କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ପଖାଳ ଚାଳିଶା
ପଖାଳ ଚାଳିଶା

ପଖାଳ ଚାଳିଶା

ଭାତକୁ ରାନ୍ଧିଣ ଆଣିବ, ସେଥିରେ ଦହି ମିଶାଇବ । ସ୍ଵାଦାନୁସାରେ ଲୁଣ ଦେବ, କଂସା ବାସନେ ପରଷିବ । ଅଟେ ପଖାଳ ନାମ ତା'ର, ସେଥିରେ ଲୋଭ ଓଡ଼ିଆର । ତା' ସାଙ୍ଗେ ଅନ୍ୟ ଦ୍ରବ୍ୟମାନ, ସାଦରେ କରିବ ଭୋଜନ ।…

Continue Readingପଖାଳ ଚାଳିଶା
Read more about the article ଆକାଂକ୍ଷା
ଆକାଂକ୍ଷା

ଆକାଂକ୍ଷା

ତୁମେ ଭାଙ୍ଗିଦେଇ ପାର ବୃହତାକାର ମହାଦ୍ରୁମ... କିନ୍ତୁ ରୋକି ପାରିବନି ତା'ର କ୍ଷୁଦ୍ର ଅଙ୍କୁରୋଦ୍‌ଗମ... ଲିଭେଇ ଦେଇପାର, ଆଶାର ପ୍ରଜ୍ୱଳିତ ଅଗ୍ନି, ହେଲେ ପ୍ରଶମିତ ହେବ ନାହିଁ ବୃହଦାକାଂକ୍ଷା ବ‌ହ୍ନି... ଭାବିବନି କେବେ, ଏ ତ' ସାମାନ୍ୟ ବାରି, ବନ୍ୟା ରୂପେ…

Continue Readingଆକାଂକ୍ଷା
Read more about the article ଜଣେ ପ୍ରେମିକର ହାତ ଲେଖା କବିତା
ଜଣେ ପ୍ରେମିକର ହାତଲେଖା କବିତା

ଜଣେ ପ୍ରେମିକର ହାତ ଲେଖା କବିତା

ପଲକରେ ଲାଗିଥିଲା ଜଳି ଯାଇଥିବା ସ୍ୱପ୍ନର ପାଉଁଶ... ଝାଡ଼ି ଦେଲା ଯିଏ ନିଜ ପଣତରେ, ସିଏ ଯାହା ସ୍ୱପ୍ନ ଜଳିଥିଲା ରାତିସାରା, ସିଏ ଏବଂ ଯିଏ ନିଆଁ ଲାଗେଇଥିଲା, ସିଏ ଅଲଗା ଅଲଗା ନୁହେଁ, ସମସ୍ତେ ସେହି ଜଣେ ବୋଲି ଯଦି…

Continue Readingଜଣେ ପ୍ରେମିକର ହାତ ଲେଖା କବିତା
Read more about the article ତୁମେ ଗଲା ପରେ
Tume Gala Pare (ତୁମେ ଗଲା ପରେ) Odia Poem by Bhagyashree Sahoo

ତୁମେ ଗଲା ପରେ

ବଞ୍ଚିକି ପାରିବ, ଶଶାଙ୍କ ବିନା ସରୋବରର ସେ କଇଁ? କେମିତି ବଞ୍ଚିବି ତୁମ‌ବିନା ପ୍ରିୟ ଆଖିରେ ଏ ଲୁହ ନେଇ ।୧। ବସନ୍ତ ମଳୟ, ଶ୍ରାବଣର ବର୍ଷା ଆସିଥିଲ ତୁମେ ସାଜି, ଗଲାବେଳେ କାଇଁ ହୋଇଗଲ ତୁମେ, ରୁକ୍ଷ ନିଦାଘର ଝାଞ୍ଜି…

Continue Readingତୁମେ ଗଲା ପରେ
Read more about the article ସଭାକୁ ସମୟ ନାହିଁ…
ସଭାକୁ ସମୟ ନାହିଁ

ସଭାକୁ ସମୟ ନାହିଁ…

ସଭାକୁ ସମୟ ନାହିଁ... ଉପାଧି ନେବାକୁ କନ୍ଦଳ ତ' ଚାଲେ ଠେଲାପେଲା... ମୁହାଁ ମୁହଁ... ସଭାପତି ବାବୁ ସଭାକୁ ଆସନ୍ତି... ନେଇ ତାଙ୍କ ଅଡ଼ି କାର୍ ସମ୍ପାଦକ କଥା କ'ଣ କ‌ହିବି... ସଭା ଅଧାରୁ ହୁଅନ୍ତି ପାର୍... ସଭା ସଭ୍ୟ ଏଠି…

Continue Readingସଭାକୁ ସମୟ ନାହିଁ…