କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ପ୍ରେମ ବଦଳରେ ପ୍ରେମ
Odia Poem Prema Badalare Prema (ପ୍ରେମ ବଦଳରେ ପ୍ରେମ) by Pankaj Kumar Mangal

ପ୍ରେମ ବଦଳରେ ପ୍ରେମ

ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା, ଟିକେ ଭଲପାଇବା ମାଗି ଥିଲି ବୋଲି ମୋତେ ଦେଲୁ ତୁ ଛଳନା । କିଛିଦିନ ପାଇଁ ହସ ଦେଇ ଓଠେ କରି ଚାଲିଗଲ ଏକା, ଏକା ହେବା ଯଦି ପ୍ରେମର ଭାଗ୍ୟ…

Continue Readingପ୍ରେମ ବଦଳରେ ପ୍ରେମ
Read more about the article ସୋରିଷ ଫୁଲର ହସ
Odia Poem Sorisha Phulara Hasa (ସୋରିଷ ଫୁଲର ହସ) b Manoranjan Surujal

ସୋରିଷ ଫୁଲର ହସ

ସୁନ୍ଦର କରଣି ବିଧାତା ବରଣି ହେମାଙ୍ଗି ଛବି ଉଜ୍ଜ୍ୱଳ ରୂପେ ନିରୂପମ ଦିଶେ ଅନୁପମ ମାଦକ ବର୍ଣ୍ଣ ବିହ୍ୱଳ । ଅନିନ୍ଦ୍ୟ ସେ ରୂପ ଆଖି ଲାଗେ ପାପ ଢାଳନ୍ତି କି ଜ୍ୟୋତି ରବି ସ୍ୱର୍ଗ ମର୍ତ୍ତ୍ୟ ଧରା ନୁହେଁ ଅପସରା…

Continue Readingସୋରିଷ ଫୁଲର ହସ
Read more about the article ପ୍ରିୟା ତୁମେ ବିଶ୍ୱାସଘାତକ
Odia Poem Priya Tume Biswasaghata (ପ୍ରିୟା ତୁମେ ବିଶ୍ୱାସଘାତକ) by Prashant Pradhan

ପ୍ରିୟା ତୁମେ ବିଶ୍ୱାସଘାତକ

ଲଗେଇଦେଲ ଗୋ କଳଙ୍କର ଛିଟା ବିଶ୍ୱାସର ମଞ୍ଜି ବୁଣି ମନ ଆକାଶରେ ଛଳନା ରଙ୍ଗର ଇନ୍ଦ୍ରଧନୁ ଦେଲ ଟାଣି ॥ ମରୀଚିକା ସମ ଥିଲା ତୁମ ପ୍ରେମ ମେଣ୍ଟିଲା ନାହିଁ ମୋ ତୃଷ୍ଣା କସ୍ତୁରୀ ମୃଗ ମୁଁ ସାଜିଥିଲି ପ୍ରିୟା ପାଇବାକୁ…

Continue Readingପ୍ରିୟା ତୁମେ ବିଶ୍ୱାସଘାତକ
Read more about the article ଗରିବ
Odia Poem Gariba (ଗରିବ) by Janmajaya Nayak

ଗରିବ

ଯନ୍ତ୍ରଣାର ଜତୁଶାଳେ ଜଳିବାରେ ମୋତେ ମିଳିଥାଏ ଆନନ୍ଦ ଆଖିରେ ଲୁହ ଜକେଇ ଆସିଲେ ଭାଙ୍ଗିନପଡ଼ି ମୁଁ ଦେଖାଏ ସାହସ, ପିଲାଦିନୁ ଆଜିଯାଏ ଦୁଃଖଦାରିଦ୍ର୍ୟର କଷଟି ପଥରରେ ପେଷି ହୋଇ ଜାରି ରଖିଛି ମୋର ସଂଘର୍ଷ, ଦୁନିଆକୁ ଚିହ୍ନିବାରେ ସୁଯୋଗ ପାଉଛି ହଁ…

Continue Readingଗରିବ
Read more about the article କିଏ ବା ଭୁଲିବ
Odia Poem Kie ba Bhuliba (କିଏ ବା ଭୁଲିବ) by Ramesh Chandra Behera

କିଏ ବା ଭୁଲିବ

କିଏ ବା ଭୁଲିବ ମୋ ଓଡ଼ିଶାର ବୀରପୁତ୍ର ମଧୁସୂଦନ, ଗୋପବନ୍ଧୁ ସୁବାଷ, ସୁରେନ୍ଦ୍ର, ଲକ୍ଷ୍ମଣ ରାଧାନାଥ, ଫକିରମୋହନ ଗଙ୍ଗାଧର, ଜୟଦେବ ଖୁଦିରାମ ଆଦି ମାହାତ୍ମ୍ୟଙ୍କ ଅବଦାନକୁ? କିଏ ବା ଭୁଲିବ ମୋ ଓଡ଼ିଶାର ସଂସ୍କୃତି କୋଣାର୍କର କାରୁକାର୍ଯ୍ୟ ବେଶଭୁଷା ସନ୍ଧ୍ୟାର ଗୋଧୂଳି…

Continue Readingକିଏ ବା ଭୁଲିବ