କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article କରୋନା କରୁଛି ଲୀଳା
Odia Poem Corona Karuchhi Leela (କରୋନା କରୁଛି ଲୀଳା) by Rudra Narayan Panigrahi

କରୋନା କରୁଛି ଲୀଳା

ଛନ୍ଦ- ବଙ୍ଗଳାଶ୍ରୀ ଗଡ଼ି ଗଡ଼ି ଯାଏ ଦିନ ପରେ ଦିନ ବଢ଼ୁଛି କରୋନା କାଳ, କମି କମି ଯାଏ ଦେଶ ଜନସଂଖ୍ୟା କରିବ କିଏ ଉଦ୍ଧାର । ଅଭିଶପ୍ତ ବର୍ଷ ଏହି ଯୋଡ଼ା ବର୍ଷ ଲିଭିଛି ଜନତା ହସ କରୋନା ଲକ୍ଷଣ…

Continue Readingକରୋନା କରୁଛି ଲୀଳା
Read more about the article ଆୟୁଷ
Odia Poem Aayusha (ଆୟୁଷ) by Mrutyunjay Patra

ଆୟୁଷ

ପ୍ରହେଳିକା ମୁକ୍ତ ଜୀବନଚର୍ଯ୍ୟା କ'ଣ ହୋଇପାରେ ଜୀବନର ପରିଭାଷା ବାସ୍ତବବାଦ କ'ଣ ଆଣିପାରେ ଦିଗହିନ ପବନ ପାଇଁ ବ୍ୟତିକ୍ରମ?? ଆଛା କହ ତ, ନିରବ ଝଡ଼ରେ ଆହତ ସେ ଜୁଳୁଜୁଳିଆ ପୋକର ଆୟୂଷ କିଏ ନିର୍ଦ୍ଧାର କରେ? ଶେଷ ନିଶ୍ୱାସ ଯାଏ…

Continue Readingଆୟୁଷ
Read more about the article ଅବାଞ୍ଛିତ ହସ
Odia Poem Abanchhita Hasa (ଅବାଞ୍ଛିତ ହସ) by Sachidananda Mohanty

ଅବାଞ୍ଛିତ ହସ

ଅବେଳରେ ଅବାଞ୍ଛିତ ହସ ଅପଦସ୍ତ କରେ, ହସ ସଙ୍ଗେ ସମ୍ବନ୍ଧ ବିଚ୍ଛେଦ ପାଇଁ ତୀବ୍ର ଇଛାହୁଏ, ଅକାରଣେ ଆସିଯାଏ ଭୁଲ ଜାଗାରେ, ଭୁଲ ସମୟରେ । ସତେ, କାହାକୁ ସମ୍ମାନ ନାହିଁ, ଭୁଲ ଠିକର କଳନା ନାହିଁ, ତା' ମର୍ଜୀର ସେ…

Continue Readingଅବାଞ୍ଛିତ ହସ
Read more about the article ଶୀତ ଦିନର ଗ୍ରାମାଞ୍ଚଳ
Odia Poem Shita Dinara Gramanchala (ଶୀତ ଦିନର ଗ୍ରାମାଞ୍ଚଳ) by Debasish Mohapatra

ଶୀତ ଦିନର ଗ୍ରାମାଞ୍ଚଳ

ଦିନ ଥିଲା ସେ ଶୀତ ବି ଥିଲା ଥରୁଥିଲା ଓଠଟି ତା'ର ଥରି ଯାଉଥିଲା ତା'ର ଶରୀର ଚାଦର ଘୋଡ଼ାଇ ହେଇ ଆସେ ସେ ନି'ତି ବଜାର ଲାଗୁଥିଲା ନିଆଁ ଧୁନିର ଉପଚାର ଦଳ ଦଳ ହୋଇ ବସୁଥିଲେ ଏକ ପ୍ରକାର…

Continue Readingଶୀତ ଦିନର ଗ୍ରାମାଞ୍ଚଳ
Read more about the article ଶାଶ୍ୱତ ପ୍ରେମ
Odia Poem Saswat Prema (ଶାଶ୍ୱତ ପ୍ରେମ) by Subham Kumar Sahoo

ଶାଶ୍ୱତ ପ୍ରେମ

ବଗିଚାର ଫୁଟା ଗୋଲାପ ଏବେ ସମ୍ପୂର୍ଣ୍ଣ ମଉଳା, ଝାଉଁଳି ପଡ଼ିଛି ଆଜି ତା'ର ସତେଜ ପାଖୁଡ଼ା, ପ୍ରେମ ଆଜି ପାଲଟିଛି ରାସ୍ତାକଡ଼ର ଅଳିଆ ବଦଳି ଯାଇଛି ଆଜି ରୂପରେଖା ଏ ପ୍ରେମର । ଅନ୍ଧକାର ଅଛି ସିନା ଆଲୁଅ ଦେଖେଇବା ପାଇଁ…

Continue Readingଶାଶ୍ୱତ ପ୍ରେମ