Read more about the article ଫେରାଇ ଦିଅ ମୋ ଛାୟା
Odia Poem Pherai Dia Mo Chhaya (ଫେରାଇ ଦିଅ ମୋ ଛାୟା) by Alekh Meher

ଫେରାଇ ଦିଅ ମୋ ଛାୟା

ସତ୍ୟ କର୍ମ ବୃକ୍ଷ ଶାଖା ପ୍ରଶାଖାରେ ଦେଖି ହୃଷ୍ଟପ୍ରୁଷ୍ଟ ଫୁଲ ବାତ୍ୟା ସାଥେ ଘନ ରୋଷେ ବରଷିଲେ ଉଜାଡ଼ି ଜୀବନ ମୂଳ । ହେଲା ମହୀ ପତିତ, ସାତ ବାସରରେ ଅକସ୍ମାତ । ମହୀରୁହ ହୃଦ କେସନେ କରିବ ସପନର ସୌଦାଗର,…

Continue Readingଫେରାଇ ଦିଅ ମୋ ଛାୟା
Read more about the article ପ୍ରଲୋଭନ ବାଣୀକୁ ସାବଧାନ
Odia Poem Pralobhana Baniku Sabadhan (ପ୍ରଲୋଭନ ବାଣୀକୁ ସାବଧାନ) by Alekh Meher

ପ୍ରଲୋଭନ ବାଣୀକୁ ସାବଧାନ

ଲପନରେ ହସ ମୁଖରେ ଗରଳ ଅନ୍ମେଷିବା କାଠିକର, ପୀୟୁସ ବିଚାରି ଭକ୍ଷଣ କରନ୍ତେ କଳେବର ଛାରଖାର । ନୀଚମନା ସଦା ସ୍ୱାର୍ଥ ସିଦ୍ଧ ପାଇଁ ଧରେ ସୁଦ୍ଧ ଯୋଗୀ ବେଶ, ନିର୍ଜନ ବେଳାରେ ହରି ନିଏ ମାନ ଯେସନେ ଲଙ୍କା ନରେଶ…

Continue Readingପ୍ରଲୋଭନ ବାଣୀକୁ ସାବଧାନ
Read more about the article ନଇଁଲେ ମସ୍ତକ ସମୁଦ୍ର ପାର
Odia Poem Nainle Masataka Samudra Par (ନଇଁଲେ ମସ୍ତକ ସମୁଦ୍ର ପାର) by Alekh Meher

ନଇଁଲେ ମସ୍ତକ ସମୁଦ୍ର ପାର

ନଇଁଲେ ମସ୍ତକ ବାରାନିଧି ପାର ଜାଣିଛି ଦୁନିଆଁ ସାରା, ଅବନତ କରି ପ୍ରଣାମ କରନ୍ତି ଜ୍ଞାନୀ ଗୁଣି ସସାଗରା । ଜଳଧର ନମ୍ରେ ନଭ ମଣ୍ଡଳରୁ ଜୀବନ କରନ୍ତି ଦାନ, ପାଦପ ଉଚ୍ଚରେ ଅବସ୍ଥାନ କରି ବିତରେ ଫଳ ପ୍ରସୂନ ।…

Continue Readingନଇଁଲେ ମସ୍ତକ ସମୁଦ୍ର ପାର
Read more about the article ଏ କି ଅବିଚାର
Odia Poem E Ki Abichara (ଏ କି ଅବିଚାର) by Alekha Meher

ଏ କି ଅବିଚାର

ନାସ୍ତିକ କରଇ ସୁଖେ ଅଟ୍ଟହାସ୍ୟ ଆସ୍ତିକ ନୟନେ ଲୁହ, ଜୀବନଟା ସାରା ଦୁଃଖର ଅଙ୍ଗାର ହୃଦୟରେ ଭରା କୋହ । ନିଃଶବ୍ଦ ସାଧନା ନିଃସ୍ୱାର୍ଥ ଭାବନା ତିରସ୍କାର ପାଇଁ ସାର, ସୁଦ୍ଧ ପେୟନୀରେ ପୋକ ପକାଇଲେ ହୁଅଇ ସିନା ଅମର ।…

Continue Readingଏ କି ଅବିଚାର
Read more about the article ଏ କି ଅବିଚାର
Odia Poem E Ki Abichara (ଏ କି ଅବିଚାର) by Alekh Meher

ଏ କି ଅବିଚାର

ପରଖିବା ସୀମା ଲଙ୍ଘନର ପରେ ଘୃଣା ଲାଗଇ ତମକୁ, ଶରଣ ରଖିନ ଫୋପାଡ଼ିଲ ଦୂରେ ଭରଷା ଅବା କାହାକୁ । ବରମୁଡ଼ା କୋଣ ଜଳ ଭଉଁରୀରେ ହରାଇ ହୃଦୟ ହାର, ମୋହ ମାୟା ପୂର୍ଣ୍ଣ ଭବ ଶୟଳରେ ବଞ୍ଚିବାର ନାହିଁ ମୋର…

Continue Readingଏ କି ଅବିଚାର