କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ପ୍ରେମର ପରିଭାଷା
Odia Poem Premara Paribhasa (ପ୍ରେମର ପରିଭାଷା) by Dibyashree Biswabandya Jena

ପ୍ରେମର ପରିଭାଷା

ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କହି କି ପାରିବ? କେମିତି ଦ୍ରବ୍ୟ ସେ ପ୍ରେମ ସେ କ'ଣ ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ ନା ସମ୍ପର୍କର ହାଟରେ ମୂଲ୍ୟହୀନ ଅବା ଦୁର୍ମୂଲ୍ୟ ! ଏଇ ଯେ ତୁମେ କୁହ…

Continue Readingପ୍ରେମର ପରିଭାଷା
Read more about the article ନିଷ୍କାମ ଭକ୍ତି
Odia Bhajan Niskama Bhakti (ନିଷ୍କାମ ଭକ୍ତି) by Manoranjan Surujal

ନିଷ୍କାମ ଭକ୍ତି

କିଛି ପାଇବାକୁ କିଛି ହରେଇବା ଏ ସିନା ଦୁନିଆଁ ରିତି, ତୁମ ବୀଜ ମନ୍ତ୍ର ସନ୍ଧ୍ୟା ସକାଳରେ ଜପୁଥାଏ ନିତି ନିତି । ପରମ ବାନ୍ଧବ ଲଗାଇବ କୂଳ ବସେଇଛ ଭକ୍ତି ନାବେ, ମୁକତି ପସରା ମେଲେଇ ଦେଇଛ ମୁକତ କରିବ…

Continue Readingନିଷ୍କାମ ଭକ୍ତି
Read more about the article ଗାଁରେ ପଡ଼ିଛି ଶୀତ
Odia Poem Gaan Re Padichhi Shita (ଗାଁରେ ପଡ଼ିଛି ଶୀତ) by Rudra Narayan Panigrahi

ଗାଁରେ ପଡ଼ିଛି ଶୀତ

ଶୀତଳ ପବନେ କାକର ବିନ୍ଦୁରେ ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । କାର୍ତ୍ତିକ ପୂର୍ଣିମା ଡଙ୍ଗାରେ ବସିକି ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । ଦିନର ଆୟୁଷ ଶୋଷଣ କରିକି ଆସିଛି ଜରତୀ…

Continue Readingଗାଁରେ ପଡ଼ିଛି ଶୀତ
Read more about the article ଯେ ଯାହା କହଂତୁ
Odia Poem Je Jaha Kahantu (ଯେ ଯାହା କହଂତୁ) b Prafulla Kumar Tripathy

ଯେ ଯାହା କହଂତୁ

ଯେ ଯାହା କହଂତୁ ପାରିଲେ ସହି ସଂସାରରେ ସୁଖେ ପାରିବା ରହି ବୃଥା ବିବାଦରେ ସାରିଲେ ବେଳ କରିଲେ କାମ ବି ମିଳେନି ଫଳ ସମୟ କରେନି କେବେ ପ୍ରତୀକ୍ଷା ଯେତେ ମିଳେ ତାହା କରିଲେ ରକ୍ଷା ମଣିଷଟେ କରି ବିବିଧ…

Continue Readingଯେ ଯାହା କହଂତୁ
Read more about the article ଧୁତୁରା ଫୁଲ
Odia Poem Dhutura Phula (ଧୁତୁରା ଫୁଲ) by Saroj Kumar Sahoo

ଧୁତୁରା ଫୁଲ

ଜଗତେ ଫୁଟିଛି କେତେଜାତି ଫୁଲ ଅଛନ୍ତି ତୋ' ସହୋଦର କି ଗୁଣ ଭରିଛି ତୋରି ଦେହରେ ପାଉଛୁ ଏତେ ଆଦର । ଶଙ୍କରଙ୍କ ଲାଗି ତୁହି ଅଟୁ ପ୍ରିୟ ତୋ' ନାମ ରହଛି ଜଗତେ ଭକତି ଭାବରେ ହୋଇଛନ୍ତି ପ୍ରୀତ ପୂଜୁବୋଲି…

Continue Readingଧୁତୁରା ଫୁଲ