କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଆଶ୍ୱସ୍ତିରେ ଆସ ନୂଆବର୍ଷ
Odia Poem Awastire Asa Nuabarsa (ଆଶ୍ୱସ୍ତିରେ ଆସ ନୂଆବର୍ଷ) by Anasuya Panda

ଆଶ୍ୱସ୍ତିରେ ଆସ ନୂଆବର୍ଷ

ନୂଆବର୍ଷ ତୁ ତ ଆସିବୁ ଗୋଟେ ଖସଡ଼ାରେ କିଏ କ'ଣ ମନା କଲେ ତୁ ଅଟକିଯିବୁ ମହାମାରୀର ଦୌରାତ୍ମ୍ୟରେ ମଣିଷର ନନ୍ଦନ କାନନରେ । ତୁ ଆସିବୁ, ଡରିବୁନି, ଏଠି ସମସ୍ତଙ୍କୁ ଭେଟିବୁ କିଏ କୁଡ଼ିଆରେ ତ, କିଏ ପଞ୍ଜୁରୀରେ କିଏ…

Continue Readingଆଶ୍ୱସ୍ତିରେ ଆସ ନୂଆବର୍ଷ
Read more about the article ଅତୀତ
Odia Poem Atita (ଅତୀତ) by Susmita Bavi

ଅତୀତ

ଅତୀତ ମୋର ଯାଇଛି ହଜି ସ୍ମୃତି କିଛି ରହିଛି ବାକି ଯେତେ ଖୋଜିଲେ ବି ଆଉ ଫେରିବନି ଖାଲି ଲୁହରେ ଭିଜିବ ଆଖି ॥ ସ୍ନେହ ଶ୍ରଦ୍ଧା କାଣିଚାଏ ପାଇଁ ବଞ୍ଚିବାର ସ୍ୱପ୍ନ ଦେଖେ ବିତି ଯାଇଥିବା ଦିନଗୁଡ଼ିକୁ ସ୍ମୃତିରେ ସାଇତି…

Continue Readingଅତୀତ
Read more about the article ସହିଦ ମାଟିର ଗାଁ’
Odia Poem Sahid Matira Gaan (ସହିଦ ମାଟିର ଗାଁ') by Mrutyunjay Gopal Lal

ସହିଦ ମାଟିର ଗାଁ’

ମରାଳ ମାଳିନୀ ନୀଳାମ୍ବୁ ତଟରେ ଶୋଭାପାଏ ମୋ ଗାଆଁ, ମୋ ଗାଆଁରେ ବିଜେ ରାଧାମୋହନ ଜୀଉ ଛେଡ଼ାପଦର ତା' ନାଆଁ । ଗାଆଁଟି ମୋର ଅତି ସୁନ୍ଦର ଏ ଧରାଧାମ ତଳେ, କେତେ ବୀର ସୈନିକ ଜନ୍ମ ନେଇଥିଲେ ମୋ ଗାଆଁ…

Continue Readingସହିଦ ମାଟିର ଗାଁ’
Read more about the article ସପନର ନାୟିକା
Odia Poem Sapanara Nayika (ସପନର ନାୟିକା) by Subhransu Sekhar Patnaik

ସପନର ନାୟିକା

କେବେ କେମିତି ତମେ ପାରିବ ଜାଣି ରାତି କାଟୁଛି ମୁଁ ତାରା ଗଣି ଗଣି ତମ କଥା ଭାବି ଭାବି ନିଦ ହେଉନି ତମର ମୋର ଏହି ପ୍ରେମ କାହାଣୀ ତମ ପ୍ରେମରେ ପାଗଳ ମୁଁ ହେଲିଣି ଖାଇବା ପିଇବା ଭୁଲି…

Continue Readingସପନର ନାୟିକା
Read more about the article ମୋ ଗାଆଁ
Odia Poem Mo Gaon (ମୋ ଗାଆଁ) by Susmita Bavi

ମୋ ଗାଆଁ

ଗାଁ'ଟି ମୋର କେଡ଼େ ସୁନ୍ଦର ସ୍ମୃତି ରହିଛି ମୋ ପିଲାଦିନର ଯେଉଁଠି ଥିଲେ ଗାଁ'ର କଥା ମନେ ପଡ଼େ ବାରମ୍ବାର । ମୋ ଗାଁ ପାଣି ପବନରେ ଗଢ଼ା ମୋହରି ଜୀବନ ଶୁଝି କି ପାରିବି କେବେ ମୁଁ ତା'ରି ଋଣ…

Continue Readingମୋ ଗାଆଁ