Read more about the article ବସନ୍ତ ମଳୟ
Odia Poem Basanta Malaya (ବସନ୍ତ ମଳୟ) by Basanta Pradhan

ବସନ୍ତ ମଳୟ

ହାତେ ହାତେ ଦେଲେ ହାତୀ ଉଠିଯାଏ କହନ୍ତି ଜଗତ ଲୋକ, ତୁହିରେ କାଳିଆ ହାତ ଟେକି ଦେଲେ ଆଉ କି ରହନ୍ତା ଦୁଃଖ । ହାତୀ ବୁଲୁଥିଲେ ବନସ୍ତ ଭିତରେ ଅଟେ ସେ ତ ରାଜାଙ୍କର, ଯେଉଁଠି ମୁଁ ଥାଏ ଯେପରି…

Continue Readingବସନ୍ତ ମଳୟ
Read more about the article ଭାଷା ପ୍ରୀତି
Odia Poem Bhasa Priti (ଭାଷା ପ୍ରୀତି) by Basanta Pradhan

ଭାଷା ପ୍ରୀତି

କାହା ସ୍ୱାର୍ଥରେ ଗଢ଼ିଉଠେ ଏତେ ସାହିତ୍ୟ ଅନୁଷ୍ଠାନ? ଭାଷାର ସମୃଦ୍ଧି ବଦଳରେ ଆଜି ହେଉଛି ଅଧଃପତନ ।୧। ଭାଷା ବଞ୍ଚିଲେ ଜାତିଟିଏ ବଞ୍ଚେ ସେହି ତା'ର ସ୍ୱାଭିମାନ, ଭାଷାକୁ ନେଇ ଗର୍ବ ଯେ କରଇ ସେ ଜାତି ଅଟେ ମହାନ ।୨।…

Continue Readingଭାଷା ପ୍ରୀତି

ବିଚିତ୍ରବର୍ଣ୍ଣା

ସରଳ ରେଖାଟେ ଅଟଇ ଯେ ନାରୀ ଉଭୟ ଦିଗକୁ ସେ ଗତିଶୀଳ, ଦେଖାଇ ପାରେ ସେ ସରଗପୁର ଆଉ କେବେ ପୁଣି ନରକ ଦ୍ୱାର । କରତ ପରି ଉଭୟ କ୍ରିୟାରେ ଦେଖାଇ ପାରେ ସେ କର୍ମକୁଶଳ ନଦୀ ପରି ସେହି…

Continue Readingବିଚିତ୍ରବର୍ଣ୍ଣା
Read more about the article ତୁମେ
Odia Poem Tume (ତୁମେ) by Basanta Kumar Pradhan

ତୁମେ

ତୁମେ ତ ମୋହର ପ୍ରେମ ପୁଣ୍ୟତୋୟା ମୁଁ ତହିଁରେ ଅବଗାହି ତୁମେ ତ ମୋହର ପୁଣ୍ୟ ତୀର୍ଥଟିଏ ଦିଏ ମୁଁ ପାପ ଛଡ଼ାଇ । ତୁମେ ତ ମୋହର ଜୀବନ ସଙ୍ଗୀତ ମୁଁ ଅଟେ ତା'ର ମୂର୍ଚ୍ଛନା, ତୁମେ ତ ମୋହର…

Continue Readingତୁମେ
Read more about the article ବନ୍ଦେ ଉତ୍କଳ ମାତା
Odia Poem Bande Utkala Mata (ବନ୍ଦେ ଉତ୍କଳ ମାତା) by Basanta Kumar Pradhan

ବନ୍ଦେ ଉତ୍କଳ ମାତା

ବନ୍ଦେ ଉତ୍କଳ ମାତା ବନ୍ଦେ ଉତ୍କଳ ମାତା ସବୁଜ ସୁନ୍ଦର ଚାରୁ ଶୋଭାମୟୀ ପୁଣ୍ୟ ତୀର୍ଥମୟୀ ମାତା । କଳା ସଂସ୍କୃତିରେ ଅଟୁ ତୁ ମହାନ ଭାଷା ଭିତ୍ତିରେ ତୋହରି ଗଠନ, ଏକତ୍ମତାରେ ହିଁ ତୋହରି ଅସ୍ତିତ୍ୱ ବଞ୍ଚିଛି ଉତ୍କଳୀୟତା ।…

Continue Readingବନ୍ଦେ ଉତ୍କଳ ମାତା