କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଭଙ୍ଗୁର ଆଶା
Odia Poem Bhangura Asha (ଭଙ୍ଗୁର ଆଶା) by Nalinikanta Dash

ଭଙ୍ଗୁର ଆଶା

ମନସମୁଦ୍ରର ବାଲୁକାପ୍ରସ୍ତରେ ଆଙ୍କି ଦେଲି ଛବି ତୁମର ସାରା ଜୀବନ ପ୍ରତିମୂହୁର୍ତ୍ତ ସାଥି ହୋଇ ରହିବ ବୋଲି ମୋ ଏକାନ୍ତର । ଭାବୁଥିଲି ସଦା କେଉଁ ରଙ୍ଗ, କେଉଁ ତୁଳୀରେ ଆଙ୍କିବି ଛବି ତୁମର ଯା’ ଦ୍ଵାରା ତୁମେ ହେବ ଅନୁପମ…

Continue Readingଭଙ୍ଗୁର ଆଶା
Read more about the article ପ୍ରତାରିତ ହୃଦୟ
Odia Poem Pratarita Hrudaya (ପ୍ରତାରିତ ହୃଦୟ) by Rashmibala Satapathy

ପ୍ରତାରିତ ହୃଦୟ

ପ୍ରଶ୍ନ କରିଚାଲେ ମନ ମୋତେ ଆଜି, କାହିଁକି ତତେ ଭଲ ପାଇଲି । ତୁମ ଭଳି ପ୍ରତାରକକୁ କେମିତି ଜାଣି ନ ପାରିଲି ॥ ଅସୁମାରୀ ସ୍ୱପ୍ନ ମୋତେ ଦେଖେଇଲ, ଅସରନ୍ତି ପ୍ରେମର ବର୍ଷା କରାଇଲ । ଅଦିନିଆ ବର୍ଷା ଭଳି…

Continue Readingପ୍ରତାରିତ ହୃଦୟ
Read more about the article ପ୍ରକୃତିର ଡାକ
Odia Poem Prakrutira Daka (ପ୍ରକୃତିର ଡାକ) by Prabhat Mishra

ପ୍ରକୃତିର ଡାକ

ବିକାଶ ପଥରେ ଆଗେଇ ଚାଲିଛି ଆଜି ତ ଜଗତ ଯାକ, ବିକାଶ ସ୍ରୋତରେ ଶୁଣି ପାରୁନାହୁଁ ଆମେ ତ ପ୍ରକୃତି ଡାକ । ଗଛ ସବୁ କାଟି ପଦା କରୁଅଛୁ ଆମେ ତ ଜଙ୍ଗଲ ତକ, ବିକାଶ ନାମରେ ଆହ୍ୱାନ କରୁଛୁ…

Continue Readingପ୍ରକୃତିର ଡାକ
Read more about the article ପାହାନ୍ତି ସ୍ୱପ୍ନ
Odia Poem Pahanti Swapna (ପାହାନ୍ତି ସ୍ୱପ୍ନ) by Tapan Kumar Sahu

ପାହାନ୍ତି ସ୍ୱପ୍ନ

ପାହାନ୍ତି ସ୍ୱପ୍ନ କାଳେ ସତ ହୁଏ ଶୁଣିଥିଲି ସେଥିପାଇଁ ତ ସାରା ରାତି ଚେଇଁରହେ ଜହ୍ନ ଦେଖି ଦେଖି ଶୋଇବାକୁ ପାହାନ୍ତି ରାତିରେ ଭ୍ରମ ପାଳେ ମନେ ସତ ହେବ କାଳେ ସପନର ଗଳ୍ପ....! ପକ୍ଷୀ ସାଜି ଉଡ଼େ ମନ ତୁମ…

Continue Readingପାହାନ୍ତି ସ୍ୱପ୍ନ
Read more about the article ପରାହତ ସମୟ
Odia Poem Parahata Samaya (ପରାହତ ସମୟ) by Subhashree Mohanty

ପରାହତ ସମୟ

କେଉଁ ଏକ କ୍ରଶବିଦ୍ଧ ସମୟର ଆହତ କପୋତିନୀ ଥିଲା ସେ ! ସେ ଜାଣିନଥିଲା ଏଠି ଆଞ୍ଜୁଳେ ଚାଉଳର ମୂଲ୍ୟ ଗୋଟାପଣ ବିଷ, ଓଠ ମେଲି ହସୁଥିବା କିଛି କିଛି ଚରିତ୍ର ଏଠି ଜଣେ ଜଣେ ଜହ୍ଲାଦ । ଦୂର ପରବତ…

Continue Readingପରାହତ ସମୟ