କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ପ୍ରେମ ସୁଧା ବାରି
Odia Poem Prema Sudha Bari (ପ୍ରେମ ସୁଧା ବାରି) by Ashutosh Meher

ପ୍ରେମ ସୁଧା ବାରି

ଦରପଣେ ଦେଖେ ନିଜ ଛବି ସିନା ଲାଗେ କିଆଁ ଏତେ ପର ଅଚିହ୍ନା ଅଚିହ୍ନା ମନର ଭିତରେ ଖୋଜିବାକୁ ନାହିଁ ତର । ହୃଦୟ ଭିତରୁ ଫୁଟି ଉଠେ କିଆଁ ହୃଦ ଛବି ଆଉ କା'ର ପ୍ରେମର ମହକେ ମନ ଉପବନ…

Continue Readingପ୍ରେମ ସୁଧା ବାରି
Read more about the article ପୂଣ୍ୟର ପ୍ରଭାବ
Odia Poem Punyara Prbhaba (ପୂଣ୍ୟର ପ୍ରଭାବ) by Gupteswar Chand

ପୂଣ୍ୟର ପ୍ରଭାବ

ପୂଣ୍ୟ ନୁହେଁ ଭାଇ ପଣ୍ୟ ଦ୍ରବ୍ୟ ପରି କିଣିବ ଯେ ନାଇଁ ସିଏ । ସ୍ୱାର୍ଥ ପଣ ତେଜି କଲେ ପରସେବା ପୂଣ୍ୟଟି ଅରଜି ହୁଏ ।୧। ପରମ ବ୍ରହ୍ମ ପରା ପୂଣ୍ୟର ପସରା ମେଲି ଦେଇଛନ୍ତି ଭାବେ । ଭାବ…

Continue Readingପୂଣ୍ୟର ପ୍ରଭାବ
Read more about the article ନାରୀ
Odia Poem Nari (ନାରୀ) by Sunita Patel

ନାରୀ

ମୁଁ ଜନନୀ ମୁଁ ଭଗିନୀ ମୁଁ ତନୟା ମୁଁ ସହଧର୍ମିଣୀ ଏଇତ ମୋ ଚରିତ୍ରର ବିବରଣୀ ମୁଁ ଲଜ୍ଜା ମୁଁ ପୂଜ୍ୟ ମୁଁ ଧୈର୍ଯ୍ୟ ମୁଁ ସଭ୍ୟ ଏସବୁ ମୁଁ ହେବା ନିତାନ୍ତ ଆବଶ୍ୟକ ମୁଁ ଧରଣୀ ମୁଁ କାମିନୀ ମୁଁ…

Continue Readingନାରୀ
Read more about the article ଦେବ କି ଅନୁମତି?
Odia Poem Deba ki Anumati (ଦେବ କି ଅନୁମତି) by Rajesh Rath

ଦେବ କି ଅନୁମତି?

ତୁମ ସ୍ୱପ୍ନ ଭରା ଆଖି, ପ୍ରଶ୍ନବାଚୀଟିଏ କେତେଯେ ସାଗରର ଗଭୀରତା, କେତେ ଯେ ଅକୁହା ବେଦନାର ବାର୍ତ୍ତା, ସବୁ ସାଇତି ସେ ନୀରବ... ବୈରାଗୀ ପରି । ହେଲେ ତୁମେ କୁହ ମୋ ଆଖିରେ କେତେ ଯେ ଗଳ୍ପ, କିନ୍ତୁ ତୁମ…

Continue Readingଦେବ କି ଅନୁମତି?
Read more about the article କେଉଁ ପୂଣ୍ୟ ବଳ ପାଇଁ?
Odia Bhajan Keun Punya Bala Pain (କେଉଁ ପୂଣ୍ୟ ବଳ ପାଇଁ) by Manoranjan Surujal

କେଉଁ ପୂଣ୍ୟ ବଳ ପାଇଁ?

ନୀଳ ତରଙ୍ଗରେ ପୁଲକିତ ମନ ସ୍ପର୍ଶେ ମତ୍ତ ମଧୁ ଅଳି, ଛନ୍ଦା ଚରଣରେ ଲୟ କରି ଧ୍ୟାନ ତୁମ ପ୍ରେମେ ମୁଁ ପାଗଳି । କିଏ କିଣିପାରେ ମନକୁ ମୋହର ତୁମେ ମୋ ମନ ମୋହନ, ଯୁଗଳ ପାଦକୁ ଥାପିଦେଇ ପ୍ରଭୁ…

Continue Readingକେଉଁ ପୂଣ୍ୟ ବଳ ପାଇଁ?