ଉତ୍ତର ପିଢ଼ି
ଭଗ୍ନ ମୁଖଶାଳା, ଭବନ ଲାଞ୍ଛିତ ବିସ୍ମୃତ ବୀର କୀରତି ଶବ୍ଦ ଆଡ଼ମ୍ବରେ ବିଲୁପ୍ତ ଅସ୍ମିତା ଲୁଣ୍ଠିତ କଳିଙ୍ଗ ଛାତି ଶୁଭୁ ନାହିଁ ଆଉ ରଣହୁଙ୍କାର ଧରାଭେଦି ଗରଜନ ଆଖି ଖୋଲା କରି ସୋଇଛି ମୋ ଜାତି ସୁପ୍ତ ଗର୍ବ ଅଭିମାନ କି ଲାଭ ସଞ୍ଚିତ ଥିଲେ ଘରେ ଖଡ୍ଗ, ହାତରେ ନଥିଲେ ଦମ୍ଭ? ଭଗିନୀ ନିର୍ବସ୍ତ୍ର, ମା’ ମୋ ଲଜ୍ଜିତ ଧ୍ୱସ୍ତ ଗରିମାର ସ୍ତମ୍ଭ ! ମିଛ ପ୍ରମାଣିତ ନ ହେଉ ପୁରୁଣା ପ୍ରସ୍ତର ବିଦିତ ବାଣୀ ହାଥି…

