କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ମୋ ମା’
Odia Poem Mo Maa (ମୋ ମା') for Mother's Day by Snigdhalaxmi Priyadarsini Mohapatra

ମୋ ମା’

ନା ମୋତେ ଜହ୍ନ ଦରକାର ନା ମୋତେ ତାରା ଦରକାର ନା ମୋତେ ସୁନା, ରୂପା, ହୀରା ମୋତି ମାଣିକ ଦରକାର କେବଳ ମୋତେ ମୋ ମା' ଦରକାର । ଅତୁଟ ବନ୍ଧନର ଜ୍ୱଳନ୍ତ ଉଦାହରଣ ସେ ଏକ ସୁନ୍ଦର ଶବ୍ଦର…

Continue Readingମୋ ମା’
Read more about the article ସନେଟ୍… ମା’
Odia Poem Ma (ଓଡ଼ିଆ ସନେଟ୍… ମା) by Madhumita Mishra

ସନେଟ୍… ମା’

ମା ନାଁ ଭିତରେ ଦିଶଇ ଈଶ୍ୱର ମା ନାମ ସବୁଠୁ ସୁନ୍ଦର…! ମା ଡାକ ସତେ କେତେ ଯେ ମଧୁର କେତେ ଲାଗେ ଆପଣାର…!! ମା କୋଳ ଥିଲେ ଡର ନାହିଁ କେବେ ବାଆ ଆସୁ କି ବତାସ…! ମା ରଖିଥାଏ…

Continue Readingସନେଟ୍… ମା’
Read more about the article ଅଭିଶପ୍ତ ଜୀବନ
Odia Poem Abhishapta Jibana (ଅଭିଶପ୍ତ ଜୀବନ) by Santanu Kumar Rout

ଅଭିଶପ୍ତ ଜୀବନ

କିପରି କହିବି ହୃଦର ବେଦନା ମୁଁ ଅଟେ ଏବେ ଜ୍ଞାନଶୂନ୍ୟ ଜ୍ଞାନୀ ମଣିଷର କାର୍ଯ୍ୟ ସବୁ ଏବେ ହେଇ ଯାଉଛି ଅଜ୍ଞାନ...!! କହୁଛନ୍ତି ସବୁ ସୁନ୍ଦର ଏ ସୃଷ୍ଟି ସୁନ୍ଦର ଏଇ ଜଗତ ସୁନ୍ଦର ଜଗତେ ପେଟ ଚାଖଣ୍ଡେକୁ ମିଳୁନି ଗଣ୍ଡିଏ…

Continue Readingଅଭିଶପ୍ତ ଜୀବନ
Read more about the article ଚକୁଳି ପିଠା
Odia Poem Chakuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ମୋ ରାଜ୍ୟ ଓଡ଼ିଶା ଓଡ଼ିଆ ମୋ ଭାଷା ସବୁଠାରୁ ଅଟେ ମିଠା । ବାରମାସେ ହୁଏ ତେର ପରବ ଲୋ ନିଆରା ଚକୁଳି ପିଠା ॥ ଅରୁଆ ଚାଉଳ ବିରିକୁ ତିନ୍ତେଇ ଚିକ୍କଣ କରି ବାଟି । ପଲମ ବସେଇ ବୋଉ…

Continue Readingଚକୁଳି ପିଠା

ମାଆ- ଏକ ଦେବୀରୂପୀ ଚଳନ୍ତି ପ୍ରତିମା

ହେ ଆଧୁନିକତାର ବଶବର୍ତ୍ତୀ ମଣିଷଗଣ ତୁମେ କେବେ ପରଖି ଦେଖିଛ କି??? ମାତୃ ହୃଦୟର ବ୍ୟଥାବେଦନାକୁ ଯିଏ ଦଶମାସ ଦଶଦିନ ଗର୍ଭରେ ଧରି ପ୍ରସବର ଅହେତୁକ ଯନ୍ତ୍ରଣା ସହି ତୁମକୁ ଏ ଦୁନିଆର ଆଲୋକ ଦେଖାଏ !? ଯିଏ ନିଜର ଛାତି…

Continue Readingମାଆ- ଏକ ଦେବୀରୂପୀ ଚଳନ୍ତି ପ୍ରତିମା