ପଶ୍ଚାତାପ
ତମସା ନିସ୍ତବ୍ଧ ରଜନୀ ଥିଲା ଯେ, ଜନ ଶୂନ୍ୟ, କଲା କରମକୁ ଭାଳିଣ କୈକେଇ କରେ ରୋଦନ । ଶ୍ରାବଣର ବାରି ବରଷେ ଭୟଙ୍କର ସେ ରାତ୍ର, ଏକାକୀ କୈକେୟୀ ବସିଛି ଜାତ ହୋଇଛି ଭିତ । ମନେ ମନେ ତହିଁ…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ତମସା ନିସ୍ତବ୍ଧ ରଜନୀ ଥିଲା ଯେ, ଜନ ଶୂନ୍ୟ, କଲା କରମକୁ ଭାଳିଣ କୈକେଇ କରେ ରୋଦନ । ଶ୍ରାବଣର ବାରି ବରଷେ ଭୟଙ୍କର ସେ ରାତ୍ର, ଏକାକୀ କୈକେୟୀ ବସିଛି ଜାତ ହୋଇଛି ଭିତ । ମନେ ମନେ ତହିଁ…
ଜାଣିନି ଅପେକ୍ଷାର ଅନ୍ତ କେବେ ଘଟିବ, ମରୁଭୂମିରେ ବାଲୁକା ଶେଜରେ ନଦୀ ଆସିବ । ଆଶା ମୋର ଅସୀମ, ବାଟ ନାହିଁ ଚାଲିବାକୁ… ସ୍ଵପ୍ନ ମୋର ଅମାପ, ନିଦ ନାହିଁ ଶୋଇବାକୁ… ଭଙ୍ଗା ସାଗର ଲହରି, ଜୁଆରର ଭଟ୍ଟା… କ୍ଷଣ ଅବକ୍ଷଣେ..…
ଭଲ ଭଲ କହି ଭଲ ପାଇଗଲି ଭୁଲି ପାରୁନାହିଁ ମୁଁହିଁ, ଆଖିଯାଏ ଥକି ମନ ଯାଏ ଶୁଖି ତୁମ ବାଟ ଚାହିଁ ଚାହିଁ ।।୧।। ତୁମ ସାଥେ ଥିବା ପ୍ରତିଟି ମୁହୂର୍ତ୍ତ ଭୁଲିପାରୁନାହିଁ ମୁହିଁ, ନିରୋଳାରେ ଥିଲେ ତୁମେ ମନେପଡ଼ ଭେଟିବାକୁ…
ମୁଁ ଛଳନା, ବିଶ୍ୱାସର ମୁଖା ପିନ୍ଧି ଦିଏ ମୁଁ ଯାତନା । ମୁଁ ଯୌବନ, ମୋତେ ନେଇ ଗର୍ବୀ ମନ ଭୁଲେ ଆତ୍ମଜ୍ଞାନ । ମୁଁ ଅହଙ୍କାର, ମୋ ପାଇଁ ସୁନା ସଂସାର ହୁଏ ଛାରକାର । ମୁଁ ଲୋଭ, ଯେତେ…
ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ।। ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ।।…