କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ବାଡ଼ି ବରକୋଳି
Odia Poem Badi Barakoli (ବାଡ଼ି ବରକୋଳି) by Saroj Kumar Sahoo

ବାଡ଼ି ବରକୋଳି

ଖଟା ସିନା ଲାଗେ ବାଡ଼ି ବରକୋଳି ରସାଳ ସେଇଟି ଭାରି ପ୍ରତିଟି ବରଷ ଶୀତ ସାଥେସାଥେ ଫୁଲଫଳ ଆସେ ଭରି । ଦୂର ଦୂରାନ୍ତର କେତେ ଟିକି ପକ୍ଷୀ ଡାଳରେ ବସନ୍ତି ନିତି କେତେଯେ ଭଅଁର କେତେ ମହୁମାଛି ଖେଳୁଥାନ୍ତି ପ୍ରଜାପତି…

Continue Readingବାଡ଼ି ବରକୋଳି
Read more about the article କବି ଓ କବିତା
Odia Poem Kabi o Kabita (କବି ଓ କବିତା) by Rashmibala Satapathy

କବି ଓ କବିତା

କବି କହେ କବିତାକୁ କିପରି କହିବି ମନର କଥା, କବିତା କହେ କବିରେ ମୁଁ ପରା ତୋ ମନର ବ୍ୟଥା । କବିତାରେ ଲେଖୁଛୁ ତୁ ତୋ ମନର ଅକୁହା କଥା, ଜାଣିପାରୁ ନାହୁଁ କବିରେ ଇଏ ପରା ତୋ' ହୃଦୟର…

Continue Readingକବି ଓ କବିତା
Read more about the article ଏଇତ ନାରୀ
Odia Poem Aeta Nari (ଏଇତ ନାରୀ) by Diptimayee Singh

ଏଇତ ନାରୀ

ଚାରିଆଡ଼େ ଖାଲି ଗୁଞ୍ଜରୁଛି ଶବଦ ମହିଳା ସଶକ୍ତିକରଣ ପାଇଁ, ମାଆମାନେ ମୋର ପାହାଡ଼ ଡେଇଁଲେ ଜଳ ଆଣି ଯିବା ପାଇଁ ॥ ଦୁଃଖିନୀ ମାଆଟା ଉପରେ ମୋହର ନଜର କାହାର ନାହିଁ, ଘିଡ଼ି ଘିଡ଼ି ହେଇ ଧାଉଁଅଛି ସେହି ପାହାଡ଼ ଜଙ୍ଗଲ…

Continue Readingଏଇତ ନାରୀ
Read more about the article ଆତ୍ମିୟତାର ବାସ୍ନା
Odia Poem Atmiyatara Basna (ଆତ୍ମିୟତାର ବାସ୍ନା) by Rajesh Rath

ଆତ୍ମିୟତାର ବାସ୍ନା

ଯାହା କିଛି କ୍ଷଣ ଅଟକାଇ ଦିଏ ମୋ ଭିତରେ ଦୌଡ଼ୁଥିବା ଏକ ଦିଗହରା ବୟସକୁ ଧରେଇ ଦିଏ ହାତରେ ଏକ ତୂଳୀ ଆଙ୍କିବାକୁ କୁହେ ଏକ ଚିର ଇପ୍ସିତ ଅଫେରା ଋତୁକୁ... ଦେଖୁ ଦେଖୁ ମୁଁ ଅଙ୍କେ ଆଙ୍କେ ତୁମକୁ, ତୁମ…

Continue Readingଆତ୍ମିୟତାର ବାସ୍ନା
Read more about the article ଆକାଶ ଆଖିରେ ଲୁହ
Odia Poem Akasha Akhire Luha (ଆକାଶ ଆଖିରେ ଲୁହ) by Chinmaya Kumar Sahoo

ଆକାଶ ଆଖିରେ ଲୁହ

ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡ଼େ ସୁଖୀ ସତେ ସେଇ କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ । ପକ୍ଷୀ ଉଡ଼ୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ ଦଳ ଦଳ ହେଇ ବାଦଲ ଗୁଡ଼ାକ…

Continue Readingଆକାଶ ଆଖିରେ ଲୁହ