କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଶରଣାର୍ଥୀ
Odia Poem Sharanarthi (ଶରଣାର୍ଥୀ) by Tika Govind

ଶରଣାର୍ଥୀ

ତାର ବାଡ଼ର ଏପାଖେ ବି ଗୋଟେ ଦୁନିଆ ଅଛି ଆଉ ସେପାଖେ ବି । ଏପାଖେ ବି ପାଦ ତଳେ ମାଟି ମୁଣ୍ଡ ଉପରେ ଆକାଶ ଆଉ ସେପାଖେ ବି । କଣଟା ବଦଳି ଯାଏ ଦୁଇ ପାଖରେ, ନା ବଦଳେ…

Continue Readingଶରଣାର୍ଥୀ
Read more about the article ନାରୀ
Odia Peom Naree (ନାରୀ) by Subhadarsini Parida

ନାରୀ

ସମ୍ମାନୀୟା ବନ୍ଦନୀୟା ସର୍ବସହା ମମତାର ପ୍ରତିମୂର୍ତ୍ତି ମାନବୀ ନା ଦେବୀ କ'ଣ ବା ପରିଚୟ ତା'ର? ଦୁହିତା ଭଗିନୀ ଜାୟା ନା ଜନନୀ ମମତମୟୀ ସେହ୍ନପ୍ରଦାୟିନୀ ନା ଦୈତ୍ୟଦଳିନୀ? ହଜାରେ ରୂପ ହଜାରେ କାହାଣୀ ତଥାପି ସେ ନାରୀ ଶାନ୍ତ ସ୍ନିଗ୍ଧ…

Continue Readingନାରୀ
Read more about the article ଯାଯାବର ଯତ୍ନ
Odia Poem Jajabara Jatna (ଯାଯାବର ଯତ୍ନ) by Krushna Chandra Barik

ଯାଯାବର ଯତ୍ନ

କେବେ କେବେ ଇଚ୍ଛା ହେଲେ ଅଧର ଆଗରୁ ଫୋପାଡ଼ି ଦେଉଛ ଲିଓନାର୍ଡ଼ ଦା ଭିନ୍ସର ଚିତ୍ର ପରି ମେଞ୍ଚାଏ ମୋନାଲିସାର ହସ ପ୍ରେମର ପରିମାଣଟା ଅଧିକା ହେଲେ ସମ୍ପର୍କଟା ନିବିଡ଼ ହେବା ପରିବର୍ତ୍ତେ ଲାଗୁଛି ଶସ୍ତା ସମ୍ପର୍କର ଶିଳାନ୍ୟାସ "ପ୍ରାଧାନ୍ୟ" "ପ୍ରମୁଖ"…

Continue Readingଯାଯାବର ଯତ୍ନ
Read more about the article ଜୀବନର ମୂଲ୍ୟ
Odia Poem Jibanara Mulya (ଜୀବନର ମୂଲ୍ୟ) by Deepankar Panda

ଜୀବନର ମୂଲ୍ୟ

ଶୂନ୍ୟହସ୍ତେ ଆମେ ରଖିଥିଲୁ ପାଦ ଏଇ ଭବ୍ୟ ଦୁନିଆରେ ରିକ୍ତହସ୍ତେ ଦିନେ ଚାଲିଯିବୁ ସତ ବନ୍ଦୀ କାଳଯମ ଫାଶରେ ଶୋକମଗ୍ନ ବନ୍ଧୁ ପରିବାର ସବୁ ରହିଯିବେ ଆମ ପଛରେ ସମୟ ଛକରେ ଛନ୍ଦି ଆମେ ତ ରହିଯିବା ତାଙ୍କ ସ୍ମୃତିରେ ଛାଡ଼ିଯିବା…

Continue Readingଜୀବନର ମୂଲ୍ୟ
Read more about the article ଚାଲିଯିବା ଆମେ
Odia Poem Chalijiba Ame (ଚାଲିଯିବା ଆମେ) by Prashant Pradhan

ଚାଲିଯିବା ଆମେ

ଚାଲିଯିବା ଆମେ ଅଜଣା ରାଇଜେ ଗଢ଼ିବା ପ୍ରେମ ନଅର ସେଇ ନଅରରେ ଦେବି ମୁଁ ତୁମକୁ ସିନ୍ଦୂରର ଉପହାର ॥ ନୀଳ କୁରଞ୍ଜିକୁ ନୀଳଗିରି ଠାରୁ ତୋଳି ମୁଁ ଆଣିବି ସାଥି ଫୁଲର ଶେଜରେ ପ୍ରଣୟ ନିଶାରେ କଟିଯିବ ମଧୁରାତି ॥…

Continue Readingଚାଲିଯିବା ଆମେ