ଅପରାଜିତା
ତୁମେ ପରା ଅଟ ଅପରାଜିତା ମନ ମୋହିନିଏ ତୁମ ଲଟାର ଛଟା ତୁମେ ପରା ଅଟ ଅପରାଜିତା ଲତା ବର୍ଣ୍ଣ କୋଳେ ନୀଳ ରତନ ତାକୁ ଦେଖି ନାଚେ ହୃଦ ସ୍ପନ୍ଦନ ବାଉଁଶ ବାଡ଼ରେ ମାରେ ସାଉଁଟା ତୁମେ ପରା ଅଟ ଅପରାଜିତା ଗହଲ ଶ୍ୟାମଳ ପତ୍ରେ ସୁଶୋଭିତ ନୀଳ ଶାଢ଼ୀ ପିନ୍ଧି କରେ ବିମୋହିତ ଧରଣୀ ବୁକୁରେ ତୁମେ ତ ବିଜିତା ତୁମେ ପରା ଅଟ ଅପରାଜିତା ତୁମ ନୀଳ ରୂପେ ଭରିଛି ପ୍ରେମ ପବିତ୍ର…

