢ଼ନ୍ତୁ »

ଶୁଭପଲ୍ଲବ ସବୁବେଳେ ପାଠପାଠିକାମାନଙ୍କର ସୁନ୍ଦର ସୁନ୍ଦର ଲେଖାକୁ ଏହାର ଇ-ପତ୍ରିକାରେ ସ୍ଥାନିତ କରିଆସିଛି, ଯଦି ଆପଣଙ୍କ ଲେଖା ଆମର ଇ-ପତ୍ରିକାରେ ପ୍ରକାଶ ପାଇପାରିନାହିଁ, ତେବେ ଏହା ନିଶ୍ଚୟ ଆମର ଏହି ୱେବ୍ ପୋର୍ଟାଲରେ ଉପଲବ୍ଧ ହେବ । ଓଡ଼ିଆ ସମେତ ଆମର ପୋର୍ଟାଲ ଇଂରାଜୀ, ହିନ୍ଦୀ, ସଂସ୍କୃତ, ବଙ୍ଗଳାପଞ୍ଜାବୀ ଭାଷାରେ ଉପଲବ୍ଧ ହେଉଛି । ଆମର ଅନ୍ୟକ ଏକ ଡୋମେନ୍ www.shubhapalalba.com ହେଉଛି ଏହି ସୁମଦାୟ ପୋର୍ଟାଲର ମୂଳ ଡୋମେନ୍ ।

ବୌଦ୍ଧଗଡ଼ରେ ମୁହୂର୍ତ୍ତେ
ଭ୍ରମଣ କାହାଣୀ
ଆଭା ପ୍ରଧାନ

ବୌଦ୍ଧଗଡ଼ରେ ମୁହୂର୍ତ୍ତେ

ଦଶପଲ୍ଲା । ହୁଁ….. ରଣପୁର- ନୟାଗଡ଼ ରାସ୍ତାଠୁ ବି ଆହୁରି ଲୋଭିଲା । ଏଇଠୁ ବୋଧହୁଏ ପ୍ରକୃତିର ଯାଦୁକରୀ ଛୁଆଁ ଆରମ୍ଭ ହେଲା । ମଣିଷ ତିଆରି ରାସ୍ତା, ଆଉ ଅଳ୍ପ ଗାଡ଼ି କେତେଟା

ଅଧିକ ପଢ଼ନ୍ତୁ »
ବିଦେଶରେ ଭାରତୀୟଙ୍କୁ ସମ୍ମାନ
ଭ୍ରମଣ କାହାଣୀ
ଡ. ସୁରେନ୍ଦ୍ରନାଥ ପତି

ବିଦେଶରେ ଭାରତୀୟଙ୍କୁ ସମ୍ମାନ

କିଛିମାସ ତଳେ ଏକ ଦଳ ସହ ୟୁରୋପ ଭ୍ରମଣରେ ଯାଇଥିଲି । ସମୁଦାୟ ୧୦ଟି ଦେଶ ବୁଲି ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିଲୁ । ୪୮ ଜଣ ଯାତ୍ରୀ ବିଭିନ୍ନ ସହରରୁ ଦିଲ୍ଲୀରେ ଏକତ୍ରିତ

ଅଧିକ ପଢ଼ନ୍ତୁ »
Janlin Parida
ସାକ୍ଷାତକାର
ସଂଗ୍ରାମ କେଶରୀ ସେନାପତି

ରଜ କୁଇନ୍ ଜାଙ୍କଲିନ୍ ପରିଡ଼ାଙ୍କ ସହ ମନଖୋଲା ଆଳାପ

୨୦୧୬ ମସିହାର ସାର୍ଥକ ଟିଭିରେ ପ୍ରସାରିତ ରିୟାଲିଟି ଶୋ ରଜ କୁଇନ୍‌ର ବିଜେତା ହୋଇଥିଲେ ଜାଙ୍କଲିନ୍ ପରିଡ଼ା । ପରବର୍ତ୍ତୀ ସମୟରେ ସେ ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ମୋ ଜେଜେମାରେ ରିୟା ଭୂମିକାରେ

ଅଧିକ ପଢ଼ନ୍ତୁ »
An Interview with Odia Song Puchuki Fame Sailendra Samantray on Shubhapallaba
ସାକ୍ଷାତକାର
ଡ. ସୁଲଗ୍ନା ମହାନ୍ତି

‘ପୁଚୁକି ଗାଲି’ ଫେମ୍ ଶୈଳେନ୍ଦ୍ରଙ୍କ ସହ କିଛି ଖରାବେଳିଆ ଗପସପ

ଶୈଳେନ୍ଦ୍ର ସାମନ୍ତରାୟ ଆଜିର ଯୁବପିଢ଼ିର ପାଖରେ ଏକ ଲୋକପ୍ରିୟ ନାମ । ନ’ ବର୍ଷ ବୟସରେ ପ୍ରଥମେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ପ୍ରୋଗ୍ରାମରେ ପ୍ରତିଦ୍ୱନ୍ଦିତା କରିଥିଲେ । ବଡ଼ ହେଲା ପରେ ୱେବ

ଅଧିକ ପଢ଼ନ୍ତୁ »
Kuntala Kumari Sabat
ଜୀବନି
ସଂଗ୍ରାମ କେଶରୀ ସେନାପତି

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

ଭାରତ ସ୍ୱାଧୀନ ହେବା ପୂର୍ବରୁ ଯେତେବେଳେ ନାରୀମାନଙ୍କୁ ପାଠପଢ଼ିବାର ଅନୁମତି ମିଳିବା କଷ୍ଟକର ହୋଇଯାଉଥିଲା ସେହି ସମୟରେ କଟକ ଡାକ୍ତରୀ ବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ

ଅଧିକ ପଢ଼ନ୍ତୁ »
Utakala Gouraba Madhusudan Das
ଜୀବନି
ସିନ୍ଧୁଜ୍ୟୋତି ତ୍ରିପାଠୀ

ଉତ୍କଳ ଗୌରବ ମଧୁସୂଦନ ଦାସ

‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା,

ଅଧିକ ପଢ଼ନ୍ତୁ »
ପଖାଳ ଦିବସ ଯୋଜନା
ବ୍ୟଙ୍ଗ କଥା
ପାରାଶର ନାୟକ

ପଖାଳ ଦିବସ ଯୋଜନା

ଗ ବାବୁ ଭାରି ଚିନ୍ତିତ, ଏଣେ ପଖାଳ ଦିବସ ପାଖେଇ ଆଇଲାଣି । ଯଦି ସିକ୍ରେଟ ମିଶନଟି ବାହାରକୁ ପ୍ରଘଟ ହେଇଯାଏ ତେବେ ଗଲା ଜାଣ, ଏହାର ଜିଆଇ ଟାଗ ବି ହାତରୁ ଚାଲିଯିବ

ଅଧିକ ପଢ଼ନ୍ତୁ »
କୋରୋନାର କରୁଣା
ପ୍ରବନ୍ଧ
ଇତିଶ୍ରୀ ନାୟକ

କରୋନାର କରୁଣା

ଆଜି କରୋନାକୁ ନେଇ ଆମେ ସମସ୍ତେ ବ୍ୟତିବ୍ୟସ୍ତ । କାରଣ, ଏ ନୋଭେଲ କରୋନାର ଭୂତାଣୁ ଏକଦମ୍ ନୂଆ । ଆଉ ପୁରୁଣା କରୋନାଠୁ ବହୁଗୁଣରେ ବଳଶାଳୀ ବି । ଯାହାକୁ ନେଇ ସାରା

ଅଧିକ ପଢ଼ନ୍ତୁ »
CoronaVirus
ପ୍ରବନ୍ଧ
ଶୁଭପଲ୍ଲବ

କରୋନା ପାଇଁ ସତର୍କ ଘଣ୍ଟି

ଯଦି ଆପଣମାନେ ସାଙ୍ଗମାନଙ୍କ ସହିତ ବୁଲୁଛନ୍ତି, ରେଷ୍ଟୁରାଣ୍ଟକୁ ଯାଉଛନ୍ତି, ଏବଂ ଭାବୁଛନ୍ତି କରୋନା କିଛି ନୁହେଁ, ତେବେ ସଜାଗ ହେବା ଆରମ୍ଭ କରିଦିଅନ୍ତୁ । ଆଉ ହଁ ଏହି ନିମ୍ନଲିଖିତ ପ୍ରସଙ୍ଗଟି ନିଶ୍ଚିତ ରୂପେ

ଅଧିକ ପଢ଼ନ୍ତୁ »

ଭାଜନାଞ୍ଜଳି...

Asatya Nagar
ଭଜନାଞ୍ଜଳି
ଡ. ସୁବ୍ରତ କୁମାର ମହନ୍ତ

ଅସତ୍ୟ ନଗର

ଧନ୍ୟ ତୁମେ ନିୟନ୍ତା ଧନ୍ୟ ସୃଷ୍ଟି କର୍ତ୍ତା… ଧନ୍ୟ ତୁମ ନ୍ୟାୟ ଧନ୍ୟ ତୁମ ଲୀଳା । କି କହି ତୁମକୁ ବଖଣିବି ମୁହିଁ ! ବିଷର ବଳୟ ହୋଇଛି ଦୁନିଆ । ପବିତ୍ର

ଅଧିକ ପଢ଼ନ୍ତୁ »
ରହସ୍ୟମୟ ଦାରୁବ୍ରହ୍ମ
ଭଜନାଞ୍ଜଳି
ନିବେଦିତା ମହାପାତ୍ର

ରହସ୍ୟମୟ ଦାରୁବ୍ରହ୍ମ

ଦାରୁ ବ୍ରହ୍ମ ରୂପେ ରତ୍ନସିଂହାସନେ ବିରାଜିଛ ନୀଳମଣି ଚକ୍ର ସୁଦର୍ଶନ ଭଉଣୀ ସୁଭଦ୍ରା ସଙ୍ଗେ ଧରି ହଳପାଣି । (୧) କୋଟି କନ୍ଦର୍ପଙ୍କ ରୂପର ପ୍ରଭାରେ ହୋଇଅଛ ରୂପବନ୍ତ ଅଧାଗଢ଼ା ହୋଇ ମର୍ତ୍ତ୍ୟ ବୈକୁଣ୍ଠରେ

ଅଧିକ ପଢ଼ନ୍ତୁ »

Facebook

Twitter

Instagram

Close Menu