Read more about the article ଅଫେରା ଅତିଥି
Odia Poem Aphera Atita (ଅଫେରା ଅତିଥି) by Rashmibala Satapathy

ଅଫେରା ଅତିଥି

ଅନେକ ଦିନ ପରେ ଆଜି ଡାଏରୀ ଖୋଲି ବସିଲି, ଭାବିଲି କିଛି ଲେଖିବି ତୁମ ବିଷୟରେ... ଏମିତି ଲାଗିଲା, ସ୍ମୃତିଗୁଡ଼ାକ ସଜେଇ ହୋଇ ଅତୀତକୁ ଦେଖୁଛନ୍ତି ଯେପରି ! ଆଉ ସେ ସ୍ମୃତିରୁ କିଛି ଅନ୍ତରଙ୍ଗ ଶବ୍ଦକୁ କବିତାରେ ସ୍ଥାନ ଦେଲି…

Continue Readingଅଫେରା ଅତିଥି
Read more about the article ଜୀବନ ଦୋଳି
Odia Poem Jibanara Doli (ଜୀବନ ଦୋଳି) by Rashmibala Satapathy

ଜୀବନ ଦୋଳି

ଦୁଇଗୋଟି ରଜ୍ଜୁରେ ବନ୍ଧା ଜୀବନ ଦୋଳି ସମାହାର ଜନମ ମରଣର, ପ୍ରଭୁଙ୍କ ଆଦଶେ ବନ୍ଧା ଯେ ହୋଇଛି ବିଚିତ୍ରତା ପୂର୍ଣ୍ଣ ଏହା ସୃଷ୍ଟିର । ଜୀବନ ଦୋଳିର ଦୁଇପାର୍ଶ୍ଵ ସଜ୍ଜିତ ହୋଇଛି କେବେ ସୁଖ ଏଠି କେବେ ଦୁଃଖ, ସଂସାର ବାରିଧି…

Continue Readingଜୀବନ ଦୋଳି
Read more about the article ସନ୍ଦେହୀ ପ୍ରିୟତମା
Odia Poem Sandehi Priyatama (ସନ୍ଦେହୀ ପ୍ରିୟତମା) by Rashmibala Satapathy

ସନ୍ଦେହୀ ପ୍ରିୟତମା

ପ୍ରିୟତମା ମୋର ଭାରି ଅଭିମାନୀ କଥା କଥାରେ ଋଷି ବସିଯାଏ, ସନ୍ଦେହୀ ମାନିନୀ ଅଭିମାନ କରି ମୋ ମନେ ନିଆଁ ଲଗାଏ । ପ୍ରିୟା ଗୋ ତୁମ ହଂସିନୀ ଆଖି ଗୋଲାପ ପରି ଲାଲ୍ ଦିଶେ, ଚପଳାର ଚମକ ପରି ତୁମ…

Continue Readingସନ୍ଦେହୀ ପ୍ରିୟତମା
Read more about the article କବି ଓ କବିତା
Odia Poem Kabi o Kabita (କବି ଓ କବିତା) by Rashmibala Satapathy

କବି ଓ କବିତା

କବି କହେ କବିତାକୁ କିପରି କହିବି ମନର କଥା, କବିତା କହେ କବିରେ ମୁଁ ପରା ତୋ ମନର ବ୍ୟଥା । କବିତାରେ ଲେଖୁଛୁ ତୁ ତୋ ମନର ଅକୁହା କଥା, ଜାଣିପାରୁ ନାହୁଁ କବିରେ ଇଏ ପରା ତୋ' ହୃଦୟର…

Continue Readingକବି ଓ କବିତା
Read more about the article ଇଚ୍ଛା
Odia Poem Ichchha (ଇଚ୍ଛା) by Rashmibala Satapathy

ଇଚ୍ଛା

ଭାରି ଅବୁଝା ଭରି ଅଝଟିଆ ଏ ଇଚ୍ଛା, ସବୁରି ମନରେ ବସା ବାନ୍ଧିଥାଏ ଏ ଇଚ୍ଛା । ସ୍ୱପ୍ନର ତାଜମହଲ ଗଢ଼ିତୋଳିଥାଏ ଏ ଇଚ୍ଛା, କଳ୍ପିତ ଜୀବନ କାହାଣୀର ଆଧାର ଏ ଇଚ୍ଛା । ଉଦାସୀ ଓଠରେ ହସର ମୁକୁତା ଖେଳାଏ…

Continue Readingଇଚ୍ଛା