କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଭାଷା ପ୍ରୀତି
Odia Poem Bhasa Priti (ଭାଷା ପ୍ରୀତି) by Basanta Pradhan

ଭାଷା ପ୍ରୀତି

କାହା ସ୍ୱାର୍ଥରେ ଗଢ଼ିଉଠେ ଏତେ ସାହିତ୍ୟ ଅନୁଷ୍ଠାନ? ଭାଷାର ସମୃଦ୍ଧି ବଦଳରେ ଆଜି ହେଉଛି ଅଧଃପତନ ।୧। ଭାଷା ବଞ୍ଚିଲେ ଜାତିଟିଏ ବଞ୍ଚେ ସେହି ତା'ର ସ୍ୱାଭିମାନ, ଭାଷାକୁ ନେଇ ଗର୍ବ ଯେ କରଇ ସେ ଜାତି ଅଟେ ମହାନ ।୨।…

Continue Readingଭାଷା ପ୍ରୀତି
Read more about the article ଭକ୍ତକୁ ମନା
Odia Poem Bhaktanku Mana (ଭକ୍ତକୁ ମନା) by Biswa Ranjan Tripathy

ଭକ୍ତକୁ ମନା

ଭକତକୁ ଆଜି ଶିରିକ୍ଷେତ୍ର ମନା ମନା ପୁଣି ତୋର ବଡ଼ ଦାଣ୍ଡେ କ'ଣ ତୁହି କଲୁ, କି ମାୟା ରଚିଲୁ, ଭକ୍ତ କାନ୍ଦୁଥାନ୍ତି, ହାତ ରଖିଦେଇ ମୁଣ୍ଡେ ॥ ଗରୁଡ଼ ଆଗରେ ବେନି ଭୁଜ ଟେକି ସପନ ହୋଇଲା ତୋ'ର ଦର୍ଶନ…

Continue Readingଭକ୍ତକୁ ମନା
Read more about the article ମୁଁ ଗରିବ ବୋଲି
Odia Poem Mun Gariba Boli (ମୁଁ ଗରିବ ବୋଲି) by Md Hanif Shah

ମୁଁ ଗରିବ ବୋଲି

ଝାଟି ମାଟି ଦଦରା, ଦରଲିପା ଘରେ ଅସଂଖ୍ୟ ଟିପ ଚିହ୍ନ ଏକାଠି ଯେଉଁଠି ସେ ନୂଆଁଳିଆ ଘର ମୋ ଜନ୍ମ ମାଟି, ସେ ମୋ ରାଜମହଲ ଭାବେ ମୁଁ ଗରିବ ! ପ୍ରଥମଥର ପାଇଁ ବୋଉ କହୁଥିଲା ଆମେ ଗରିବ ଯେତେ…

Continue Readingମୁଁ ଗରିବ ବୋଲି
Read more about the article ବିସ୍ଥାପନ ବ୍ୟଥା
Odia Poem Bisthapana Byatha (ବିସ୍ଥାପନ ବ୍ୟଥା) by Prabhat Mishra

ବିସ୍ଥାପନ ବ୍ୟଥା

ଚାଲି ଚାଲି ଆଜି ଥକିଲାଣି ପାଦ ମନ ତା' ଚାଖିଛି କେତେ କଷ୍ଟ ସ୍ଵାଦ, ବିସ୍ଥାପନର ଏକି ଅପୂର୍ବ ଦରଦ ଅପୂର୍ବ ମଣିଷ ଏ ତ ଦୁଃଖର ଦାୟଦ । ମହାମାରୀ କବଳରେ ଆଜି ସର୍ବ ଜୀବ ଅପୂର୍ବ ସଙ୍କଟ ଫାଶରେ…

Continue Readingବିସ୍ଥାପନ ବ୍ୟଥା
Read more about the article ବଞ୍ଚିବାକୁ ମୋତେ ଭୟ ଲାଗୁଛି
Odia Poem Banchibaku Mate Bhaya Laguchi (ବଞ୍ଚିବାକୁ ମୋତେ ଭୟ ଲାଗୁଛି) by Subham Behera

ବଞ୍ଚିବାକୁ ମୋତେ ଭୟ ଲାଗୁଛି

ଦଇବ ସାଜିଛି କାଳ ବୈଶାଖୀ ସମୟ ହସୁଛି ନିଜକୁ ଦେଖି ॥ ଭାଇ ତ ସାଜିଲା ଭାଇରୁ ଭଗାରୀ ଛିଡ଼ିଗଲା ଆଜି ସମ୍ପର୍କର ଡୋରି ॥ କିଏ ତ କାହାକୁ ଜିତେଇବା ପାଇଁ ନିଜେ ସଜ କରେ ନିଜ ପାଇଁ ଜୁଇ…

Continue Readingବଞ୍ଚିବାକୁ ମୋତେ ଭୟ ଲାଗୁଛି