କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଜୀବନରେ ଚଉଛକ
Odia Poem Jibanara Chauchhaka (ଜୀବନରେ ଚଉଛକ) by Ashutosh Meher

ଜୀବନରେ ଚଉଛକ

କେତେ ଚଉଛକ ପଡ଼ିବ ସତରେ ଜୀବନର ଚଲା ବାଟେ କେତେ ନୂଆଁ କେତେ ପୁରୁଣା ମୁହଁ ଯେ ଦିଶିବେ ଦୁନିଆଁ ହାଟେ । ହସ କାନ୍ଦ ଲୁହ ଭାବନାରେ ଭରା ଜଟିଳ କୁଟିଳ ପଥ ତାହାରି ଭିତରେ ବାହିବାକୁ ହେବ ଜୀବନ…

Continue Readingଜୀବନରେ ଚଉଛକ
Read more about the article ଜହ୍ନ
Odia Poem Janha (ଜହ୍ନ) by Nibedita Mohapatra

ଜହ୍ନ

ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ ନିଳାଭ ଗଗନେ ରହି ବ‌ଉଦ କୋଳୁ ବିତରି ଜ୍ୟୋତ୍ସ୍ନା ଉଜ୍ଜ୍ୱଳ କର ଏ ମହି । ବିଭାବରୀ କୋଳେ ତାରକା ମେଳେ ଖେଳୁଥାଅ ଲୁଚକାଳି ଅପରୂପ ସେ କମନୀୟ ରୂପ ଅନ୍ଧାରେ ଉଠ‌ଇ ଝଳି…

Continue Readingଜହ୍ନ
Read more about the article ମୋ ମାଆଟା ପୁରୁଣାକାଳିଆ
Odia Poem Mo Maata Purunakalia (ମୋ ମାଆଟା ପୁରୁଣାକାଳିଆ) by Swarup Chandra Barik

ମୋ ମାଆଟା ପୁରୁଣାକାଳିଆ

ଏବେବି ଦିଅଇ ମଥାରେ ଓଢ଼ଣା ମୋ ମାଆଟା ପୁରୁଣାକାଳିଆ, ଦୂରରୁ କରଇ ଜୁହାର ବଡ଼ଙ୍କୁ ଚଳେ ଆଜିବି ସେ ଆଗ ଭଳିଆ । ପଖାଳର ସାଥେ ବାଢ଼ିଦିଏ ଖାଲି ବଡ଼ିଚୂରା ସଙ୍ଗେ ଶାଗ ସଜନା, ଚିଲ୍ଲି ଚିକେନଟା ତା'ପାଇଁ ଅଡ଼ୁଆ ମେଗି-ଚଉମିନ…

Continue Readingମୋ ମାଆଟା ପୁରୁଣାକାଳିଆ
Read more about the article ଆସିଯାଅ ତୁମେ…
Odia Poem Asijaa Tume (ଆସିଯାଅ ତୁମେ) by Soumyashree Tripathy

ଆସିଯାଅ ତୁମେ…

ହୋଇ ଜହ୍ନର ଜୋଛନା ଆସିଯାଅ ଥରେ ବିଚ୍ଛୁରି ଦିଅ ତୁମ ପ୍ରେମର କିରଣ ମୋର ଅଙ୍ଗେ ଅଙ୍ଗେ । ପୁଣି ଆସିଯାଅ କେବେ ହୋଇ ମେଘ ମହ୍ଲାର ବରଷି ଦିଅ ତୁମ ପ୍ରୀତି ପ୍ରଣୟ ସାଜିଯିବି ମୁଁ ଯେ ତୁମ ମନ…

Continue Readingଆସିଯାଅ ତୁମେ…
Read more about the article ଅକୁହା କଥା
Odia Poem Akuha katha (ଅକୁହା କଥା) by Shubhalaxmi Nanda

ଅକୁହା କଥା

ଆକାଶଟା ଫିକା ଲାଗେ ଲାଗେ ସତେ ରଙ୍ଗଛଡ଼ା ନୀଳ ଶାଢ଼ୀଟି ଗୁଡ଼େଇ ହେଇଚି, ଅଭିମାନି ମନ ତା'ର ଥମ ଥମ, ହେଇ ସତେ ଯେମିତି ବର୍ଷିଯିବ ସବୁକୋହ ବର୍ଷା ହୋଇ... କାହାପାଇଁ ହସିଉଠେ ଫୁଲଭରା ବଗିଚାଟି? ଗୋଟି ଗୋଟି ଫୁଲ ତୋଳି…

Continue Readingଅକୁହା କଥା