କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଫୁଲ
Odia Poem Phula (ଫୁଲ) by Jituram Sahu

ଫୁଲ

ଫୁଲଟିଏ ମୁଁ ଫୁଟିଅଛି ସତେ ଦିଶୁଅଛି କେଡ଼େ ସୁନ୍ଦର । ତୋଳନି ମୋତେ ଫୁଟିଛି ଯତନେ ମହକିବି କରି ଆଦର ॥ କଣ୍ଟା ବୁଦାମୂଳେ ଫୁଟିଅଛି ମୁଁ ଥାଏ ପର୍ବତେ ଜଳ ସ୍ଥଳେ । ବନେ ଉପବନେ ରହିଅଛି ମୁଁ ପ୍ରସ୍ପୁଟିତ…

Continue Readingଫୁଲ
Read more about the article ତୁମେ
Odia Poem Tume (ତୁମେ) by Dr. Rajkumari Behera

ତୁମେ

ମୁଁ ଦିଗହରା ବିହଙ୍ଗଟେ ପରି ବୁଲୁଥିଲି ଇତସ୍ତତଃ ହୋଇ ନୀଳ ଆକାଶର ବୁକୁରେ ତୁମେ ପରାଗର ରେଣୁ ପରି ଉଡ଼ି ଆସି ପୁଷ୍ପ ଉଦ୍ୟାନରୁ ବିଞ୍ଚି ଦେଲ ମୋ ଦେହେ ମହକତାର ବାସ୍ନାଟିଏ । ମୁଁ ପାହାଡ଼ୀ ଝରଣାଟେ ପରି ବୋହୁଥିଲି…

Continue Readingତୁମେ
Read more about the article ତୁମେ ଆଉ ମୁଁ
Odia Poem Tume Au Mun (ତୁମେ ଆଉ ମୁଁ) B. Jena (Lipsy)

ତୁମେ ଆଉ ମୁଁ

ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ ମୁଁ ବାଲିର ଛୋଟ ଏକ କଣ ଚନ୍ଦ୍ରମା ତୁମେ ମୁଁ ତା'ର ଏକ ଉଜ୍ଵଳ କିରଣ ଫୁଲ ତୁମେ ତା'ର ସୁଗନ୍ଧ ମୁଁ ଗୀତ ତୁମେ ସ୍ୱର ମୁଁ ଜୀବନ ଗୀତିରେ ମଧୁର ସାଜ ତୁମେ…

Continue Readingତୁମେ ଆଉ ମୁଁ
Read more about the article ଆମ ଗାଁ ବାଇଆ
Odia Poem Ama Gaon Baia (ଆମ ଗାଁ ବାଇଆ) by Jagan Behera

ଆମ ଗାଁ ବାଇଆ

ଆରେ ବାଇଆ... ବସିଛୁ କାହିଁ ମନକୁ ମାରି କାମରେ ତୋର କରୁଛୁ ଡେରି, ବେଳ କାଳ ତତେ ଜଣା ପଡ଼ୁନି କିସ ଭାବୁଛୁ ବୁଝି ହଉନି । ବାପା ହୋଟେଲରେ ଖାଉଚୁୁ ନିଇତି ଟିକିଏ ପିଉଚୁ, ମୋବାଇଲ ନୀତି କେଞ୍ଚୁଚୁ ଥେଇଥେଇ…

Continue Readingଆମ ଗାଁ ବାଇଆ
Read more about the article ରଙ୍ଗ ପସରା
Odia Bhajan Ranga Pasara (ରଙ୍ଗ ପସରା) by Gupteswar Chand

ରଙ୍ଗ ପସରା

ବରଷକେ ବାର ମାସ ଛଅ ଋତୁ ପରବର ସଂଖ୍ୟା ତେର । କଳା ଦିଅଁ ଭାଇ ଭଉଣୀଙ୍କ ସାଥେ ବିଜେ ନିଜେ ଶ୍ରୀ କ୍ଷେତ୍ରର ॥ ଭକତଙ୍କ ସଙ୍ଗେ ପ୍ରଭୁ କେଡ଼େ ରଙ୍ଗେ କରିଥାନ୍ତି ଲୀଳା ଖେଳା । ଅନାଥର ନାଥ…

Continue Readingରଙ୍ଗ ପସରା