ବ୍ୟତୀତ ବର୍ଷ
ବ୍ୟତୀତ ତିନିଶ’ ପଞ୍ଚଷଠି ଦିବସ ଅନ୍ତ ଆଉ ଏକ ବର୍ଷର । ବିତି ଯାଇଥିବା ପ୍ରତି ଏକ କ୍ଷଣ ସ୍ମରଣ କରାଇଲା କ୍ଷଣ କ୍ଷଣଠୁ ଆନ । କିଛି ଆଶା କିଛି ନିରାଶାର କ୍ଷଣ କିଛି ବିଶ୍ୱାସ ଆଉ ଅବିଶ୍ୱାସର କ୍ଷଣ…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ବ୍ୟତୀତ ତିନିଶ’ ପଞ୍ଚଷଠି ଦିବସ ଅନ୍ତ ଆଉ ଏକ ବର୍ଷର । ବିତି ଯାଇଥିବା ପ୍ରତି ଏକ କ୍ଷଣ ସ୍ମରଣ କରାଇଲା କ୍ଷଣ କ୍ଷଣଠୁ ଆନ । କିଛି ଆଶା କିଛି ନିରାଶାର କ୍ଷଣ କିଛି ବିଶ୍ୱାସ ଆଉ ଅବିଶ୍ୱାସର କ୍ଷଣ…
ସରଳ ରେଖାଟେ ଅଟଇ ଯେ ନାରୀ ଉଭୟ ଦିଗକୁ ସେ ଗତିଶୀଳ, ଦେଖାଇ ପାରେ ସେ ସରଗପୁର ଆଉ କେବେ ପୁଣି ନରକ ଦ୍ୱାର । କରତ ପରି ଉଭୟ କ୍ରିୟାରେ ଦେଖାଇ ପାରେ ସେ କର୍ମକୁଶଳ ନଦୀ ପରି ସେହି…
ମନେ ଉପୁଜାଇ ଡର ଅକାରଣେ ବାସ୍ତବତାକୁ ଭୁଲି ସ୍ୱାନୁଭୂତିକୁ ବିଶ୍ୱାସ ନ କରି ଯିଏ ଯାଉଥାଏ ଚଳି ଜୀବନ ତା' ପାଇଁ ତୁଚ୍ଛ ଘଟନା ସ୍ୱେଚ୍ଛାର ନାହିଁ ସ୍ଥାନ ଜିଇଁବା ନାଆଁରେ ସର୍ବଦା ସ୍ୱାଗତ କରେ ଇଚ୍ଛାର ମରଣ ନିଜକୁ ସଂଦେହ…
ମନେପଡ଼ୁରେ ତୁ ଆଜି ଶୀତ କେମିତି ପିଲାଦିନେ ତୁ ଆସିଥିଲୁ ମୋ ଗାଁ'କୁ ଉତ୍ତରା ପବନେ ଥରେଇ, ମୋ କର୍ମଚଞ୍ଚଳ ଗାଆଁଟି ହୋଇଯାଉଥିଲା ଶୁନଶାନ୍ ତୋ'ର କ୍ରୁର ହେମାଳରେ ନିର୍ଜ୍ଜନ ସାଜୁଥିଲା ବାଟ ଖାାଲି ତୋ' ପାାଇଁ । ଚୁଲି ମୁଣ୍ଡ…
ଶିଉଳି ଫୁଲର ବାସ, କାର୍ତ୍ତିକର ମାସ ବଣ ମଲ୍ଲୀକୁ କାଟି ଦିଏ ତା'ର ସେଇ ସୁଗନ୍ଧଭରା ବାସ ପଣତ କାନିରେ ଗୋଟାଉ ଥାଏ ସେ ଶିଉଳିର ପରକାଶ କାର୍ତ୍ତିକ ମାସର ସକାଳ, ଚଉରା ପ୍ରାଙ୍ଗଣ ଦିଶୁଥାଇ ସୁନ୍ଦର ଆକାଶ ମାର୍ଗରେ ଶୁଭୁ…