ମୋ ଛୋଟ ଗାଆଁ
ଏଇ ମୋର ଛୋଟ ଗାଆଁରେ ତାକୁ ଟିକେ ଚାହାଁରେ, ଜନମ ଏଇଠି, ମରଣ ଏଇଠି ପାଳିଆବିନ୍ଧା ତା'ର ନାଆଁରେ । ବୁଢ଼ା ଅଙ୍କା ବଙ୍କା ବାଡ଼ି ପରି ଅଙ୍କେଇ ବଙ୍କେଇ ହେଇ କୁଣ୍ତି ନଈ ଗାଆଁ ମଝିରେ ଯାଇଛି ବହି, ବରଷା…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ଏଇ ମୋର ଛୋଟ ଗାଆଁରେ ତାକୁ ଟିକେ ଚାହାଁରେ, ଜନମ ଏଇଠି, ମରଣ ଏଇଠି ପାଳିଆବିନ୍ଧା ତା'ର ନାଆଁରେ । ବୁଢ଼ା ଅଙ୍କା ବଙ୍କା ବାଡ଼ି ପରି ଅଙ୍କେଇ ବଙ୍କେଇ ହେଇ କୁଣ୍ତି ନଈ ଗାଆଁ ମଝିରେ ଯାଇଛି ବହି, ବରଷା…
ପ୍ରଭୁ ମୋତେ କରିଛଂତି ବିଶ୍ୱକୁ ଅର୍ପଣ ଭୃତ୍ୟ ହୋଇ କରୁଥିବି ବିଶ୍ୱର କଲ୍ୟାଣ ଦରକାରୀ ନୁହେଁ ଏତେ ଭଜନ, କୀର୍ତନ ଏକାଗ୍ର ହୋଇ କାମରେ ଲଗାଇବି ମନ ମିଳିଯିବ ସମସ୍ୟାର ବହୁ ସମାଧାନ ଏତେ ବେଶି କହି ତାଂକୁ କଲେ ହଇରାଣ…
ସିନ୍ଦୂରା ଫାଟିନି ସୁରୁଜ ଉଇଁନି ଚଣ୍ଡାଳ ପୁଙ୍ଗାଟା ବାଜି ଉଠିଲାଣି ଶୀତୁଆ ସକାଳ ନିଦଟି ଭାଙ୍ଗୁନି ନାହିଁ ଅନ୍ୟ ଗତି କାମ ଡାକିଲାଣି । ଆଜି ରହିଯାଅ କହିଲା ଭାରିଜା କାହିଁକି କେଜାଣି ମନଟା ଅବୁଝା ବେଳ ଗଡ଼ିଲାଣି ଥାଉ ସାଜସଜା…
ମୋ ଗାଁ ନଈ ତୁମ ଗାଁ ଛୁଇଁ ବହିଯାଏ ଗୀତ ଗାଇ, କୁଳୁ କୁଳୁ ନାଦେ ସଙ୍ଗୀତ ସୁରରେ ତୁମକୁ ଦେଇ ଅନାଇ..!! ତୁମ ପାଦ ସ୍ପର୍ଶ ନଈର ପାଣିରେ ଲହରୀତ ଯେବେ ହୁଏ, ତରଙ୍ଗାୟିତ ହୋଇ ସେଇ ପାଦ ଛୁଆଁ…
ଭକତକୁ ଛାଡ଼ି ରହି ନ ପାରନ୍ତି ଭକତ ବତ୍ସଳ ହରି, ସଲିଳ ବିହୁନେ ମୀନ ହୁଏ ଯେହ୍ନେ ପ୍ରଭୁଙ୍କ ଦଶା ସେପରି ।୧। କାୟା ବିନା ଛାୟା ରହି ନ ପାରଇ ଯେସନେ କ୍ଷଣକ ପାଇଁ, ଭକତ ବିରହେ ଅଧୀର ହୁଅନ୍ତି…